Latest Odisha News

BREAKING NEWS

ଭାରତକୁ କିଏ ପଠାଇଲା ଗୁପ୍ତଚର ଶାଗୁଣା ?

ସୀତାପୁର: କିଛିଦିନ ପୂର୍ବରୁ ପାକିସ୍ତାନରୁ ଆସିଥିଲା ଏକ ପାରା, ଆଉ ଏବେ ଗୁପ୍ତଚର ଶାଗୁଣାର ପାଳି! ଉତ୍ତରପ୍ରଦେଶ ସୀତାପୁରର ଗ୍ରାମୀଣ ଅଞ୍ଚଳରେ ଧରା ପଡିଛି ଏକ ଶାଗୁଣା । ଶାଗୁଣାଟିର ପକ୍ଷୀରେ ଲାଗିଛି ଏକ କ୍ୟାମେରା ଓ ବାରକୋର୍ଡ। ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି ଏକ ଭିଡ଼ିଓ । ହେଲେ…

କରୋନା ତାଣ୍ଡବ: ଭାରତରେ ୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଆସାମରେ ଭୂସ୍ଖଳନ; ୨୦ ମୃତ

ଗୌହାଟୀ: ଦକ୍ଷିଣ ଆସାମରେ ସୋମବାର ଦିନ ହୋଇଥିବା ଭୂସ୍ଖଳନରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆସାମର ବାରକ ଭ୍ୟାଲି ଉପତ୍ୟକାର ତିନୋଟି ଜିଲ୍ଲାରେ ଘଟିଥିବା ଏହି ଭୂସ୍ଖଳନରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଖବର ଅନୁଯାୟୀ, ଚାଚର ଜିଲ୍ଲାରେ ୭ ଜଣ, ହାଇଲାକନ୍ଦି…

[ଦେଖନ୍ତୁ] ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାଇ ରଖିବା ପାଇଁ ଅଟୋକୁ ୪ ଭାଗରେ ବିଭକ୍ତ କଲେ ଡ୍ରାଇଭର

ଭୁବନେଶ୍ୱର: ଇଂରାଜୀରେ ଏକ ଶବ୍ଦ ଅଛି "ନେସେସିଟି ଇଜ ଦ ମଦର ଅଫ ଅଲ ଇନଭେନସନ"। ଏହାର ଅର୍ଥ ଆବଶ୍ୟକତା ହିଁ ଆବିଷ୍କାରର ଜନନୀ । ସାରା ବିଶ୍ୱରେ ଏବେ କରୋନା ସଙ୍କଟ। ଏହି ମହାମାରୀରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତା ପ୍ରମୁଖ ଭୂମିକା ବହନ କରୁଛି । କେହି କାହାକୁ ଛୁଇଁବାକୁବାକୁ…

କରୋନା ମୁକାବିଲା: ସ୍ୱୟଂଚାଳିତ ସାନିଟାଇଜେସନ ମେସିନ ଉଦ୍ଭାବନ କଲେ ଯାଜପୁରର ଯୁବ ବୈଜ୍ଞାନିକ

ଭୁବନେଶ୍ୱର: ମେସିନକୁ ନଛୁଇଁ ନିଜ ହାତକୁ ସପା ରଖନ୍ତୁ ଆଉ କୋରୋନା ଠାରୁ ଦୂରେଇ ରୁହନ୍ତୁ । ସାରା ବିଶ୍ୱରେ କୋରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାୟ ଖୋଜାଯାଉଥିବା ବେଳେ ଯାଜପୁର ପୌରାଚଂଚଳ ଅନ୍ତର୍ଗତ ଶ୍ରୀରାମପୁର ଅଂଚଳର ଯୁବ ଇଂଜିନିୟର କୈବଲ୍ୟ ପାଣିଗ୍ରାହି ତିଆରି…

