Latest Odisha News

BREAKING NEWS

ବିନା ବାଣ-ରୋଷଣୀରେ ପଡିଲା ଦେବ ଦମ୍ପତ୍ତିଙ୍କ ହାତଗଣ୍ଠି

ଭୁବନେଶ୍ୱର: ଶେଷ ହୋଇଛି ଦେବ ଦମ୍ପତ୍ତିଙ୍କ ବିବାହ । ବୁଧବାର ମଧ୍ୟରାତ୍ରୀରେ ରୀତିନୀତି ସହ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ସଂପନ୍ନ ହୋଇଛି। ଲକ୍‌ଡାଉନ୍‌ ନିୟମ ପାଳନ ସହ ବିଧି ରକ୍ଷା ପାଇଁ ହୋଇଛି ନୀତି ସମ୍ପନ୍ନ । ମଙ୍ଗଳବାର ସଂଧ୍ୟାରେ ମହାଦେବ ବରବେଶରେ ସଜ୍ଜିତ ହୋଇ…

ହୋମ କ୍ୱାରେଣ୍ଟାଇନରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ: ସତ୍କାର ପାଇଁ ଆସିଲେ ନାହିଁ ସାହିପଡିଶା

ବାରିପଦା: କ୍ୱାରେଣ୍ଟାଇନରେ ପ୍ରାଣ ହରାଇଲେ ପୁଣି ଜଣେ ପ୍ରବାସୀ । ମୟୂରଭଞ୍ଜ ଜିଲ୍ଳା ବେତନଟୀ ଥାନା ଭାଲୁବସା ତାରାଶୋଳ ଅଂଚଳରେ ହୋମ କ୍ୱାରେଣ୍ଟାଇନରେ ଥିବା ଜଣେ ଗୁଜୁରାଟ ଫେରନ୍ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ମୃତ ପ୍ରବସୀଙ୍କ ନାମ ପରେସ ଚନ୍ଦ୍ର…

ମନ୍ଦିରରେ ପୂଜକଙ୍କ ନରବଳୀ !

ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। କରୋନା ରୋଗ ଭଲ ହେବା ନେଇ ମନ୍ଦିର ଭିତରେ ନରବଳୀ ଦେଲେ ପୂଜକ । ମିଳିଥିବା ସୂଚନା ଅନୁସାରେ, ନରସିଂହପୁରର ବନ୍ଧହୁଡା ମା ବ୍ରାହ୍ମଣି ଦେଇ ମନ୍ଦିରରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ବିଶ୍ବରୁ କରୋନା ରୋଗ…

ବରଗଡରେ ଚିହ୍ନଟ ୨ୟ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଜାଣନ୍ତୁ ସବିଶେଷ ତଥ୍ୟ

ବରଗଡ: ବରଗଡରେ ଗୁରୁବାର ଦିନ ଆଉ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି । କରୋନା ପଜିଟିଭ ଚିହ୍ନଟ ଏହି ଦ୍ୱିତୀୟ ବ୍ୟକ୍ତି ଜଣଙ୍କ ବରଗଡ଼ ଜିଲ୍ଲା ବରପାଲି ବ୍ଲକର ବୋଲି ଜଣାପଡିଛି। ତାଙ୍କ ବୟସ ୪୦…

ଆମେରିକାରେ ସ୍ଥିତି ଅସମ୍ଭାଳ: ୧ ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ୱାଶିଂଟନ: ସାରା ବିଶ୍ୱରେ କରୋନା ସଙ୍କଟ। ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛି ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା । ଏହାର ପ୍ରଭାବରେ ଆମେରିକାରେ ୧ ଲକ୍ଷ ଟପିଲାଣି ମୃତ୍ୟୁ ସଂଖ୍ୟା। ଯାହା ବିଶ୍ୱରେ ସର୍ବାଧିକ । ଜନ୍ ହପକିନ୍ସ ୟୁନିଭର୍ସିଟିର ରିପୋର୍ଟ ଅନୁଯାୟୀ ସେଠାରେ ୨.୫ ଲକ୍ଷରୁ…

ରାସ୍ତାକଡ଼ରେ ଗରିବଙ୍କ ପାଇଁ ଖୋଲିଛି ପସରା: ରହିଛି ଭଳିକି ଭଳି ଖାଦ୍ୟ ସାମଗ୍ରୀ

ଯାଜପୁର: ରାସ୍ତା କଡରେ ଲାଗିଛି ଭଳିକି ଭଳି ଖାଦ୍ୟ ସାମଗ୍ରୀର ଷ୍ଟଲ । ଆଉ ଏହି ଷ୍ଟଲ ରୁ ମନପସନ୍ଦ ଅନୁସାରେ ନିଜ ହାତରେ ଖାଦ୍ୟ ସାମଗ୍ରୀ ନେଉଛନ୍ତି ଦିବ୍ୟାଙ୍ଗ, ଭିକ୍ଷୁକ ଓ ବେଶାହାରା ଲୋକେ । ତାହା ପୁଣି ସମ୍ପୁର୍ଣ୍ଣ ମାଗଣାରେ । ଏଭଳି ଏକ ଅଭିନବ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୬ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ବେଗରେ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୭୬ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।…

ଲୋକପ୍ରିୟ ଓଡ଼ିଆ ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ: ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ବିଗତ କିଛିଦିନ ହେବ ଡାଇବେଟିସ୍…

ଅଣାୟତ୍ତ କରୋନା: ଦେଶରେ ଦେଢ଼ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଦେଶରେ ପର୍ଯ୍ୟାୟ କ୍ରମେ ବଢୁଛି ଆରୋଗ୍ୟଙ୍କ ହାର: ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୪୧.୬୧%

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଙ୍କଟ । ଭାରତରେ ମଧ୍ୟ ଏହା ନିଜର ପାର୍ଦୁଭାବ ଆରମ୍ଭ କରି ଦେଲାଣି । ଚାହୁଚାହୁଁ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ ଲକ୍ଷ ଟପିଲାଣି । ଦିନକୁ ଦିନ ଏହି ସଂଖ୍ୟା ବଢିବାରେ ଲାଗିଛି । ଅନେକ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଭାରତରେ କରୋନା…