Latest Odisha News

BREAKING NEWS

ପେଡ୍ କ୍ୱାରେଣ୍ଟାଇନ ପାଇଁ ଚିହ୍ନଟ ହେଲା ଭୁବନେଶ୍ୱରର ୫୬ ଟି ହୋଟେଲ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୫୬ ଟି ହୋଟେଲକୁ ପେଡ କ୍ୱାରେଣ୍ଟାଇନ ପାଇଁ ଚିହ୍ନଟ କରିଛି ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) । ଲକଡାଉନ ସମୟରେ ବାହାରୁ ଫେରୁଥିବା ଲୋକଙ୍କ ପାଇଁ ପୂର୍ବରୁ ୨୨ ଟି ହୋଟେଲ ଚିହ୍ନଟ କରାଯାଇଥିଲା । ଏହି ହୋଟେଲ ଗୁଡ଼ିକୁ ତିନୋଟି ଶ୍ରେଣୀରେ ବିଭକ୍ତ…

ସର୍ବନିମ୍ନ ଛାତ୍ରଛାତ୍ରୀ କ୍ଷମତା ନଥିବା କଲେଜକୁ ବନ୍ଦ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ସର୍ବନିମ୍ନ ଛାତ୍ରଛାତ୍ରୀ ସଂଖ୍ୟା ବଜାୟୀ ରଖିବାରେ ଅସମର୍ଥ ହୋଇଥିବା ତିନୋଟି କଲେଜ ବନ୍ଦ କରିବାକୁ ଘୋଷଣ କରିଛନ୍ତି ରାଜ୍ୟ ସରକାର। ଏହାସହ ୧୦ ଟି କଲେଜର ଅନୁମୋଦନ ପ୍ରତ୍ୟାହାର କରାଯିବା ନେଇ ନିର୍ଦ୍ଦେଶ ଜାରି ହୋଇଛି। ଏହି କଲେଜ ଗୁଡିକରେ ଲଗାତାର ୩ ବର୍ଷ ଧରି ୨୫% ରୁ କମ୍…

କରୋନା ପଜିଟିଭ ଚିହ୍ନଟ ହେଲେ କଟକ ସିଟି ହସ୍ପିଟାଲ ଡାକ୍ତର

କଟକ: ମଙ୍ଗଳବାର କଟକରୁ ଚିହ୍ନଟ ହୋଇଥିବା ୧୬ କରୋନା ପଜିଟିଭ ମଧ୍ୟରୁ ଚାରିଟି କଟକ ସହରାଞ୍ଚଳର ବୋଲି କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ଟ୍ୱିଟ କରି ଜଣାଇଛି। ଏଥିସହ ସେମାନଙ୍କ ମଧ୍ୟରୁ ଜଣେ ସିଟି ହସ୍ପିଟାଲର ଜଣେ ଡାକ୍ତର ବୋଲି ସିଏମସି ସୂଚନା ଦେଇଛି । ଉକ୍ତ ଡାକ୍ତରଙ୍କର କରୋନା…

ପାଚେରୀ ସାଜିଲା କରୋନା: ଜନ୍ମକଲା ଛୁଆକୁ ଛୁଇଁ ପାରୁନି ମା’

ମାଲକାନଗିରି: ଯେତେ ଚାହିଁଲେ ବି ନିଜ ଜନ୍ମ କଲା ଶିଶୁକୁ କୋଳେଇ ନେଇ ପାରୁନି ମା’। ମା ଓ ଛୁଆ ମଝିରେ ବାଡ଼ ହୋଇ ଛିଡା ହୋଇଛି କରୋନା । ବାପା ମା’ ଉଭୟ କରୋନା ପଜିଟିଭ ଚିହ୍ନଟ ହୋଇ କୋଭିଡ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଅନାଥ ପ୍ରାୟ ହୋଇଯାଇଛି ୪ ବର୍ଷର ଶିଶୁକନ୍ୟା । ଘଟଣାଟି ହେଉଛି…

