Latest Odisha News

BREAKING NEWS

ସକାଳ ଜଳଖିଆରେ ସାମିଲ କରନ୍ତୁ ବାସିରୁଟି; ମିଳିବ ଏହିସବୁ ଫାଇଦା !

ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବାସି ଖାଦ୍ୟ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ । ୧୨ ଘଣ୍ଟାରୁ ଅଧିକ ସମୟ ରହିଥିବା କୌଣସି ଖାଦ୍ୟ ଖାଇଲେ ଫୁଡ୍ ପଏଜନିଙ୍ଗ୍ ସହ ଅନ୍ୟାନ୍ୟ ସମସ୍ୟା ଉପୁଜିଥାଏ। ମାତ୍ର ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ବାସି ରୁଟି ଖାଇବା ଦ୍ୱାରା ଅନେକ…

ସୀମାନ୍ତ ଜିଲ୍ଲାରେ ପୋଲିସର ଏନକାଉଣ୍ଟର: ୪ ହାର୍ଡକୋର ମାଓବାଦୀ ମୃତ

ମାଲକାନାଗିରି: ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ରାଜନନ୍ଦଗାଓଁ ଜିଲ୍ଲା ପୋଲିସ କୁ ମିଳିଛି ବଡ଼ ସଫଳତା। ପୋଲିସ ର ଏନକାଉଣ୍ଟରରେ ଚାରି ହାର୍ଡ କୋର ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା। ଘଟଣା ସ୍ଥଳରୁ ୪ ଟି 'ଏକେ ୪୭' ବନ୍ଧୁକ ସହ ବିପୁଳ ପରିମାଣର ବିସ୍ପୋରକ ସାମଗ୍ରୀ ଜବତ…

ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ଫେରିଲେ କେରଳରେ ଫସି ରହିଥିବା ୧୬୯ ଓଡ଼ିଆ ଝିଅ

ଭୁବନେଶ୍ୱର: ସ୍ୱତନ୍ତ୍ର ବିମାନ ଯୋଗେ କେରଳରେ ଫସି ରହିଥିବା ୧୭୦ ଓଡ଼ିଆ ଝିଅ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ଫେରିଛନ୍ତି ।ଏମାନେ ସମସ୍ତେ କେରଳର ଏକ ପୋଷାକ କମ୍ପାନୀରେ କାମ କରୁଥିଲେ । କରୋନା ପାଇଁ ତାଲାବନ୍ଦ ଯୋଗୁଁ ସେଠାରେ ଫସି ରହିଥିଲେ । ଏନେଇ ସହାୟତାର ହାତ ବଢ଼ାଇଥିଲେ ବଲିଉଡ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୩ କରୋନା ପଜିଟିଭ, କେଉଁ ଜିଲ୍ଲାରୁ କେତେ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ବେଗରେ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୬୩ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।…

ବାପାର କୁରାଢ଼ୀ ଚୋଟରେ ପ୍ରାଣ ହରାଇଲା ମଦ୍ୟପ ପୁଅ

ଆଠଗଡ: କଟକ ଜିଲ୍ଲାର ଗୁରୁଡୁଝାଟିଆ ଥାନା ଅନ୍ତର୍ଗତ ଗୋବରା ଗ୍ରାମରେ ଜଣେ ବ୍ୟକ୍ତି ନିଜ ପୁଅକୁ ହତ୍ୟା କରି ମୃତଦେହକୁ ତାଙ୍କ ଘର ପଛପଟରେ ପୋତି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ବାପା ନରେନ୍ଦ୍ର ଦେହୁରୀଙ୍କୁ ଗିରଫ କରିଛି। ଗତ ରବିବାର ଦିନ…

ବଢୁଛି ଚିନ୍ତା: ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୭୪୬୬ ଆକ୍ରାନ୍ତ, ୧୭୫ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ରାଜଧାନୀରେ ବିଳମ୍ବିତ ରାତିରେ କାଳବୈଶାଖୀର ତାଣ୍ଡବ!

