Latest Odisha News

ରାଜ୍ୟର ଏହି ୧୯ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୯ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରି, ସୋନପୁର,…

କାଷ୍ଟିଙ୍ଗ କାଉଚକୁ ଅସ୍ତ୍ର କରି ସଫଳତା ହାତେଇଛନ୍ତି ବଲିଉଡର ବହୁ ଅଭିନେତ୍ରୀ !

ମୁମ୍ବାଇ: ଅଭିନେତ୍ରୀ ଇଶା କପିକର, ଯିଏକି ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ଭର୍ମାଙ୍କ ଆଗାମୀ ୱେବ୍ ସିରିଜରେ ନଜର ଆସିବେ। ବଲିଉଡର ହିରୋଇନ ମାନଙ୍କ ଉପରେ ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି ଇଶା। ଅଭିନେତ୍ରୀ ଇଶା ଦେଇଥିବା ସୁଚନା ଅନୁସାରେ,, କାଷ୍ଟିଂ କାଉଚ୍ କୁ ଅସ୍ତ୍ର କରି ଅନେକ…

ଟ୍ରମ୍ପ ଦମ୍ପତ୍ତିଙ୍କ ଆରୋଗ୍ୟ କାମନା କଲେ ମୋଦୀ

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣ ହୋଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ଧର୍ମପତ୍ନୀ। ଟ୍ରମ୍ପ ଦମ୍ପତ୍ତିଙ୍କ ଆଶ୍ୟୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । Wishing my friend @POTUS @realDonaldTrump and @FLOTUS a quick recovery…

ପାଣିପାଗ ବିଭାଗର ସତର୍କ ସୂଚନା; ଏହି ୭ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୭ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ଭଦ୍ରକ, ଖୋର୍ଦ୍ଧା, କେନ୍ଦୁଝର, ସୁନ୍ଦରଗଡ, କୋରାପୁଟ,…

ଗୁଜୁରାଟରେ ଭୁଶୁଡ଼ିଲା ନିର୍ମାଣଧିନ କୋଠା: ୩ ମୃତ

ବଡୋଦ୍ରା: ଗୁଜୁରାଟର ବଡୋଦ୍ରା ସ୍ଥିତ ଭାବନୀପୁରମ ଅଞ୍ଚଳରେ ଭୁଶୁଡି ପଡୁଛି ଏକ ୩ ମହଲା ବିଶିଷ୍ଟ ନିର୍ମାଣଧିନ କୋଠା । ଏଥିରେ ପ୍ରାୟ ୩ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ସୋମବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି ।…

ବ୍ରଜରାଜନଗର ପୂର୍ବତନ ବିଜେପି ବିଧାୟିକା କୋଭିଡ ପଜିଟିଭ ଚିହ୍ନଟ

ଝାରସୁଗୁଡା: ବ୍ରଜରାଜନଗର ପୂର୍ବତନ ବିଜେପି ବିଧାୟିକା ରାଧାରାଣୀ ପଣ୍ଡା କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏକ ଫେସବୁକ ପୋଷ୍ଟ ଜରିଆରେ ରାଧାରାଣୀ ପଣ୍ଡା ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, " ମୁଁ କୋଭିଡ ପଜିଟିଭ ଚିହ୍ନଟ ହୋଇଛି । ବର୍ତ୍ତମାନ ମୁଁ ଘରେ ଆଇସୋଲେସନ ରେ…

[ଦେଖନ୍ତୁ ଭିଡ଼ିଓ] ଭାରତୀୟ ସେନାର ପରାକ୍ରମ ଦେଖି ଭୟରେ କାନ୍ଦୁଛନ୍ତି ଚୀନ ସୈନିକ

ବେଜିଙ୍ଗ: ସୀମାରେ ଭାରତୀୟ ସେନାର ଶକ୍ତି ଦେଖି ଭୟଭୀତ ହୋଇପଡିଛନ୍ତି ଚୀନ ସୈନିକ। ଏପରିକି ସେମାନଙ୍କ ଆଖିରେ ଲୁହ ମଧ୍ୟ ଆସିଗଲାଣି । ଚାଇନାର ସୈନିକ ମାନଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେମାନେ କାନ୍ଦୁଥିବାର ଦେଖାଯାଉଛି। ଭାରତ ସୀମାରେ…

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର: ୭୦ ବର୍ଷରେ ପାଦ ଥାପିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମୋଦିଙ୍କ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରିଛନ୍ତି ନବୀନ। ନବୀନ ଟ୍ୱିଟ କରି ଲେଖିଛନ୍ତି ଯେ, ନରେନ୍ଦ୍ର…

ବଜ୍ରପାତ ସହ ବର୍ଷା ଆଶଙ୍କା; ଏହି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୨ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ବାଲେଶ୍ଵର ଓ ମୟୁରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି…

ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ; ୨ ଯବାନ ଆହତ

ପୁଲୱାମା: କାଶ୍ମୀରର ପୁଲୱାମା ଜିଲ୍ଲାରେ ମଙ୍ଗଳବାର ଦିନ ସୁରକ୍ଷାକର୍ମୀ ଓ ପୋଲିସଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ସୁରକ୍ଷାବଳର ୨ ଜଣ ଯବାନ ଆହତ ହୋଇଥିବା ଜଣାପଡିଛି । ଜାମ୍ମୁ କାଶ୍ମୀରର ଜଣେ ପୋଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କାକାପୋରାର ମାରୱାଲ…