Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୧୭-୧୧-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୧୭ ରିଖ ମଙ୍ଗଳବାର ବିଛା ୨ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର  ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର-: ସିଂହ, କନ୍ୟା ଓ ମକର ରାଶି…

ଶ୍ରୀମନ୍ଦିର ଦ୍ୱାର ରୂପା ଛାଉଣୀ ପ୍ରସଙ୍ଗ; ଚୂଡାନ୍ତ ହୋଇପାରିଲା ନାହିଁ ଡିଜାଇନ

ପୁରୀ: ଶ୍ରୀମନ୍ଦିରର ୮ଟି ଦ୍ବାର ରୂପା ଛାଉଣୀ ପ୍ରସଙ୍ଗରେ ଦ୍ୱିତୀୟ ବୈଠକରେ ବି ଚୂଡ଼ାନ୍ତ ହୋଇପାରିଲା ନାହିଁ ଡିଜାଇନ୍ । ଆସନ୍ତାକାଲି ସକାଳେ ୧୭ ଜଣିଆ ତତ୍ୱବାଧାରକ ଟିମ ଶିଳ୍ପୀ ଗ୍ରାମ ରଘୁରାଜପୁରକୁ ଯାଇ ଡିଜାଇନ ଦେଖିବେ।ଏହାପରେ ଆସନ୍ତା ୧୯ ତାରିଖରେ ତୃତୀୟ ବୈଠକ ବସିବ।ସେହି ବୈଠକରେ…

ବୁଲିଯିବା କଳାହାଣ୍ଡିର ‘ଭୀମଖୋଜ’; ଆଜ୍ଞାତବାସ ସମୟରେ ଯେଉଁଠି ପାଣ୍ଡବ ମାନେ ନେଇଥିଲେ ବିଶ୍ରାମ

ଭୁବନେଶ୍ୱର: ଭୀମଖୋଜ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ଠାରେ ଅବସ୍ଥିତ ଏକ ଶୈବପୀଠ । କଳାହାଣ୍ଡି ଜିଲ୍ଲାର ଧର୍ମଗଡ ସହରରୁ ପ୍ରାୟ ୧କିମି ଦୂର ଗଲେ ପଡେ ଭୀମଖୋଜ ପଡା । ଏଠାରେ ବିରାଜିତ ସ୍ୱୟଂ ପାତାଳେଶ୍ୱର ମହାଦେବ । ରାଜ୍ୟରେ ପ୍ରମୁଖ ଶୈବପୀଠ ମଧ୍ୟରେ ଭିମଖୋଜର ପାତାଳେଶ୍ୱର…

ସୁବର୍ଣ୍ଣପୁରରେ ହାତୀ ଆକ୍ରମଣ: ଜଣେ ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଚ ହାତିପାଉଲ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକଙ୍କ ନାଁ ଉଗ୍ରସେନ ଭୋଇ ଏବଂ ତାଙ୍କ ବୟସ ୫୭ ବର୍ ବୋଲି ଜଣାପଡିଛି।ହାତିପାଉଲ ଗାଁ ଜଙ୍ଗଳରେ ହାତୀ ପଲ କିଛି ଦିନ ହେବ ଉତ୍ପାତ କରି ଆସୁଛନ୍ତି ।…

ପୁରୀରେ କୈବଲ୍ୟ ରଥର ଶୁଭାରମ୍ଭ

ପୁରୀ: ମୋ ଧାମ ମୋ ଗର୍ବ ଅଭିଯାନ ଅଧିନରେ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ବ୍ୟବହୃତ ଅବଡା କୁଡୁଆ, ବଳିଯାଇଥିବା ପ୍ରସାଦ ଓ ଫୁଲ, ଫଳ ଚୋପା, ଦ୍ବିପ, ଧୂପକାଠି ଭଳି ବ୍ୟବହୃତ ପୂଜା ସାମଗ୍ରୀ ଆଦି ସୁବ୍ୟବସ୍ଥିତ ଭାବେ ଘରୁ ସଂଗ୍ରହ କରିବା ନିମନ୍ତେ ସ୍ବତନ୍ତ୍ର ଗାଡି କୈବଲ୍ୟ ରଥର ଶୁଭାରମ୍ଭ…

