Latest Odisha News

BREAKING NEWS

ଏ ସବୁ ଅପ୍ରାସଙ୍ଗିକ କି ଏବେ?

 ପଲିଟିକସ ଫଲିଟିକସ  ଏ ସବୁ ଅପ୍ରାସଙ୍ଗିକ କି ଏବେ? ଜ୍ୟୋତିପ୍ରକାଶ ମହାପାତ୍ର ଏଇ ସୋମବାର ଦିନ ପୁଣି ସେଇ ପ୍ରଶ୍ନ ଉଠିଥିଲା- ଲୋକସଭାରେ । ଯେଉଁଠି ବିଜେଡ଼ି ସାଂସଦ ମୋହନ ମାଝୀ ପଚାରି ଥିଲେ- ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟ ପାହ୍ୟା ଦାବି କଥା କଣ ହେଲା? ଏହାର ଉତ୍ତର ରଖିଥିଲେ-…

ବିଜେପି ପାଇଁ ରିସ୍କ

 ପଲିଟିକସ ଫଲିଟିକସ  ବିଜେପି ପାଇଁ ରିସ୍କ ଜ୍ୟୋତି ପ୍ରକାଶ ମହାପାତ୍ର ଏବେ ଏମିତି ହିଁ କଥା ଉଠୁଛି । ନିଜର ସମସ୍ତ ଉଦ୍ୟମ ସତ୍ତ୍ୱେ ବିଜେପି ଯେତେବେଳେ ଓଡ଼ିଶାରେ ବିଧାନସଭା ନିର୍ବାଚନ ଜିତି ପାରିଲା ନାହିଁ, ସେତେବେଳେ ଏହା ରାଜ୍ୟରେ ଶାସକ ଦଳ ବିଜେଡ଼ି ସହ ଅଲିଖିତ ଚୁକ୍ତି କରିବା ପାଇଁ…

ଗାଁ ଓ ଗପ

ଗାଁ ଓ ଗପ ଜ୍ୟୋତି ପ୍ରକାଶ ମହାପାତ୍ର ଜେଜେମା ଥିବ । ସଂଜ ନଇଁ ଆସୁଥିବ । ବହଳିଆ ଅନ୍ଧାର ଘୋଡେ଼ଇ ଆଣୁଥିବ ଗାଁକୁ । ନଈ ପଠାରୁ କୁହୁଡ଼ି ରକମ ଧୂଆଁ ଢାଙ୍କି ଦେଉଥିବ । ଆଉ ସେଇଠି ଖଞ୍ଜା ଘର ମଝିରେ ଥିବ ଚୂଲିଟେ । ତିଆରି ଚାଲିଥିବ ଚକୁଳି ଆଉ କେତେ ରକମର ପିଠା । ଜେଜେମା ପଣତ ଭିତରେ ପଶି…

ଉଜୁଡ଼ା ଖେଳର ସଂସାର

 ପଲିଟିକ୍ସ ଫଲିଟିକ୍ସ  ଉଜୁଡ଼ା ଖେଳର ସଂସାର ଜ୍ୟୋତି ପ୍ରକାଶ ମହାପାତ୍ର ଖେଳିବାଟା ଗୋଟେ ନିଶା । ସ୍କୁଲରୁ ଆସି ବ୍ୟାଗ୍ ଫିଙ୍ଗି ଦେଇ ପାଖ ପଡ଼ିଆକୁ ଦଉଡ଼ି ଯିବା ଥିଲା ନିୟମିତ ଅଭ୍ୟାସ । ଆଗ କ୍ରିକେଟ୍ । ପୁଣି କ୍ରିକେଟ୍ ସରିଲେ ଷ୍ଟମ୍ପ ଉପାଡ଼ି ସେଥିରେ ହକି ଖେଳ । ବର୍ଷାଦିନିଆ…

ଘେନି ନୂଆ ସଜବାଜ

ଘେନି ନୂଆ ସଜବାଜ ଜ୍ୟୋତି ପ୍ରକାଶ ମହାପାତ୍ର ଗାଁରେ ରଜ ଆସେ ବାଲିଝରି ଛନ୍ଦାରୁ । ଆସ୍ତେ ଆସ୍ତେ ଚାପିଚୁପି । ବର୍ଷା ଓ ଓଦା ପଣତ ଢାଙ୍କି ହୋଇ । ବାଲିଝରି ଛନ୍ଦା କଡ଼କୁ ବାବାସାହି ଗାଁ । ନଈ ସେପାଖେ । ଗଛପତ୍ର ଭିତରେ ଭର୍ତ୍ତି ହୋଇ କୁନି, ବକୁଟେ ଗାଁ । ଗାଁ ତ ନୁହେଁ, ସାହିଟେ କହିଲେ…

