Latest Odisha News

BREAKING NEWS

ବୀରବେଶରେ ସଜେଇ ହେବେ କାଳିଆ ସାଆନ୍ତ

ମହାପ୍ରଭୁଙ୍କ ଦିବ୍ୟ ନାଗାର୍ଜୁନ ବେଶ ଦୀର୍ଘ ୨୬ ବର୍ଷ ପରେ ଶୁକ୍ରବାର ମଳ ଦ୍ବାଦଶୀ ତିଥିରେ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ପାଞ୍ଚ ଦିନ ନ ହୋଇ ଛଅ ଦିନ ହୁଏ, ସେହି ମଳ ତିଥିରେ ଠାକୁର ମାନଙ୍କ ନାଗାର୍ଜୁନ ବେଶ ହୁଏ।ପୌରାଣିକ ତଥ୍ଯ ଅନୁଯାୟୀ,…

ଦୁର୍ଲଭ ନାଗାର୍ଜୁନ ବେଶ ନୀତି ସମ୍ପର୍କରେ ଜାଣନ୍ତୁ

ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଶ୍ରୀମନ୍ଦିରରେ ଦିବ୍ୟ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ। ମସ୍ତକରେ ହାଣ୍ଡିଆ, ହାତରେ ଛୁରି କଟାରୀ, ଶ୍ରୀମୁଖରେ ଲମ୍ବା ଦାଢ଼ି ଭଳି ଅନନ୍ୟ ଓ ଅପୂର୍ବ ନାଗା ରୂପରେ ଦର୍ଶନ ଦେବେ ମହାବାହୁ। ଚଳିତବର୍ଷ ପଞ୍ଚକ ୫ ଦିନ ବଦଳରେ ୬ ଦିନ ପଡୁଥିବାରୁ…

ଶ୍ରୀମନ୍ଦିରରେ ଦେବୋତ୍ଥାନ ବା ପ୍ରବୋଧନ ଯାତ୍ରା, ଭିଷ୍ମ ପଞ୍ଚୁକ ବ୍ରତ ଓ ବଡ ଏକାଦଶୀ ନୀତି

(ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତିକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା) "ଯସ୍ତ୍ବଂ ମାସାନତିବ୍ୟାପ୍ୟ ଚତୁରଃ ପରମେଶ୍ୱରଃ । ନିଦ୍ରାସୁଖଂ ପ୍ରଭଜସେ ତଦନ୍ତେ ସାଂପ୍ରତଂ ପ୍ରଭୋ।।" ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ହରି ଉତ୍ଥାପନ ଏକାଦଶୀ ଅନ୍ୟତମ । ଶ୍ରୀମନ୍ଦିରରେ…

ଅଲୌକିକ ନାଗାର୍ଜୁନ ପରମ୍ପରା -୨

...କିଛି ସମୟ ପରେ ନାନା ରତ୍ନଭରଣ ଯୁକ୍ତ ହୋଇ ଗଣ୍ଡା ଜଳପାନ କରିବାକୁ ଝରଣା ନିକଟକୁ ଆସିଲା । ଜଳପାନ ଶେଷକରି ଫେରିଲା ବେଳକୁ ଲତା ଗହଳରେ ଲୁଚି ରହିଥିବା କିରାତ ବେଶି ଅର୍ଜୁନ ଶର ନିକ୍ଷେପ କଲେ। ଶରଘାତରେ ପ୍ରଚଣ୍ଡ ଶବ୍ଦ କରି ଗଣ୍ଡା ମୃତ୍ୟୁ ବରଣ କଲା । ସେହିଦିନ ନାଗାର୍ଜୁନର ସ୍ୱନକ୍ଷେତ୍ର…

ମହାଲକ୍ଷ୍ମୀଙ୍କର ସ୍ଵତନ୍ତ୍ର ରୋଷଶାଳା କାହିଁକି ?

ଶ୍ରୀଜୀଉଙ୍କ ମହାପ୍ରସାଦ ସମ୍ପର୍କରେ ସ୍ଵତନ୍ତ୍ର ଉପସ୍ଥାପନା ମା' ମହାଲକ୍ଷ୍ମୀ ଜଣେ କୂଳୀନ କୂଳବଧୂର ଭୂମିକା ଓ କର୍ତ୍ତବ୍ୟ ସାରା ସଂସାରକୁ ଦେଖାଇଦିଅନ୍ତି । କୈ।ଣସି ଘରେ ଜଣେ ଗୃହିଣୀ ନିଜ ପତି ଏବଂ ଅନ୍ୟ ପରିବାର ସଦସ୍ୟଙ୍କର ଖାଦ୍ୟପେୟ କଥା ନଵୁଝି, ନିଜ ପାଇଁ କୈ।ଣସି ଖାଦ୍ୟର ବ୍ୟବସ୍ଥା…

