Latest Odisha News

BREAKING NEWS

ସ୍ୱଳ୍ପ ଗଳ୍ପ : ଏକ ମୃତ୍ୟୁଦଣ୍ଡ ଏହିପରି

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ 'ସ୍ୱଳ୍ପ ଗଳ୍ପ' ଭାଗ : ୩ ପ୍ରାଚୀନ ସଭ୍ୟତା ବିଶେଷ ଭାବରେ ଗ୍ରୀସ୍ ଆଉ ରୋମ୍ ସଭ୍ୟତାରେ ମୃତ୍ୟୁଦଣ୍ଡ ଆଦେଶର ପାଳନବିଧିକୁ ଅନୁଧ୍ୟାନ କଲେ ଦେଖାଯିବ ଯେ ତାହା ସେହି ସମୟ ର ସମାଜର ବର୍ଗ ବିଶେଷ ଅନୁସାରେ ଭିନ୍ନ ଭିନ୍ନ ପ୍ରକାରର ଥିଲା । ସମାଜର ଉଚ୍ଚବର୍ଗ…

ସ୍ୱଳ୍ପ ଗଳ୍ପ : ଜଣେ ଥିଲେ ରାଜା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ 'ସ୍ୱଳ୍ପ ଗଳ୍ପ' ଭାଗ : ୨ ନିହାତି ସ୍ୱଳ୍ପ ଦୈର୍ଘ୍ୟ ବିଶିଷ୍ଟ କଥା । ଜଣେ ରାଜା ଥିଲେ । ଆଉ ତାହାପରେ କ'ଣ ଯେ ? ରାଜା ମାନେ ତ ସବୁବେଳେ ଥାଆନ୍ତି । ରାଜାଙ୍କର ଏକ ସମାନ ସମୟରେ ମୃତ୍ୟୁ ହୁଏ ଆଉ ରାଜା ଦୀର୍ଘଜୀବୀ ହୁଅନ୍ତୁ ବୋଲି ଠିକ୍…

ସ୍ୱଳ୍ପ ଗଳ୍ପ : ଏକ ସତର୍କତାର କଳାତ୍ମକ କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ସ୍ୱଳ୍ପ ଗଳ୍ପ ଭାଗ : ୧ ଯେଉଁମାନେ ଅଭିଜ୍ଞ ସେମାନେ ଜାଣନ୍ତି ଯେ ଏହି ବିଶେଷ କାମଟି ପାଇଁ ସେମାନଙ୍କୁ କେତେ ପରିମାଣରେ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ । ଆମ ପୃଥିବୀ ସବୁକାଳ ଅଭିଜ୍ଞମାନଙ୍କୁ ଯଥୋଚିତ ସମ୍ମାନ ଦେଇ ଆସିଛି । ଅଭିଜ୍ଞତାର ତ…

ଏକ ଶରୀରାଂଶ କୁହୁକ: କିଛି ରୂପକଥା କିଛି ଇତିହାସ

ଏକ ଶରୀରାଂଶ କୁହୁକ: କିଛି ରୂପକଥା କିଛି ଇତିହାସ ଜ୍ୟୋତି ନନ୍ଦ ଗଣିଲେ ସଂଖ୍ୟାରେ ତାହା ହେବ ସାତୋଟି ଫରୁଆ । ଫରୁଆଗୁଡିକ ତିଆରି ହୋଇଛି ଆଉଟା ସୁନାରେ ଆଉ ଧଉଳା ରୁପାରେ । ଗୋଟିକୁ ସିନା ଆମେ ଦେଖିପାରିବୁ ହେଲେ ସେଇ ଗୋଟିକ ଭିତରେ ରହିଛି ଆଉ ଗୋଟିଏ ଆଉ ତାହା ଭିତରେ ପୁଣି ଆଉ ଗୋଟିଏ,…

ଏକ ବିଶେଷ ଶପଥପତ୍ର ଓ ଜଣେ ସନ୍ଥ

ଏକ ବିଶେଷ ଶପଥପତ୍ର ଓ ଜଣେ ସନ୍ଥ ଜ୍ୟୋତି ନନ୍ଦ ପ୍ରଥମରେ, କାହାର କିଛି କ୍ଷତି କରନାହିଁ । ଏହା ହେଉଛି ତାଙ୍କର ସର୍ବପ୍ରଥମ ଏବଂ ମୌଳିକ ବିଚାର । ତାହାପରେ ଆଉ ଯାହା କିଛି । ସେ ଯେଉଁ ସମୟର ଆଉ ଯେଉଁଠିକାର, ସେଠାରେ କୌଣସି ବିଚାରବନ୍ତର ସେତେବେଳେ ସାମାଜିକ ଆସ୍ଥାନଟି ବେଶ ଉଚ୍ଚରେ…

ଆଦ୍ୟକାଳର ଲେଖନ-କର୍ମ ଓ ଜଣେ ଜଣାଣ-ଲେଖିକା ରାଜଜେମା

ଆଦ୍ୟକାଳର ଲେଖନ-କର୍ମ ଓ ଜଣେ ଜଣାଣ-ଲେଖିକା ରାଜଜେମା ଜ୍ୟୋତି ନନ୍ଦ ପୃଥିବୀର ସର୍ବପ୍ରଥମ ଚିହ୍ନିତ କବିଟି ସହ ଆଗ ଆପଣମାନଙ୍କ ପରିଚୟ କରାଇଦେବାକୁ ଉଚିତ ମନେ କରୁଛି । ସେ ଜଣେ ରାଜଜେମା । ଟାଇଗ୍ରିସ୍ ଇଉଫ୍ରେଟିସ୍ ନଦୀକୂଳରୁ ସମଗ୍ର ତୁର୍କୀ ଯାଏଁ ପରିବ୍ୟାପ୍ତ ତଥା ଏମିତି କହିବାକୁ ଗଲେ…

ଏକ ବିଚିତ୍ର ବିଚାରର କ୍ରୁଶବିଦ୍ଧ କଥା

ଏକ ବିଚିତ୍ର ବିଚାରର କ୍ରୁଶବିଦ୍ଧ କଥା ଜ୍ୟୋତି ନନ୍ଦ ସେଦିନ ଶୁକ୍ରବାର ଥିଲା । ତାରିଖ ହିସାବରେ ଦେଖିଲେ ଏପ୍ରିଲ୍ ମାସର ତିନି ତାରିଖ । କହିବାକୁ ଗଲେ ସେହି ଦୋଷୀ ଜଣକର ସେଦିନ ପ୍ରାୟ ଅପରାହ୍ନ ତିନିଟା ବେଳକୁ ପ୍ରାଣହାନୀ ହୋଇ ସାରିଥିଲା । ସେଦିନ ଦିନଟି ସାରା ଆକାଶରେ ଅଳ୍ପକିଛି ମେଘ…