Latest Odisha News

BREAKING NEWS

ଅତିବଡି ପୁରସ୍କାର : ସାଧାରଣ ଜୀବନର ଅସାଧାରଣ କଥାକାର ରାମଚନ୍ଦ୍ର ବେହେରା

ରାମଚନ୍ଦ୍ର ବେହେରାଙ୍କୁ ଅତିବଡ଼ି ପୁରସ୍କାର ଦିଆଯିବ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀ ଘୋଷଣା କରିବା ସାହିତ୍ୟ ଜଗତ ପାଇଁ ହୁଏତ ଏକ ବଡ ଖବର, ହେଲେ ଏ ଖବର ମୋ ଲାଗି ଖୁବ ଉତ୍ସାହଜନକ ନୁହେଁ।ବରଂ ଏ ପୁରସ୍କାର ତାଙ୍କୁ ଏତେ ଡେରିରେ କେମିତି ମିଳିଲା, ତାହା ହିଁ ଖବର ହେବା ଉଚିତ।  ୨୦୦୫…

ଓଡିଆ ସିଦ୍ଧ କବିତାର ଶେଷ ସନ୍ତକ, ପୂର୍ଣ୍ଣମାସୀ ଜାନି ଓରଫ ତାଡି ସରୁବାଇ

(କେଦାର ମିଶ୍ରଙ୍କ ସାପ୍ତାହିକ ସ୍ତମ୍ଭ ମିଶ୍ରରାଗ) ଗତ କିଛି ବର୍ଷ ହେଲା ଓଡିଶାରୁ ପଦ୍ମ ପୁରସ୍କାର ପାଉଥିବା ପ୍ରତିଭାବାନ ଲୋକଙ୍କ ତାଲିକାରେ ଅନ୍ତତଃ ଗୋଟିଏ ଆଶ୍ଚର୍ୟ ନାମ ରହି ଆସୁଛି। ଏ ବର୍ଷ ତାର ବ୍ୟତିକ୍ରମ ହୋଇନାହିଁ। ଚଳିତ ବର୍ଷ ପଦ୍ମ ପୁରସ୍କାରରେ ସାମିଲ ହୋଇଥିବା ଓଡିଆ ନାମ…

ଟ୍ରାନ୍ସଲେଟିଙ୍ଗ ଓଡିଶା, କେବଳ ଓଡିଆ ସାହିତ୍ୟ ନୁହେଁ, ଓଡିଶା ଓ ଓଡିଆ ହୃଦୟର ଅନୁବାଦ

ବହି- ଟ୍ରାନ୍ସଲେଟିଙ୍ଗ ଓଡିଶା ଲେଖକ- ପଲ ସେଣ୍ଟ ପିଅର ପ୍ରକାଶକ – ଧଉଳି ବୁକ୍ସ, ଭୁବନେଶ୍ବର ମୂଲ୍ୟ- ୯୯୫ ଟଙ୍କା, ପ୍ରୁଷ୍ଠା-୩୪୦ , ୨୦୧୯ ------------------------------------------------------------------------------------ ଗତ ୨୮ ବର୍ଷ ଧରି…

ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କର ସ୍ମୃତିରେ କଟକ ସହର

“ଗତ ଶତାବ୍ଦୀର ଅଶି ଦଶକରେ ମୋ ବାପା ଜାନକୀନାଥ ବୋଷ କଟକରେ ନିଜକୁ ଜଣେ ଓକିଲ ଭାବରେ ପ୍ରତିଷ୍ଠିତ କରିଥିଲେ। ସେଇଠି ୨୩ ଜାନୁଆରୀ, ୧୮୯୭ରେ ମୋର ଜନ୍ମ। ମୋ ବାପା ମହୀନଗର ସ୍ଥିତ ବୋଷ ପରିବାରର ବଂଶଧର। ,ମା ପ୍ରଭାବତୀ ହାଟଖୋଲା ଦତ୍ତ ପରିବାରର ଝିଅ। ମୁଁ ମୋ ବାପାଙ୍କର ଷଷ୍ଠ ସନ୍ତାନ ଓ ଭାଇ…

ଧଉଳି ଗିରି ଓ କୌଶଲ୍ୟାଗଙ୍ଗର ଇତିହାସ; ଏକ ନୂତନ ଅନ୍ଵେଷଣ

କୈଳାସଚନ୍ଦ୍ର ଦାଶ ବୌଦ୍ଧ କୀର୍ତ୍ତଯୁକ୍ତ ଧଉଳୀ ଅଞ୍ଚଳ ଯେ ତୋଷାଳୀର ଅଂଗ ଥିଲା  ତାହାର ଏକ ଅଭ୍ରାନ୍ତ ପ୍ରମାଣ କୌଶଲ୍ୟାଗଙ୍ଗ ।କୌଶଲ୍ୟାଗଙ୍ଗକୁ ନେଇ ଏକ ଜନଶ୍ରୁତି ରହିଛି ଯାହା ମାଦଳାପାଞ୍ଜିର ରାଜଭୋଗରେ ସ୍ଥାନ ପାଇଛି ।ଏହା ମଧ୍ୟ ଦେଶଖଂଜା ପୋଥିରେ ଭିନ୍ନ ଭାବରେ ଉପସ୍ଥାପନ କରାଯାଇଛି…