ପବଜି ଖେଳ ହେଲା କାଳ: ଚାଲିଗଲା ଯୁବକଙ୍କ ପ୍ରାଣ

ଭୁବନେଶ୍ୱର: ଓଡିଶାର ନୂଆପଡା ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ପବଜି ଖେଳୁ ଖେଳୁ ଚାଲି ଯାଇଛି ଜଣେ ଯୁବକଙ୍କ ଜୀବନ । ମିଳିଥିବା ସୂଚନା ଅନୁଯାୟୀ, ନୂଆପଡା ଜିଲ୍ଲା ସଦରଥାନା ସିଆଲଲଟି ଗ୍ରାମର ୨୧ ବର୍ଷୀୟ ଯୁବକ କ୍ଷୀରମୋହନ ମାଝି । କାନରେ ଇୟରକର୍ଡ଼ ଦେଇ ରେଳ ଧାରଣା ଉପରେ ପବଜି…

ନାବାଳିକା ଝିଅକୁ ନିର୍ଯ୍ୟାତନା ଅଭିଯୋଗରେ ଗିରଫ ହେଲା ମା’

କଟକ: କଟକ କାଠଯୋଡ଼ି ବିହାର ଅଞ୍ଚଳର ଜଣେ ମହିଳା ନିଜ ଝିଅକୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଗିରଫ ମହିଳାଙ୍କ ନାମ ମନୁ ଓଝା। ସୂଚନାନୁସାରେ, ମନୁ ଓଝା ତାଙ୍କ ସ୍ୱାମୀଙ୍କୁ ଛାଡି ନିଜ ୬ ବର୍ଷର ଝିଅ ସହିତ କାଠଯୋଡ଼ି ବିହାରରେ ରହୁଥିଲେ। ୨୫ ବର୍ଷୀୟ ଏହି ମହିଳା ଜଣଙ୍କ…

ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଆଜି ଗଡିଲାନି ବସ୍

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ବସ୍ ଚାଲିବା ନେଇ ରବିବାର ଦିନ ସୂଚନା ମିଳିଥିଲା। ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଆଜି ବସ ଚାଲି ନଥିବା ଜଣାପଡିଛି । ରାଜ୍ୟରେ ଘରୋଇ ବସ୍ ଚଳାଚଳ ନେଇ ମାଲିକ ସଂଘ ଅଭିଯୋଗ କରିଛନ୍ତି । ବସ ମାଲିକ ସଙ୍ଘଙ୍କ ଅଭିଯୋଗ ଅନୁଯାୟୀ ସରକାର ଆଲୋଚନା ପାଇଁ ଏଯାବତ…

ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ: ୪୫ ଦିନ ମଧ୍ୟରେ ଫଳାଫଳ

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ୬୦ଟି ସେଣ୍ଟରରେ ହେବାକୁଥିବା ମୂଲ୍ୟାୟନ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବହାର ଉପରେ ଜୋର…

କରୋନା ସତର୍କତା: ଜୁନରୁ ଜୁଲାଇ ମଧ୍ୟରେ ରାଜ୍ୟରେ ୪୬ ଲକ୍ଷ ଟପିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା !

ଭୁବନେଶ୍ୱର: ଓଡିଶା ପାଇଁ ରହିଛି ଏକ ଭଲ ଏବଂ ଏକ ଖରାପ ଖବର। ପ୍ରଥମେ ଖରାପ ଖବର। ଆଗାମୀ ଜୁନ୍-ଜୁଲାଇରେ ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୪୬.୨ ଲକ୍ଷରେ ପହଞ୍ଚିବ, ଯାହା ରାଜ୍ୟର ଜନସଂଖ୍ୟାର ୧୦% (୪.୫ କୋଟି) ହେବ! ମାତ୍ର ଖୁସି ଖବର ଏହାକି ଏହି କରୋନା ଭୁତାଣୁ…

ବଢୁଛି ଚିନ୍ତା; ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ହେଲେ ସର୍ବାଧିକ ୧୦୩ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୦୩ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି…