Latest Odisha News

BREAKING NEWS

କବି ଦୁର୍ଗାଚରଣ ପରିଡାଙ୍କ କବିତା ,କବିତା ବଜ୍ର ହୋଇପାରେ, ନୀରବତା ବି ହୋଇପାରେ

ଗତକାଲି କବି ଦୁର୍ଗାଚରଣ ପରିଡା ଚାଲିଗଲେ। ବୟସ ପାକଲା ହୋଇସାରିଥିଲା। ୯୨ ବର୍ଷର ପରିପୂର୍ଣ୍ଣ ଜୀବନ ପରେ, ବିଦାୟ ଏକ ସ୍ଵାଭାବିକ ପ୍ରକ୍ରିୟା। ହେଲେ ଓଡ଼ିଆ କବିତାରେ ସେ ଅନୁପସ୍ଥିତିର କବି। ଅନେକ ତାଙ୍କୁ ଜାଣନ୍ତି ନାହିଁ। ଏପରିକି ସାହିତ୍ୟରେ ବୁଡ଼ିକି ଥିବା ଲୋକେ ବି ତାଙ୍କୁ ମନେ…

ହଳଧର ନାଗ ; କବିତାରେ ଭାଷାର ବନ୍ଧନ ଭାଙ୍ଗୁଥିବା ଲୋକଋଷି              

ପୃଥିବୀ ଓ ଚନ୍ଦ୍ରମା ଦୁଇ ଭାଇଭଉଣୀ । ପୃଥିବୀ ଅପରୂପା ସୁନ୍ଦରୀ । ସମୟର ଦେବତା ଯୌବନପ୍ରାପ୍ତି ପରେ ସୁନ୍ଦରୀ ପୃଥିବୀ ପ୍ରେମରେ ପଡିଗଲେ । ସମୟ ଓ ପୃଥିବୀର ପ୍ରଣୟ କାହାଣୀ ଗଡି ଚାଲିଲା ଗୋପନରେ । ଭଉଣୀର ପ୍ରଣୟ କାହାଣୀ ବିଷୟ ନଜାଣି ଚନ୍ଦ୍ରମା ଦିନେ ଦେବ ସଭାରେ ପ୍ରସ୍ତାବ କଲେ ତାଙ୍କ ଭଉଣୀ…

ଓଡିଆ କଥା ସାହିତ୍ୟରେ ଝଡର ଇଗଲ, ଅଖିଳ ମୋହନ ପଟ୍ଟନାୟକ

ମୁଁ ସୋନପୁରରେ ଜନ୍ମ ନେଇଛି। ସୋନପୁରରେ ମହାନଦୀ ଓ ମାଛ ଦେଖିଛି। ଦେଖିଛି ବି ଜହ୍ନରାତିରେ କେମିତି କୁହୁକର ଏକ ଚାଦର ପାଲଟିଯାଏ ମହାନଦୀ। ହେଲେ, ଆମ ନଦୀରେ ଯେ ମତ୍ସ୍ୟକନ୍ୟାମାନେ ଥାନ୍ତି ଓ ସେମାନଙ୍କ ସହିତ ଯେ କୌଣସି ଜହ୍ନରାତିରେ ଭେଟା ହୋଇ ଯାଇପାରେ, ସେ ସମ୍ଭାବନା ବିଷୟରେ ମୁଁ କେବେ ବି…

ସୂକ୍ଷ୍ମ ସୂତାର ବର୍ଣ୍ଣିଳ କବିତା ; ବାଂଧ କଳା ଓ ସମ୍ବଲପୁରୀ ହସ୍ତତନ୍ତର ଗାଥା

ଓଡିଶାର ଅନନ୍ୟ ଶିଳ୍ପ ଓ କଳା ପରମ୍ପରାରେ ହସ୍ତତନ୍ତ ର ପ୍ରମୁଖ ଭୂମିକା ରହିଛି।  ସୂତା ଓ ସିଲକ୍ ରେ ପ୍ରସ୍ତୁତ ହସ୍ତତନ୍ତର ବହୁ ଡିଜାଇନ୍ ପୃଥବୀ ସାରା ଓଡିଶାର ପରିଚୟକୁ ମହିମାମଣ୍ଡିତ କରିଛି।  ଶହ ଶହ ବର୍ଷ ଧରି ଓଡିଶାର ହାତ ବୁଣା ଲୁଗା ଦେଶ ବିଦେଶରେ ଆଦର ଲାଭ କରିଛି।  ସମ୍ବଲପୁର୍,…

ସୋସିଆଲ ମିଡିଆ ଓ ଓଡିଆ ସାହିତ୍ୟ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଓଡିଆ ସାହିତ୍ୟ ଓ ସୋସିଆଲ ମିଡିଆର ସମ୍ପର୍କ ବିଷୟରେ କିଛି କହିବା ଆଗରୁ ମୁଁ ଗୋଟେ ବହି ଏବଂ ସିନେମା ଉପରେ କିଛି କହିବାକୁ ଚାହୁଁଛି। ବହିଟିର ଶୀର୍ଷକ ହେଉଛି “ଟେନ ଆର୍ଗ୍ୟୁମେଣ୍ଟସ ଫର ଡ଼ିଲିଟିଙ୍ଗ ୟୋର ସୋସିଆଲ ମିଡିଆ ଏକାଉଣ୍ଟ ରାଇଟ ନାଓ”।…