ପ୍ରଶ୍ନପତ୍ର ଲିକ୍‍ ଓ ସମାଧାନ

 ପଲିଟିକସ ଫଲିଟିକସ  ପ୍ରଶ୍ନପତ୍ର ଲିକ୍‍ ଓ ସମାଧାନ ଜ୍ୟୋତି ପ୍ରକାଶ ମହାପାତ୍ର ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ବେଶ ବିବାଦରେ ରହିଥିଲା । ବାରବାର ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ପରୀକ୍ଷା ପରିଚାଳନା କରୁଥିବା ମାଟ୍ରିକ ବୋର୍ଡ ଏହାକୁ ସବୁବେଳେ ଅସ୍ୱୀକାର କଲା । କୌଣସି ଠୋସ ପଦକ୍ଷେପ…

ଯୁକ୍ତ ଦୁଇ ପରୀକ୍ଷା ଫଳ

 ପଲିଟିକସ ଫଲିଟିକସ  ଯୁକ୍ତ ଦୁଇ ପରୀକ୍ଷା ଫଳ ଜ୍ୟୋତି ପ୍ରକାଶ ମହାପାତ୍ର ଆମ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ଏଇ ସପ୍ତାହରେ ପ୍ରକାଶିତ ହୋଇଛି । ଯୁକ୍ତ ଦୁଇ ବିଜ୍ଞାନରେ ଏ ବର୍ଷ ପାସ ହାର ସବୁଠାରୁ କମ ଆସିଛି । ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ୭୨ ପ୍ରତିଶତ ପିଲା ପାସ କରିଥିବା…

ପ୍ରସଙ୍ଗ ଅପ୍ରସଙ୍ଗ ହୋଇ ରହିଗଲା…

ନିର୍ବାଚନ ଶେଷ ପର୍ଯାୟ ଏମିତିରେ ସରିଯିବ । ଆଉ ଦିନ କେତୁଟା । ତା’ପରେ ମତଗଣନା । ନୂଆ ସରକାର । ହୁଏତ ନୂଆ ସରକାର ଆସିବେ କିମ୍ବା ପୁରୁଣା ସରକାର ନୂଆ ହୋଇ ଆସିବେ । ଯେଉଁ ୨୦୨୦କୁ ନେଇ ବେଶ ଉତ୍ସାହୀ ଥିଲେ ଏ ଦେଶର ଲୋକେ, ସେହି ସମୟ ଓ ତା’ ପରବର୍ତ୍ତୀ ସମୟରେ ସେ ସରକାର ଆସନ୍ତା ୫…

ହାପି ବାର୍ଥ ଡେ’- ଦୂରଦର୍ଶନ

ଦୂରଦର୍ଶନର କାହାଣୀ ସତେ ଯେମିତି ପୁରୁଣା କ୍ଲିପ୍ ଲଗା ଆଲବମର କଳାଧଳା ଅଭୁଲା ଜହ୍ନରାତିର ସ୍ମୃତି ପରି । ଦୂରଦର୍ଶନରେ ‘ରାମାୟଣ’ ଧାରାବାହିକ ପ୍ରସାରଣ ସମୟରେ ରାସ୍ତାଘାଟରେ ଯେଉଁ କେତୁଟା ଗାଡ଼ି ମଟର ଚାଲୁଥିଲା, ସେତକ ବନ୍ଦ ହୋଇଯାଉଥିଲା । ନଈ ଆରପାରିରେ ଆମ ଗାଁକୁ ଯିବା ବି ଥିଲା ବେଶ…

ଗାଁ’ରେ ଗଣେଶ ପୂଜା…

- ଓଦା ମାଟିରେ ପାଦଚିହ୍ନ - ( ନିୟମିତ ସ୍ତମ୍ଭ ) ଗାଁ ସେତେବେଳକୁ ନିହାତି ମଫସଲ । ନା ଗାଡ଼ି । ନା ରାସ୍ତା । ନା ଭଲ ରକମ କିଛି ବି ଦୋକାନ । ଗାଁ ଶେଷକୁ ମହାଦେବ ମୁଣ୍ଡ ଆଗକୁ ଗାଁ ସ୍କୁଲ । ପ୍ରଥମରୁ ଦଶମ । ଚତୁର୍ଥ, ପଞ୍ଚମ ଶ୍ରେଣୀ ଚାଲୁଥିଲା ଗୋଟେ ଲମ୍ବା ହଲରେ । ଚାଳ ଛପର ହଲ ।…