Latest Odisha News

BREAKING NEWS

ଫକୀର ମୋହନ ସେନାପତି ; ଗତକାଲି, ଆଜି ଓ ଆସନ୍ତାକାଲି

“ଛ ମାଣ ଆଠ ଗୁଣ୍ଠ” ଧୋଇ ମରୁଡି କାହିଁରେ ନଷ୍ଟ ହେବନାହିଁ”- ୟେ ଥିଲା ୧୯୧୮ ମସିହାରେ ଫକୀର ମୋହନ ସେନାପତିଙ୍କ ମୃତ୍ୟୁ ପରେ “ସତ୍ୟବାଦୀ” ପତ୍ରିକା-ଏପ୍ରିଲ-ଜୁନ ସଂଖ୍ୟାରେ ପ୍ରକାଶିତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶୋକ ଆଲେଖ୍ୟର ଶେଷ ଧାଡି। ୭୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା…

ମୃତ୍ୟୁର ବର୍ଷେ ପରେ ମନମୋହନ ମହାପାତ୍ର ଓ ଓଡିଆ ସିନେମାର ବାସ୍ତବ ଚେହେରା

ମୃତ୍ୟୁ ପରେ ସେ ଅଧିକ ପ୍ରାଣବନ୍ତ ଲାଗୁଛନ୍ତି। ହୁଏତ ଏମିତି ହୋଇପାରେ ଯେ, ସେ ଯେଉଁ ସିନେମା ତିଆରି କରିଥିଲେ, ତାହା ତାଙ୍କ ଜୀବନକାଳରେ ହୁଏତ, ଲୋକଙ୍କ ପାଖରେ ପହଞ୍ଚି ପାରିଲା ନାଇଁ, କିନ୍ତୁ ଦିନେ ନା ଦିନେ ସେ ସିନେମା ଲୋକଙ୍କ ପାଖରେ ପହଞ୍ଚିବ। କାରଣ ସେ ସିନେମା ତିଆରି କରିଥିଲେ।…

ଓଡିଶାର ପ୍ରଥମ କଥାକୁହା ସିନେମା ଓ ମୋହନ ସୁନ୍ଦର ଦେବ ଗୋସ୍ଵାମୀ

ଏପ୍ରିଲ ମାସ ୧୯୩୬ ମସିହା, ଓଡିଶା ଇତିହାସର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିନ। ଏପ୍ରିଲ ୧ ତାରିଖ ଦିନ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠିତ ହୋଇଥିବା ବେଳେ ୨୮ ଏପ୍ରିଲରେ ଓଡିଶାର ପ୍ରଥମ କଥାକୁହା ସିନେମା “ସୀତା ବିବାହ” ମୁକ୍ତିଲାଭ କରିଥିଲା। ରାଜନୈତିକ ଇତିହାସରେ ରାଜ୍ୟ ଗଠନ ଯେମିତି ଏକ…

“ଗାଁ ଛାଡ଼ିବୁ ନାହିଁ, ଦଶଟି ଜନ ଆନ୍ଦୋଳନର ଗାଥା”- ମାଟିକୁ ବଞ୍ଚାଇବା ଲାଗି ଓଡିଆ ଲୋକଙ୍କ ରକ୍ତ ଓ ଝାଳର ଇତିହାସ

..................................... ବହି- ଗାଁ ଛାଡ଼ିବୁ ନାହିଁ, ଦଶଟି ଜନ ଆନ୍ଦୋଳନର ଗାଥା ଲେଖକ- ନିଗମାନନ୍ଦ ଷଡଙ୍ଗୀ-ରଞ୍ଜନା ପାଢୀ ପ୍ରକାଶକ – ମାନବ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର ମୂଲ୍ୟ-୨୯୫ଟଙ୍କା,…

ସପ୍ତମ ଚନ୍ଦ୍ରଭାଗା କବିତା ଉତ୍ସବ ଉଦଘାଟିତ, ଅନଲାଇନରେ ଯୋଗ ଦେଉଛନ୍ତି ପୃଥିବୀର ସତୁରୀ ଜଣ ବିଶିଷ୍ଟ କବି

ଗତ ଛଅ ବର୍ଷ ହେଲା ଜାନୁଆରୀ ଦ୍ଵିତୀୟ ସପ୍ତାହରେ କୋଣାର୍କରେ ଆୟୋଜିତ ହୋଇଆସୁଛି ଏକ ନିଆରା କବିତା ଉତ୍ସବ। ଭାରତୀୟ ଇଂରାଜୀ କବିତାର ମହାନାୟକ ଜୟନ୍ତ ମହାପାତ୍ରଙ୍କ ନେତୃତ୍ଵ, ବିଶିଷ୍ଟ ଚିନ୍ତାନାୟକ ପ୍ରଫେସର ମନୋରଞ୍ଜନ ମହାନ୍ତିଙ୍କ ଆବାହକତ୍ଵ, କବି ଆଶୁତୋଷ ପରିଡା ଓ କବି ବିଜୟ…