କୁନି ପୁଅକୁ ସାହା ହେଲେ ଶାହାରୁଖ

ମୁମ୍ବାଇ: ଗତ ସପ୍ତାହରେ, ମୁଜାଫରପୁର ରେଳ ଷ୍ଟେସନରେ ଜଣେ ଛୋଟ ପିଲା ନିଜ ମୃତ ମାତାଙ୍କୁ ଜାଗ୍ରତ କରିବାକୁ ଚେଷ୍ଟା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବେଶ୍ ଭାଇରାଲ ହେବାରେ ଲାଗିଥିଲା। ଏହି ହୃଦୟ ବିଦାରକ କାହାଣୀର ହୋଇଛି ଏକ ଭଲ ସମାପ୍ତି । ବଲିଉଡର ବାଦଶାହ ଶାହରୁଖ ଖାନ…

ସଙ୍ଗରୋଧ କେନ୍ଦ୍ରରୁ ବାହାରି ରାସ୍ତାରେ ବସିଲେ ପ୍ରବାସୀ: ସ୍ୱାବ ପରୀକ୍ଷା କରାଯାଇନଥିବା ଅଭିଯୋଗ

କଟକ: କଟକ ଜିଲ୍ଲା ତିଗିରିଆରରେ ପ୍ରବାସୀ ଓଡିଆଙ୍କ ରାସ୍ତାରୋକ ଅଭିଯୋଗ। ଏଥର ପ୍ରବାସୀମାନେ ଆଣିଛନ୍ତି ସଙ୍ଗିନ ଅଭିଯୋଗ । କଟକ ଜିଲ୍ଲା ତିଗିରିଆ ବ୍ଲକ ଜମାଦେଇପୁର ସଂଗରୋଧ କେନ୍ଦ୍ରରେ ଥିବା ପ୍ରବାସୀଙ୍କୁ ବିନା ସ୍ବାବ୍‌ ଟେଷ୍ଟରେ ଛାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ…

ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ସର୍ବାଧିକ ୧୨୯ କରୋନା ପଜିଟିଭ, କେଉଁଠୁ କେତେ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ବେଗରେ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୨୯ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା…

ବିପଦରେ ଚାଇନିଜ ଆପ ଟିକଟକ୍; ଜାଣନ୍ତୁ କାରଣ

ଭୁବନେଶ୍ୱର: ବିପଦରେ ଚାଇନିଜ ଆପ ଟିକଟକ୍ । ଗୋଟିଏ ସମୟରେ ପ୍ଲେ ଷ୍ଟୋରରେ ରାଜ କରୁଥିବା ଟିକଟକ୍ ର ସ୍ଥିତି ଏବେ ଖରାପ । ତେବେ ଗତ କିଛିଦିନ ହେବ ପ୍ଲେ ଷ୍ଟୋରରେ ଏହାର ରେଟିଙ୍ଗ କମିବାରର ଲାଗିଛି। ୪.୬ ରେଟିଙ୍ଗ ଥିବା ଏହି ଆପର ରେଟିଙ୍ଗ ଲଗାତର ହ୍ରାସ ପାଇ ୧.୬ ରେ ପହଁଚିଥିଲା। ବର୍ତ୍ତମାନ…

ସୁସ୍ଥ ହେଲେ ସମସ୍ତ ଆକ୍ରାନ୍ତ; କରୋନା ମୁକ୍ତ ହେଲା ବୌଦ୍ଧ ଜିଲ୍ଲା

ବୌଦ୍ଧ: କରୋନା ମୁକ୍ତ ହୋଇଛି ଓଡ଼ିଶାର ବୌଦ୍ଧ ଜିଲ୍ଲା। ଶନିବାର ଦିନ ବୌଦ୍ଧ ଜିଲ୍ଲାରୁ ୨୭ କରୋନା ରୋଗୀ ସୁସ୍ଥ ହେବା ସହିତ ଏଠାରେ ବର୍ତ୍ତମାନ ଆଉ ସକ୍ରିୟ ମାମଲା ନାହିଁ । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବୌଦ୍ଧ ଜିଲ୍ଲାରେ ପ୍ରଥମେ ମେ ୧୦ ତାରିଖରେ ୩ ଜଣ ବ୍ୟକ୍ତି କରୋନା ପଜିଟିଭ…