Latest Odisha News

BREAKING NEWS

ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ: ମନ୍ତ୍ରୀଙ୍କ ସଂପୃକ୍ତି ଥିଲେ ବି କାହିଁକି ତଦନ୍ତ ପରିସରଭୁକ୍ତ ହୋଇ ନାହାନ୍ତି?

ଭୁବନେଶ୍ୱର: ବିଜୁ ଜନତା ଦଳର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ବିବାଦ ବଢିବାରେ ଲାଗିଛି। ଆଉ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ଘେରିଛି କଂଗ୍ରେସ। ଭାଇରାଲ ହୋଇଥିବା ଅଡିଓ କଲରେ ମନ୍ତ୍ରୀ ସମୀର ଦାଶ ଏବଂ ଯେଉଁ ସାମ୍ବାଦିକଙ୍କୁ ଧର୍ମେନ୍ଦ୍ର ସବୁ…

ଇଂରାଜୀରେ ଦୁର୍ବଳ ଥିଲେ ଏଥର ମାତୃଭାଷା ଓଡ଼ିଆରେ ପରୀକ୍ଷା ଦେଇ ହୋଇପାରିବେ ଓଏଏସ

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସସି ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଶୁକ୍ରବାର ରାଜ୍ୟ ସରକାର ବଡ଼ ଧରଣର ସଂଶୋଧନ ଆଣିଛନ୍ତି। ରାଜ୍ୟ କ୍ୟାବିନେଟ୍ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ହୋଇଛି । ଯେଉଁଥିରେ ପ୍ରାର୍ଥୀମାନଙ୍କ ପାଇଁ ଦୁଇଟି ଇଚ୍ଛାଧୀନ…

ଫିଲ୍ମରେ ସୁଯୋଗ ଦେବା ନାଁରେ ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: କାଷ୍ଟିଂ କାଉଚ ବିବାଦରେ ଓଲିଉଡ ପ୍ରଯୋଜକ ଅକ୍ଷୟ ପରିଜା। ଫିଲ୍ମରେ ସୁଯୋଗ ଦେବେ କହି ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଅକ୍ଷୟ ପରିଜା ଏହି ମାମଲାରେ ଛନ୍ଦି ହେବା ପରେ ଥାନାରେ ପାଲଟା ଏତଲା ଦେଇଛନ୍ତି। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା…

ଦାୟିତ୍ୱ ଗ୍ରହଣ କଲେ ନୂଆ ସିଡିଏସ ଅନିଲ ଚୌହ୍ୱାନ

ନୂଆଦିଲ୍ଲୀ: ଦେଶର ଦ୍ବିତୀୟ ସିଡିଏସ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ ଅନିଲ ଚୌହାନ। ସିଡିଏସ୍ ହେବା ପରେ ଅନିଲ ଚୌହ୍ୱାନ ଦେଶର ତିନି ସେନା ମଧ୍ୟରେ ସମନ୍ୱୟ ରକ୍ଷା କରିବେ। ଯାହାଦ୍ୱାରା ଦେଶର ସୈନ୍ୟବାହିନୀ ଭବିଷ୍ୟତର ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ପ୍ରସ୍ତୁତ ହୋଇପାରିବେ।…

‘ସଂସଦ ଭବନର ‘ସିଂହ’ ହିଂସ୍ର ଦେଖାଯାଉନି, ଏହା ବ୍ୟକ୍ତିଗତ ଦୃଷ୍ଚିକୋଣ ଉପରେ ନିର୍ଭର…

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉପରେ ପ୍ରତିଷ୍ଠା ହୋଇଥିବା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭରେ ଥିବା ସିଂହ ହିଂସ୍ର ଦେଖାଯାଉନି, କି ଏହା କୌଣସି ଆଇନ ଉଲ୍ଲଂଘନ କରୁନାହିଁ। ଏହା ସହିତ ଆକ୍ରମଣାତ୍ମକ ପ୍ରତିମୂର୍ତ୍ତି ବୋଲି ଉଠିଥିବା ଦାବି ଉପରେ ସୁପ୍ରିମ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଆଉ ଆବେଦନକୁ…

ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଥିବା ଦଳକୁ ୫୦ ହଜାର ଟଙ୍କା ଜୋରିମାନା

ନୂୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମକୋର୍ଟ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଥିବା ଏକ ଆବେଦନ ଉପରେ କୋର୍ଟରେ ଶୁଣାଣି କରିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ସଂପୃକ୍ତ ରାଜନୈତିକ ଦଳକୁ ତାଗିଦ କରିବା ସହ ଜୋରିମାନା ମଧ୍ୟ ଲଗାଇଛନ୍ତି। ମଧ୍ୟପ୍ରଦେଶର ଜନ ବିକାଶ ପାର୍ଟି ସୁପ୍ରିମକୋର୍ଟରେ ଇଭିଏମ୍…

ଆପଣଙ୍କ ପକେଟ ଉପରେ ବଢ଼ିବ ଆର୍ଥିକ ବୋଝ, ଆରବିଆଇ ବଢ଼ାଇଲା ରେପୋ ରେଟ୍

ମୁମ୍ବାଇ: ଦେଶର ମୁଦ୍ରାସ୍ପୀତିକୁ ଦେଖି ଆରବିଆଇ ବଢାଇଲା ରେପୋ ରେଟ୍। ଯାହା ସିଧା ଲୋକଙ୍କ ପକେଟ ଉପରେ ବୋଝ ହେବାକୁ ଯାଉଛି। ଚଳିତ ଆର୍ଥିକ ବର୍ଷରେ ଚତୁର୍ଥ ଥର ପାଇଁ ରେପୋ ରେଟ୍ ବୃଦ୍ଧି କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)। ୨୮ ତାରିଖରୁ ଆରବିଆଇର ତିନି ଦିନିଆ…

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନାମାଙ୍କନର ଶେଷ ତାରିଖ; ପୂର୍ବ ରାତିରେ ଏକାଠି ହେଲେ ଜି-୨୩ ଗୋଷ୍ଠୀର ନେତା

ନୂଆଦିଲ୍ଲୀ: କଂଗ୍ରେସ ସଭାପତି କିଏ ହେବେ? ନାମାଙ୍କନ ଦାଖଲର ଶେଷ ତାରିଖ ପୂର୍ବ ରାତିରେ ଅନେକ ନାଁ ଉପରେ ଚର୍ଚ୍ଚା ହେଉଛି। ଏହାରି ଭିତରେ ଜି -୨୩ ଗୋଷ୍ଠୀର କିଛି ନେତା ଏକାଠି ହୋଇ ବୈଠକ କରିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଆନନ୍ଦ ଶର୍ମା ନିଜ ଘରେ ଏକ ବୈଠକ କରିଥିଲେ। ଅନୁମାନ…

ବିହାର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆରଜେଡି-ଜେଡିୟୁ ମେଣ୍ଟ ବିବାଦକୁ ଇସାରା?

ଓଡ଼ିଶା ସମ୍ବାଦ ବ୍ୟୁରୋ: ତେଜସ୍ୱୀ ଯାଦବ ୨୦୨୩ରେ ବିହାରରେ ମୁଖ୍ୟମନ୍ତ୍ରୀ ହେବେ। ଦେଶ ନୀତୀଶଙ୍କୁ ଅପେକ୍ଷା କରିଛି। ଆରଜେଡି ବିହାର ସଭାପତି ଜଗଦାନନ୍ଦ ସିଂ ଦାବି କରିଛନ୍ତି ଯେ ୨୦୨୨ ଶେଷ ହେବା ପରେ ତେଜସ୍ୱୀ ଯାଦବ ୨୦୨୩ରେ ବିହାରର ମୁଖ୍ୟମନ୍ତ୍ରୀ ହେବେ। ଜଗଦାନନ୍ଦ ସିଂ କହିଛନ୍ତି ଯେ…

୬୭ଟି ପର୍ଣ୍ଣ ୱେବସାଇଟକୁ ବ୍ଲକ କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୁଣିଥରେ ଅଶ୍ଳୀଳ ୱେବସାଇଟକୁ ବ୍ୟାନ କରିଛନ୍ତି। ୨୦୨୧ରେ ଜାରି ହୋଇଥିବା ନୂଆ ଆଇଟି ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ୬୭ ଟି ପର୍ଣ୍ଣ ୱେବସାଇଟକୁ ବ୍ଲକ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ପଠାଯାଇଥିବା ଏକ ଇମେଲରେ…