ଓଡିଶୀ ନୃତ୍ୟର ସାର୍ବକାଳୀନ ମହାନାୟକ, ଗୁରୁ କେଳୁଚରଣ ମହାପାତ୍ର

ବଞ୍ଚିଥିଲେ,ସରକାରୀ କାଗଜପତ୍ର ଅନୁଯାୟୀ ଆଜି ଗୁରୁ କେଲୁଚରଣ ମହାପାତ୍ରଙ୍କ ବୟସ ୯୫ ହୋଇଥାନ୍ତା। ତେବେ ଗତ ୧୭ ବର୍ଷ ହେଲା ସେ ଆମଠୁ ସବୁଦିନ ପାଇଁ ବିଦାୟ ନେଇସାରିଛନ୍ତି। ୮, ଜାନୁଆରୀ, ୧୯୨୬ରେ ତାଙ୍କର ଜନ୍ମ ଓ ୭, ଏପ୍ରିଲ, ୨୦୦୪ରେ ତାଙ୍କର ତିରୋଧାନ। ଅବଶ୍ୟ ତାଙ୍କ ଜନ୍ମଦିନକୁ ନେଇ ଟିକେ…

“ସିଦ୍ଧାନ୍ତ ଦର୍ପଣ”ର ସିଦ୍ଧ ଋଷି ଓ ଓଡିଶାର ସର୍ବଶ୍ରେଷ୍ଠ “ଦେଶୀ” ବୈଜ୍ଞାନିକ ପଠାଣି ସାମନ୍ତ

୧୮୯୭ ମସିହା ନଭେମ୍ବର ମାସରେ ଯେତେବେଳେ ରେଭେନ୍ସା କଲେଜର ତତ୍କାଳୀନ ବିଜ୍ଞାନ ଅଧ୍ୟାପକ ଯୋଗେଶ ଚନ୍ଦ୍ର ରାୟ ବିଦ୍ୟାନିଧି ପଠାଣି ସାମନ୍ତଙ୍କ “ସିଦ୍ଧାନ୍ତ ଦର୍ପଣ” ପାଇଁ ମୁଖବନ୍ଧର ଶେଷ ପାରାଗ୍ରାଫ ଲେଖୁଛନ୍ତି, ସେତେବେଳେ ତାଙ୍କ ମନରେ ଏକ ପ୍ରଚଣ୍ଡ ବିଷାଦଭାବ ଆସୁଛି। ପଠାଣି ସାମନ୍ତ,…

ଓଡିଶୀ ସ୍ଥାପତ୍ୟ ବନାମ କୋଠାବାଡିର ପାରାଭାଡି

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଓଡିଶାର ଖ୍ୟାତନାମା ଚିତ୍ରଶିଳ୍ପୀ ସ୍ଵର୍ଗତ ଦିନନାଥ ପାଠି ଆଧୁନିକ ଭୁବନେଶ୍ୱରକୁ ପାରାଭାଡିର ସହର ବୋଲି କହୁଥିଲେ। ଜଣେ ଓଡିଶୀ ଚିତ୍ରଶିଳ୍ପୀର ଆଖିରେ ଆଜିର ଭୁବନେଶ୍ୱରକୁ ପାରାଭାଡି ବ୍ୟତୀତ ଆଉ କଣ ବା କୁହାଯାଇ ପାରିବ? ଭୁବନେଶ୍ୱର ପ୍ରାୟ…

ବିଷାଦ ନଦୀର ପାଗଳ ମୂର୍ଚ୍ଛନା, ଓଡିଆ ଗୀତର ଅନନ୍ୟ ନାୟକ ଶାନ୍ତନୁ ମହାପାତ୍ର

କେଦାର ମିଶ୍ର ଶାନ୍ତନୁ ମହାପାତ୍ରଙ୍କୁ ଯିଏ ଦେଖିଛି ଓ ଜାଣିଛି, ତା ଲାଗି ସେ ଏକ ବିଚିତ୍ର ବିରୋଧାଭାସ। ସବୁବେଳେ ଉତଫୁଲ୍ଲ, ହସହସ ଏବଂ ପ୍ରଚଣ୍ଡ କୁହାଳିଆ। ଅଥଚ ଓଡିଆ ସିନେମାରେ ଗଭୀର ବିଷାଦର ଗୀତ ସବୁକୁ ସେ ହିଁ ତିଆରି କରିଥିଲେ। ୧୯୬୨ରେ ତାଙ୍କର ପ୍ରଥମ ଓଡିଆ ସିନେମା “ସୂର୍ୟମୁଖୀ”।…

ମଞ୍ଚ ଓ ନାଚର ପ୍ରେମରେ ଏକ ସମର୍ପିତ ଜୀବନ; ଡକ୍ଟର ସୁନୀଲ କୋଠାରି

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ  ସତୁରୀ ବର୍ଷ ଧରି ଜଣେ ଲୋକ କେବଳ ନାଚ ଦେଖିଛନ୍ତି ଓ ନାଚ ଉପରେ ଲେଖିଛନ୍ତି- ଏମିତି ଜଣେ ବ୍ୟକ୍ତିଙ୍କୁ ଆମେ କଣ ବୋଲି କହିବା? ରସିକ, ପାଗଳ ନା ନୃତ୍ୟର ଏକନିଷ୍ଠ ଭକ୍ତ? ଜୀବନର ସବୁକିଛି ଛାଡି ଦେଇ କେବଳ ମଞ୍ଚସାମ୍ନାରେ ସତୁରୀ ବର୍ଷର ଜୀବନ…