କଲଭର୍ଟରେ ପିଟି ହେଲା ବାଇକ୍; ୨ ଯୁବକ ମୃତ

କୋରାପୁଟ: କୋରାପୁଟ ଜିଲ୍ଳାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍ଥାନୀୟ କାକିରିଗୁମ୍ମା ଥାନା ଅନ୍ତର୍ଗତ ପଞ୍ଚଡ଼ା ନିକଟରେ ଭାରସାମ୍ୟ ହରାଇ ଏକ ବାଇକ କଲଭର୍ଟରେ ପିଟି ହୋଇଛି । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ୨ ଜଣ ଯୁବକ ହୋଇଥିବା ବେଳେ ସେମାନଙ୍କ ନାମ…

ସୋଆ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ

ଭୁବନେଶ୍ୱର: ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ଜନ୍ମ ବାର୍ଷିକି ଅବସରରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଥିବା ବେଳେ ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ଏନଏସଏସ ଶାଖା ଆନୁକୂଲ୍ୟରେ ଏହି ସ୍ୱତନ୍ତ୍ର ଦିବସ ପାଳନ କରାଯାଇଛି। ସୋଆ କୁଳପତି…

ପିଆଜ ବିହନ ରପ୍ତାନି ଉପରେ କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକ

ନୂଆଦିଲ୍ଲୀ: ପିଆଜ ମୂଲ୍ୟରେ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୁରୁବାର ଦିନ ପିଆଜ ବିହନ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏକ ସରକାରୀ ବିବୃତ୍ତି ଅନୁଯାୟୀ, ପିଆଜ ବିହନ ରପ୍ତାନି ଉପରେ ତୁରନ୍ତ ନିସିଦ୍ଧାଦେଶ ଜାରି କରାଯାଇଛି । କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ…

କୂଅ ଭିତରୁ ଉଦ୍ଧାର ହେଲା ମା’ ପୁଅଙ୍କ ମୃତ ଦେହ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ପୋଲିସ ସୀମା ଅନ୍ତର୍ଗତ ଗୋଡିପଡା ଗ୍ରାମରେ ଥିବା ଏକ କୂଅ ଭିତରୁ ଜଣେ ମହିଳା ଏବଂ ତାଙ୍କ ପୁଅର ମୃତଦେହ ମିଳିଛି। ମୃତ ମହିଳାଙ୍କ ନାମ ଭର୍ସା ଶ୍ରୀଚନ୍ଦନ ଏବଂ ତାଙ୍କର ୭ ବର୍ଷର ପୁଅ ଲକି ବୋଲି ଜଣାପଡିଛି। ସୂଚନାନୁସାରେ, ମାଆ ପୁଅଙ୍କ ମୃତଦେହ…

ମଞ୍ଚେଶ୍ୱର ସ୍ଥିତ ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟରେ ନୂତନ ଓପିଡି କମ୍ପ୍ଲେକ୍ସର ଶୁଭାରମ୍ଭ

ଭୁବନେଶ୍ୱର: ମଞ୍ଚେଶ୍ୱର ସ୍ଥିତ ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟରେ ଭିଡକୁ ଏଡ଼ାଇବା ସହ ଉଭୟ ରୋଗୀ ଓ ରେଳକର୍ମଚାରୀ ମାନଙ୍କୁ ସୁବିଧା ପ୍ରଦାନ ପାଇଁ ଏକ ନୂତନ ଓପିଡି କମ୍ପ୍ଲେକ୍ସ  ନିର୍ମାଣ କରାଯାଇଅଛି I ଏହି ନୂତନ ସୁବିଧା ଦୈନିକ ପ୍ରାୟ ଦେଢ଼ଶହ ଅଧିକ ରୋଗୀଙ୍କୁ ସୁବିଧା…