ଭୁବନେଶ୍ୱର: ରାଜଧାନୀରେ ବିଳମ୍ବିତ ରାତିରେ କାଳବୈଶାଖୀ ରଚିଛି ତାଣ୍ଡବ। ଘଣ୍ଟା ପ୍ରତି ୫୫ କିମି ଯାଏଁ ପବନ ବହିବା ସହ ବିଜୁଳି ଘଡ଼ଘଡ଼ି ଓ ବର୍ଷା ହୋଇଥିବା ସୂଚନା। ପବନରେ ଭୁବନେଶ୍ୱରର ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗିଯାଇଛି । ଗଛ ଭାଙ୍ଗିଯିବାରୁ କିଛି ସ୍ଥାନରେ ବିଦ୍ୟୁତ ସରବରାହ…

ଏମିତି ଏକ ସ୍ଥାନ: କେବଳ କରୋନା ପାଇଁ ନୁହେଁ ବରଂ ବର୍ଷ ତମାମ ପନ୍ଧିବାକୁ ପଡେ ମାସ୍କ, କାହିଁକି ଜାଣନ୍ତୁ

ଟୋକିଓ: ବିଶ୍ୱରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଧିରେ ଧୀରେ ଏହା ବିଶ୍ୱର ଅଧିକାଂଶ ଦେଶକୁ ନିଜ କବଳକୁ ଆଣି ସାରିଲାଣି । ଭାରତରେ ମଧ୍ୟ ଏହା ନିଜର କାୟା ବିସ୍ତାର କରିଲାଣି। ଏହି ମାରାତ୍ମକ ରୋଗର କୌଣସି ପ୍ରତିଷେଧକ ଏଯାଏଁ ବାହାରି ନଥିବା ବେଳେ ଏଥିରୁ ନିସ୍ତାର ପାଇବା ପାଇଁ…

ଅକ୍ଷୟ କୁମାରଙ୍କ ଉଦାରତା: ୧୫୦୦ ଷ୍ଟ୍ରଗଲିଙ୍ଗ ଆର୍ଟିଷ୍ଟଙ୍କ ପାଇଁ ଦାନ କଲେ ୪୫ ଲକ୍ଷ ଟଙ୍କା

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ପୁଣିଥରେ ନିଜର ଉଦାରତା ଦେଖାଇଛନ୍ତି । ସାରାଦେଶ ଯେତେବେଳେ କରୋନା କଷ୍ଟ ଦେଇ ଗତି କରୁଛି ସେତେବେଳେ କିଛି ସିନେ ତାରକା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିଜର ଯଥାସାଧ୍ୟ ଚେଷ୍ଟା କରୁଛନ୍ତି। କିଛି ଦିନ ତଳେ ପିଏମ କେୟାର ପାଣ୍ଠିକୁ ଅକ୍ଷୟ କୁମାର…

କରୋନା ସାଜିଲା ବରଦାନ: ସଙ୍ଗରୋଧ କେନ୍ଦ୍ରରେ ବିବାହ କଲେ ପ୍ରେମୀ ଯୁଗଳ

ନିମାପଡ଼ା: ଗୋଟିଏ ପଟେ ଯେଉଁଠି କରୋନା ପାଇଁ ସାରା ବିଶ୍ବରେ ଅଶାନ୍ତି, ସେହି ସମୟରେ ଏହା ଶାନ୍ତି ଆଣି ଦେଇଛି ଯୋଡ଼େ ଦମ୍ପତ୍ତିଙ୍କୁ। ସମଗ୍ର ବିଶ୍ୱକୁ କରୋନା ହନ୍ତସନ୍ତ କରୁଥିବା ବେଳେ ଓଡିଶାର ଏହି ଯୁବ ଦମ୍ପତ୍ତିଙ୍କୁ ଏହା ଦେଇଛି ନୂଆ ଜୀବନ । ମିଳିଥିବା ସୂଚନା ଅନୁସାରେ, ଏହି ଦମ୍ପତି…