ବୁଡିଯାଉଥିବା ଭାଇକୁ ବଞ୍ଚାଇବାକୁ ଯାଇ ପ୍ରାଣ ହରାଇଲା ଭଉଣୀ
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ବାଲିକୁଦା ଅଞ୍ଚଳରର ଦେଖିବକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ନଈରେ ବୁଡି ଯାଉଥିବ ଭାଇକୁ ବଞ୍ଚାଇବାକୁ ଯାଇ ପ୍ରାଣ ହାରାଇଛି ଭଉଣୀ ।
ବାଲିକୁଦା ମଙ୍ଗପୁର ନିକଟସ୍ଥ ଦେବୀ ନଦୀରେ ବୁଡି ଜଣେ ନାବାଳିକା ପ୍ରାଣ ହରାଇଥିବା ବେଳେ ଅନ୍ୟ ଦୁଇ ଭାଇଭଉଣୀ…