ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୨)
ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ଖୁବ୍ ଉତ୍ସାହର ସହ ସିଡ଼୍ ମୁଣ୍ଡ ହଲେଇଲା । କାରଣ ଏଇ କଥା ପାଇଁ ତା' ପାଖରେ ଉତ୍ତରଟେ ପ୍ରସ୍ତୁତ ଥିଲା । “ହଁ, ମୁଁ ଜାଣେ ସେକଥା । ମୁଁ କିଛି ଅନ୍ଲାଇନ୍ ପ୍ରୋଗ୍ରାମ୍ ଓ ବ୍ରୋସ୍ୟୁର୍ ପଢ଼ିସାରିଛି । କଣ୍ଠସ୍ୱର…