Latest Odisha News

BREAKING NEWS

ଲୁପ୍ତ ପ୍ରାୟ ପାରମ୍ପରିକ ଲୋକନୃତ୍ୟ ‘ତାମସା’ ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର,…

କଟକଣା ସତ୍ତ୍ୱେ ଖୋଲାଥିଲା ରାଜଧାନର ଏହି ସ୍କୁଲ; ସିଲ କଲା ବିଏମସି

ଭୁବନେଶ୍ୱର: କୋଭିଡ ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ରଖାଯାଇଛି। ଅନଲାଇନର୍ବ ଚାଲିଛି ପାଠପଢା। ମାତ୍ର ସରକାରଙ୍କ ଏହି ନିର୍ଦେଶକୁ ଅବମାନନା କରି ବିଦ୍ୟାଳୟ ଖୋଲିଛନ୍ତି ଚିନ୍ତାମଣିଶ୍ବରସ୍ଥିତ ସାଇ ସରସ୍ବତୀ ଶିଶୁ ମନ୍ଦିର ସ୍କୁଲ କର୍ତ୍ତୃପକ୍ଷ।…

ବିଶ୍ୱ ଏଡସ୍ ଦିବସ: ପ୍ରଥମଥର ପାଇଁ ଏଚ.ଆଇ.ଭି. ସିଫିଲିସ ଦ୍ୱୈତ ପରୀକ୍ଷଣ କିଟ ଲୋକାର୍ପିତ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ 

ଭୁବନେଶ୍ୱର: ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ରାଜ୍ୟରେ ଗର୍ଭବତୀ ମହିଳା ମାନଙ୍କର ଗୋଟିଏ ଥର ରକ୍ତ ନମୂନା ସଂଗ୍ରହରେ ଏଚ.ଆଇ.ଭି ଓ ସିଫିଲିସ ପରୀକ୍ଷା କରାଇବା ପାଇଁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ସହଯୋଗରେ ବିକଶିତ ଏଚ.ଆଇ.ଭି. ଓ ସିଫିଲିସ ଦ୍ୱୈତ ପରୀକ୍ଷଣ କିଟକୁ ମାନ୍ୟବର ସ୍ୱାସ୍ଥ୍ୟ ଓ…

କଳିଙ୍ଗା ଘାଟିରେ ପୁଣି ଦୁର୍ଘଟଣା; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଭଞ୍ଜନଗର: ଭଞ୍ଜନଗର କଳିଙ୍ଗା ଘାଟିରେ ପୁଣିଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରବିବାର ଦିନ ଏହି ଘାଟିରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଲଟି ପଡ଼ିଥିବା ସୂଚନା ମିଳିଛି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର। ଟ୍ରକ୍‌ଟି ଛତିଶଗଡ଼ରୁ ଭଞ୍ଜନଗର ଅଭିମୁଖେ ଆସୁଥିବା ସୂଚନା ମିଳିଛି। ଟ୍ରକ୍‌ଟି…

ଓଡ଼ିଶାରେ ଆରମ୍ଭ ହେବ ଓସିଏଲ ଟି-ଟ୍ୱେଣ୍ଟି !

କଟକ: କଟକ ବାରବାଟୀ ରେ ଡିସେମ୍ବର ୧୪ରୁ ଓସିଏଲ ଟି-ଟ୍ୱେଣ୍ଟି ଆରମ୍ଭ ଲାଗି ଓସିଏ ପକ୍ଷରୁ ଯୋଜନା କରାଯାଇଛି। TCM ସହଯୋଗରେ ଓସିଏ ଆୟୋଜନ କରିବ ଏହି ଟୁର୍ଣ୍ଣାମେଣ୍ଟ। ଓଡ଼ିଶା କ୍ରିକେଟ ଆସୋସିଏସନ୍ ସଂପାଦକ ସଂଜୟ ବେହେରା ଏହି ସୂଚନା ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଓସିଏ…

ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ

ଭୁବନେଶ୍ୱର: ପଞ୍ଚୁକ ପାଞ୍ଚ ଦିନ ଶ୍ରୀଜୀଉଙ୍କର ସ୍ୱତନ୍ତ୍ର ବେଶ ହେବା ସହ ସ୍ୱତନ୍ତ୍ର ନୀତି ହୋଇଥାଏ। ତେବେ ଏହି ଦୁର୍ଲଭ ବେଶ ଦେଖିବାକୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଲାଗି ରହିଛି। ତେବେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଶ୍ରୀମନ୍ଦିର ଚାରିପଟେ ପୋଲିସ୍‌ ଫୋର୍ସ ମୁତୟନ ରହିଛନ୍ତି। ଆସନ୍ତାକାଲି…

