ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୭୧)
ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ଭୟଭୀତ ହୋଇ ବୀରା ହଠାତ୍ ଉଠିପଡ଼ିଲା । ବେଡ଼୍ସିଟ୍ରେ ତା\'ର ଗୋଡ଼ ଦୁଇଟି ଛନ୍ଦି ହୋଇଯାଇଥିଲା, ଆଉ ସେ ଥରୁଥିଲା, ଭୀଷଣ ଭାବରେ । ଏସି ଚାଲୁଥିଲା । ମାତ୍ର ଏସିର ଥଣ୍ଡା ହାୱା ଯୋଗୁଁ ନୁହେଁ, ବରଂ ସେ ଦେଖିଥିବା…