ନୀଳମାଧବ ପଣ୍ଡାଙ୍କ “କଡୱି ହାୱା”- ସିନେମା ଭିତରେ ଭାରତୀୟ କୃଷକ ଜୀବନର ସଂଘର୍ଷ ଗାଥା

ଆଜି ଦେଶର ଲକ୍ଷ ଲକ୍ଷ ଚାଷୀ ଯେତେବେଳେ ନିଜର ଅଧିକାର ଲାଗି ରାଜରାସ୍ତାରେ ସଂଘର୍ଷ କରୁଛନ୍ତି, ସେତେବେଳେ ତିନି ବର୍ଷ ତଳେ ଓଡିଆ ସିନେମା ନିର୍ମାତା ତଥା ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କର “କଡୱି ହାୱା” ସିନେମାର ଏକ ବିଶେଷ ପ୍ରାସଙ୍ଗିକତା ରହିଛି। ଏ ସିନେମାର ମୁଖ୍ୟ ନାୟକ ଜଣେ ଅନ୍ଧଚାଷୀ।…

ଅସ୍ତାଦ ଦେବୁ ଓ ଈଶ୍ଵରଙ୍କ ସହିତ ଚକାଭଉଁରୀ ଖେଳ

ଏମିତି କୌଣସି ଜାଗା ନାହିଁ ଯାହାକୁ ମୁଁ ମୋର ଘର ବୋଲି କହିପାରିବି ମୁଁ ଏ ପୃଥିବୀର ନାଗରିକ ମୋର କୌଣସି ଠିକଣା ନାଇଁ ମୁଁ ଏ ଗ୍ରହରେ ପରିବ୍ରାଜକ ମାତ୍ର ମୁଁ କେବଳ ଏ ପୃଥିବୀ ବାଟ ଦେଇ ଯାଉଛି କେବଳ ଏହି ଆଶାରେ ଯେ ଏଠି କେହିଜଣେ ହୁଏତ ମୋର ବନ୍ଧୁ ମୋତେ ମିଳି ଯାଇପାରେ।…

ଓଡିଶା କ୍ରମଶଃ ଇତିହାସ ଚର୍ଚ୍ଚାର ଶ୍ମଶାନଭୂମି ପାଲଟି ଯାଉଛି କି?

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଇତିହାସଠାରେ ଲେଖା ହୁଏନାହିଁ, ଏହା ନିରନ୍ତର ଲେଖା ହେଉଥାଏ। ଇତିହାସ ରଚନା ପ୍ରକ୍ରିୟା ବିଷୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିବା ଗୋଟେ ବହି ଅଛି, ଯାହାର ଶୀର୍ଷକ ହେଉଛି- ହ୍ଵାଟ ଇଜ ହିଷ୍ଟ୍ରି । ଏହାର ଲେଖକ ଇ.ଏଚ.କାର (What is History…

କୁଆଡେ ଗଲା ଆମ କବିତାରେ କୃଷକର ସଙ୍ଗୀତ?

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଆଜି ଯେତେବେଳେ ଲକ୍ଷ ଲକ୍ଷ ଚାଷୀ ରାସ୍ତାରେ ନିଜର ଅଧିକାର ପାଇଁ ଲଢେଇ କରୁଛନ୍ତି, ସେତେବେଳେ ମୁଁ ମୋ ସାହିତ୍ୟ ପରମ୍ପରାରେ ଚାଷୀମାନଙ୍କର ସ୍ଵର ଖୋଜିବା ପାଇଁ ଚେଷ୍ଟା କରୁଛି। ଓଡିଆ ସାହିତ୍ୟର ସୌଭାଗ୍ୟ ହେଉଛି, ଏ ମାଟିର ପ୍ରଥମ ମହାକବି…

କୋଲକାତା ଓ ଶିଳ୍ପୀର ଶୋଭାଯାତ୍ରା, ଅନୁରାଗର ଯାତ୍ରାସଙ୍ଗୀତ

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ପୃଥିବୀର ସବୁ ପ୍ରଖ୍ୟାତ ସହରର ଏକ ନିର୍ଦ୍ଦିଷ୍ଟ ଚେହେରା ଓ ଚରିତ୍ର ରହିଥାଏ। ସେ ଲଣ୍ଡନ ହେଉ କି ପ୍ୟାରିସ, ଭିଏନା ହେଉ କି ନ୍ୟୁୟର୍କ ଅଥବା ଦିଲ୍ଲୀ ହେଉ କି ମୁମ୍ବାଇ। ସବୁ ସହର ନିଜ ନିଜର ଭିନ୍ନତାକୁ ନେଇ ଏକ ସ୍ଵତନ୍ତ୍ର ଗରିମା ତିଆରି…