ନାଗାର୍ଜୁନ ବେଶରେ ଦିବ୍ୟ ଦୃଶ୍ୟ: ଶ୍ରୀମନ୍ଦିର ଚାରିପଟେ ଇନ୍ଦ୍ରଧନୁ ବଳୟ

ପୁରୀ: ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଆଜି ଆସିଛି ସେଇ ଦିବ୍ୟ ସଂଯୋଗ। ମହାବହୁଙ୍କର ଆଜି ସେହି ଅପୂର୍ବ ଓ ଅଲୌକିକ ବେଶର ଦିନ। ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ଚତୁର୍ଦ୍ଧା ମୂର୍ତ୍ତି। ଆଜିର ଏହି ଦିବ୍ୟ ଅବସରରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ବିରଳ ଦୃଶ୍ୟ। ଦେଉଳ…

ମୁମ୍ବାଇ ଆକ୍ରମଣକୁ ୧୨ବର୍ଷ; ଏବେ ବି ମନରୁ ଲିଭିନି ବର୍ବରତାର ଚିତ୍ର

ମୁମ୍ବାଇ: ଆଜିକୁ ଠିକ୍ ୧୨ବର୍ଷ ତଳେ ମୁମ୍ବାଇରେ ଘଟିଥିଲା ଲୋମହର୍ଷଣକରୀ ଘଟଣା । ୨୦୦୮ ମସିହା ନଭେମ୍ବର ୨୬ରେ ସ୍ତବ୍ଧ ହେଇଯାଇଥିଲା ସାରା ଦେଶ । ସେଇ ଆକ୍ରମଣର ଆତଙ୍କ ଏବେ ବି ମନରୁ ଯାଇନି । ନିଃଶବ୍ଦ ରାତିରେ ଆତଙ୍କବାଦୀ ଆକ୍ରମଣରେ ରକ୍ତ ରଞ୍ଜିତ ହୋଇପଡ଼ିଥିଲା ମୁମ୍ବାଇ । ହୋଟେଲ୍…

ଅଲୌକିକ ନାଗାର୍ଜୁନ ବେଶ ପାଇଁ ଚୂଡ଼ାନ୍ତ ହେଲା ନୀତି ନିର୍ଘଣ୍ଟ : ଜାଣନ୍ତୁ

ଭୁବନେଶ୍ୱର: ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଶ୍ରୀମନ୍ଦିରରେ ଦିବ୍ୟ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ। ମସ୍ତକରେ ହାଣ୍ଡିଆ, ହାତରେ ଛୁରି କଟାରୀ, ଶ୍ରୀମୁଖରେ ଲମ୍ବା ଦାଢ଼ି ଭଳି ଅନନ୍ୟ ଓ ଅପୂର୍ବ ନାଗା ରୂପରେ ଦର୍ଶନ ଦେବେ ମହାବାହୁ। ଚଳିତବର୍ଷ ପଞ୍ଚକ ୫ ଦିନ ବଦଳରେ ୬ ଦିନ…

ଗୀତିକାର ସୁବ୍ରତ ସ୍ବାଇଁଙ୍କ ପୁସ୍ତକ ‘କେବେ ଶହେ କେବେ ଶୂନ’ ଉନ୍ମୋଚିତ

ଭୁବନେଶ୍ବର: ଭଲ ଗୀତ ଖରାପ ଗୀତ ବୋଲି କିଛି ନ ଥାଏ। ମଣିଷ ମନକୁ ଛୁଇଁଥିବା ପ୍ରତ୍ୟେକ ସଂଗୀତ ଗ୍ରହଣୀୟ। ମଣିଷ ଯେତେ ଦୁଃଖ ବା ଖୁସିରେ ଥାଉ, ଏମିତି ଜଣେ ନ ଥିବ ଯେ ଗୀତ ଶୁଣିବାକୁ ବା ଏକାନ୍ତରେ ଗୁଣୁଗୁଣେଇବାକୁ ଭଲ ପାଉ ନ ଥିବ। ଗୀତିକାର ଶ୍ରୀ ସ୍ବାଇଁ ଶ୍ରୋତା ମହଲରେ ଯେମିତି ପ୍ରସିଦ୍ଧି…