ସଙ୍ଗୀତରେ ଏକ ମଧୁର ପୃଥିବୀର କଳ୍ପନା, ରାଜାରାଣୀ ମନ୍ଦିର ବେଢାରୁ କିଛି କଥା

(କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ ମିଶ୍ରରାଗ)  ପ୍ରତିବର୍ଷ ରାଜାରାଣୀ ସଙ୍ଗୀତ ଉତ୍ସବକୁ ମୁଁ ଯାଏ। ଏକାଦଶ ଶତାବ୍ଦୀର ଏହି ଚମତ୍କାର ମନ୍ଦିର ସ୍ଥାପତ୍ୟ ସବୁବେଳେ ଏକ ଆକର୍ଷଣ। ଏହାର ପ୍ରତି ପଥରରେ ରହିଛି ଓଡିଆ ଶିଳ୍ପୀର କଳ୍ପନାପ୍ରବଣ ସୃଜନଶୀଳତା। ସବୁ ମୂର୍ତ୍ତି ଏ ମନ୍ଦିରରେ ଜୀବନ୍ତ…

ଦିନନାଥ ପାଠୀଙ୍କ ସମ୍ପାଦିତ “ଚିତ୍ରଶାସ୍ତ୍ର”, ଓଡିଶୀ ଚିତ୍ରକଳାର ପ୍ରାଚୀନ ବ୍ୟାକରଣ

ବହି- ଚିତ୍ରଶାସ୍ତ୍ର, ପାମ ଲିଫ ମାନ୍ୟୁସ୍କ୍ରିପ୍ଟ ଫ୍ରମ ଓଡିଶା ଲେଖକ-ଏବରହାର୍ଡ ଫିଶର-ଦିନନାଥ ପାଠୀ ପ୍ରକାଶକ- ମ୍ୟୁଜିୟମ ରିଟବର୍ଗ, ଜୁରିକ, ସୁଇଜରଲାଣ୍ଡ ଏବଂ ଆଲିସ ବୋନର ଫାଉଣ୍ଡେସନ, ବାରାଣସି ପୃଷ୍ଠା-୯୪, ପ୍ରକାଶକାଳ- ୨୦୨୦…

ତ୍ରିଭଙ୍ଗ, ଏକ ଫିଲ୍ମ ନୁହଁ … ଏହା ଏକ କାନ୍ଦ କାନ୍ଦ ସମ୍ପର୍କର ସ୍ୱର

ଅନ୍ତର୍ୟାମୀ ମିଶ୍ର ଲାଗୁଛି ଯେମିତି ବିତିଲା , ପିଛିଲା, ଫେରେଇ ଆଣିବାକୁ ଚାହୁଁଥିଲେବି ଫେରି ନ ଅଇଲା ସମୟକୁ କେନ୍ଦରାରେ ଜୀବନ ଦବ କହି କନ୍ଦେଇ ଦେଇଛି... ଯେଉଁ ଲୁହରେ ଜଳଜଳ ହେଇ ଦିଶିଯାଉଛି ତିନି ପିଢିର ଜନ ଜୀବନ ..।। ଏହାକୁ ଆପଣ ଫିଲ୍ମ ନକହି କହିପାରନ୍ତି କଅଁଳୁଥିବା ଋତୁର…

ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସଂଧ୍ୟା, ଓଡିଶୀ ନୃତ୍ୟର କମନୀୟ ପ୍ରଦର୍ଶନ

ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଥିଲେ । ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା ଉମା ମହେଶ୍ୱର ସ୍ତ୍ରୋତ୍ରରୁ, ଯାହାକୁ ପରିବେଶଣ କରିଥିଲେ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ ଓ ସାଥୀ ।…

ଓଡ଼ିଶା ପର୍ଯ୍ୟଟନର ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦଘାଟିତ, ପ୍ରଥମ ସନ୍ଧ୍ୟାରେ ମୀରା ଦାସଙ୍କର ଶବରୀ ଚରିତ

ତିନିଦିନ ଧରି ହେବାକୁ ଥିବା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଦଶମ ଶତାବ୍ଦୀରେ ନିର୍ମିତ କାରୁକାର୍ଯ୍ୟପୂର୍ଣ୍ଣ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶୁଭ ଉଦ୍‍ଘାଟନ ହୋଇଥିଲା । ଆଜି ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପଣ୍ଡିତ ମହେଶ୍ୱର ରାଓ ଓ ସାଥୀଙ୍କ ଦ୍ୱାରା ଛଅ ପଦ ଓ ଛଅ ରାଗରେ…