ଅଲୌକିକ ନାଗାର୍ଜୁନ ପରମ୍ପରା

ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କ ଶିକ୍ଷାଗୁରୁ ସନ୍ଦିପନୀଙ୍କ ପତ୍ନୀଙ୍କୁ ଗୁରୁଦକ୍ଷିଣା ସ୍ୱରୂପ ତାଙ୍କର ମୃତ ପଂଚପୁତ୍ରଙ୍କୁ ଯମପୁରରୁ ଫେରାଇ ଆଣିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ଏଥିପାଇଁ ଶ୍ରୀକୃଷ୍ଣ ଯମପୁରକୁ ଯାଇ ଯମରାଜାଙ୍କୁ ସନ୍ଦିପନୀଙ୍କ ପଂଚପୁତ୍ରଙ୍କର ପ୍ରାଣ ଭିକ୍ଷା…

ମହାପ୍ରସାଦର ମହାପରମ୍ପରା

ଶ୍ରୀଜୀଉଙ୍କ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମହାପ୍ରଭୁ ସମ୍ପୂର୍ଣ୍ଣ ମାନବୀୟ ଲୀଳାରେ ଶ୍ରୀମନ୍ଦିରରେ ଉପସ୍ଥିତ । ଖାଲି ମାନବୀୟ ନୁହେଁ ରାଜକୀୟ ମଧ୍ୟ । ତେଣୁ ଏଠି, ମହାପ୍ରଭୁଙ୍କ ପ୍ରସାଦ ଯାହା “ମହାପ୍ରସାଦ” ନାମରେ ଖ୍ୟାତ ତାହା ପିଠାପଣାଠାରୁ ଆରମ୍ଭ କରି…

ପବିତ୍ର ମହାଳୟା

''ମହାନ୍ମହାତ୍ମା ମହିତୋ ମହିମାବାନ୍ମହାବଲଃ । ଗଣାଃ ପଞ୍ଚ ତଥୈବୈତେ ପିତୄଣାଂ ପାପନାଶନାଃ ॥ ସୁଖଦୋ ଧନଦଶ୍ଚାନ୍ୟୋ ଧର୍ମଦୋନ୍ୟଶ୍ଚ ଭୂତିଦଃ । ପିତୄଣାଂ କଥ୍ୟତେ ଚୈବ ତଥା ଗଣଚତୁଷ୍ଟୟମ୍ ॥'' ମହାଳୟା ଅମାବାସ୍ୟା ଭାରତର ଏକ ଧର୍ମଭିତ୍ତିକ ପର୍ବ । ଏହା ହିନ୍ଦୁମାନଙ୍କଦ୍ୱାରା ପିତୃପୁରୁଷଙ୍କ…

ଶ୍ରୀମନ୍ଦିର ମା’ ବିମଳାଙ୍କ ପୀଠେ ମୂଳାଷ୍ଟମୀ ତଥା ଶାରଦୀୟ ଦୁର୍ଗୋତ୍ସବର ଆୟମାରମ୍ଭ

ଶ୍ରୀକ୍ଷେତ୍ରର ବିଭିନ୍ନ ଶକ୍ତି ପୀଠରେ ଷୋଡ଼ଶ ଉପଚାର ପୂଜା ବା ଶାରଦୀୟ ପୂଜା ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଶ୍ରୀକ୍ଷେତ୍ରରେ ଥିବା ସପ୍ତ ଦେବୀ ପୀଠକୁ ଏହା ଯାଇଥାଏ । ଗୁରୁବାର ପବିତ୍ର ମୂଳାଷ୍ଟମୀ ଦିନଠାରୁ ଷୋଡ଼ଶ ଉପଚାର…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳି ବାମନ ବେଶ

"ଛଳୟସି ବିକ୍ରମଣେ ବଳିମଦଭୁତବାମନ, ପଦନଖନୀରଜନିତଜନପାବନ । କେଶବ ! ଧୃତ ବାମନ ରୂପ, ଜୟ ଜଗଦୀଶ ହରେ । " ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥିରେ ଭଗବାନ ବାମନଙ୍କର ଜନ୍ମୋତ୍ସବ ଓ ଶ୍ରୀଜୀଉଙ୍କ ବଳି ବାମନ ବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜଗନ୍ନାଥ ହେଉଛନ୍ତି ସ୍ୱୟଂ ମହାବିଷ୍ଣୁ ।…