Latest Odisha News

ଋଷ ଭାରତ ଓ ଚୀନ ପାଇଁ ୟୁକ୍ରେନ୍ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିପାରୁ ନାହିଁ: ଆଣ୍ଟୋନି ବ୍ଲିଙ୍କେନ୍

ନୂଆଦିଲ୍ଲୀ: ଋଷିଆ ଯୁଦ୍ଧ ସମାପ୍ତ ପାଇଁ ୟୁକ୍ରେନ୍ ଉପରେ ନ୍ୟୁକ୍ଲିୟର ଅସ୍ତ୍ର ବ୍ୟବହାର କରିସାରନ୍ତାଣି। କେବଳ ଭାରତ ଓ ଚୀନ ପାଇଁ ସେ  ଏପରି କରିପାରୁ ନାହିଁ ବୋଲି ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି। ଆଗକୁ ଜି-୨୦ ସମ୍ମଳନୀରେ ଯୋଗ ଦେବା ପାଇଁ ବ୍ଲିଙ୍କେନ ଭାରତ…

ପରିବାରର ଲୋକଙ୍କ ସହ ମ୍ୟାଚ୍ କରୁନି ଲିଭର, ଚିକିତ୍ସା ପାଇଁ ହାଇଦ୍ରାବାଦ ଯିବେ ପିଣ୍ଟୁ ନନ୍ଦ

ଭୁନେଶ୍ୱର: ଲିଭର ସୋରୋସିସ୍‌ ରୋଗରେ ପୀଡ଼ିତ ଥିବା ପିଣ୍ଟୁ ନନ୍ଦଙ୍କ ପାଇଁ ଏବେ ଆଉ ଏକ ସମସ୍ୟା ଦେଖା ହୋଇଛି। ପରିବାର ଲୋକଙ୍କ ସହ ମିଶୁନି ଅଭିନେତା ପିଣ୍ଟୁ ନନ୍ଦଙ୍କକ ଲିଭର। ତେଣୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀରୁ ହାଇଦ୍ରାବାଦ ନିଆଯିବ ବୋଲି ସୂଚନା ମିଳିଛି। ସୂଚନା ଥାଉକି,…

ଭିଏଚ୍‌ପି ଓ ବଜରଙ୍ଗ ଦଳକୁ ଆତଙ୍କାଦୀ ସଂଗଠନ ଘୋଷଣା କରି ବ୍ୟାନ୍ କରାଯାଉ: ମୌଲାନା ତୌକୀର ରାଜା ଖାନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଭିୱାନୀ ହତ୍ୟାକାଣ୍ଡକୁ ନେଇ ଦେଶରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଇତ୍ତିହାଦ-ଏ- ମିଲତ କାଉନ୍‌ସିଲ୍ ମୁଖ୍ୟ ମୌଲାନା ତୌକୀର ରାଜା ଖାନ ଏନେଇ ଏକ  ବିବାଦୀୟ ବୟାନ ଦେଇଛନ୍ତି। ଭାରତରେ ଯେମିତି ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ(ପିଏଫ୍‌ଆଇ)କୁ ବ୍ୟାନ୍ କରାଗଲା ସେହିପରି…

ଓଡ଼ିଶାରେ ଖୋଲିବ ୧୦୦ ନୂଆ ଇଭି ଚାର୍ଜିଂ ଷ୍ଟେସନ୍

ଭୁବନେଶ୍ୱର: ପ୍ରଦୂଷଣ ମୁକ୍ତ କରି ରାଜ୍ୟରେ ଅଧିକରୁ ଅଧିକ ଇଲେକ୍ଟ୍ରିକ୍‌ ଯାନ ଚଳାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଧୀରେ ଧୀରେ ବିଭିନ୍ନ ସ୍ଥାନରେ ଚର୍ଜିଂ ଷ୍ଟେସନ୍ ଓ ସିଏନ୍‌ଜି ଷ୍ଟେସନ୍ ମଧ୍ୟ ଖୋଲିଲାଣି। ଆଗାମୀ ଆର୍ଥିକ ବର୍ଷରେ ରାଜ୍ୟରେ ୧୦୦ଟି ନୂଆ ଇଭି ଚାର୍ଜିଂ…

ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍‌ଙ୍କ ସ୍ୱାମୀ ତଥା ପୂର୍ବତନ ବିଧାୟକ ଦେବିସିଂହ ରଣସିଂହ ଶେଖାୱତଙ୍କର ପରଲୋକ

ମୁମ୍ବାଇ: ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ଦେବିସିଂହ ପାଟିଲ୍‌ଙ୍କ ସ୍ୱାମୀ ତଥା ପୂର୍ବତନ ବିଧାୟକ ଦେବିସିଂହ ରଣସିଂହ ଶେଖାୱତଙ୍କର ପରଲୋକ ହୋଇଛି। ଶୁକ୍ରବାର ସକାଳ ୯.୩୦ ମିନିଟ୍‌ରେ ପୁଣେରେ ୮୯ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଶ୍ରୀ ଶେଖାୱତ। ମିଳିଥିବା ସୂଚନା…

ନିସର୍ତ୍ତ କ୍ଷମା ମାଗିଲେ ପବନ ଖେଡ଼ା, ଆଶା କରୁଛି ସେ ଆଉ କେବେ ଏମିତି ଭୁଲ୍ କରିବେନି; ହିମନ୍ତ ବିଶ୍ୱ ଶର୍ମା

ଦିଶପୁର: କ୍ଷମା ମଗିଲେ କଂଗ୍ରେସ ନେତା ପବନ ଖେଡ଼ା। ସାର୍ବଜନିକ ସ୍ଥାନରେ ଅଶ୍ରାବ୍ୟ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗରେ ଖେଡ଼ା ନିସର୍ତ୍ତ କ୍ଷମାପ୍ରାର୍ଥନା କରିଛନ୍ତି ବୋଲି ଶୁକ୍ରବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଗତକାଲି ଖେଡ଼ାକୁ ବିମାନରୁ…

ଇଣ୍ଡୋନେସିଆରେ ଭୂମିକମ୍ପ; ଲାଗିଲା ୬.୮ ତୀବ୍ରତାର ଝଟ୍‌କା

ଜକାର୍ତ୍ତା: ଇଣ୍ଡୋନେସିଆରେ ଭୂମିକମ୍ପ। ଶୁକ୍ରବାର ସକାଳେ ପୂର୍ବୋତ୍ତର ରାଜ୍ୟ ମାଲୁକରେ ୬.୮ ତୀବ୍ରତାର ଭୂମିକମ୍ପ ଅନୁଭୁତ ହୋଇଛି। ତେବେ ସୌଭାଗ୍ୟ ବଶତଃ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ କି ସୁନାମୀ ଆସିବାର ଭୟ ସତର୍କ ସୂଚନା ବି ଦିଆଯାଇ ନାହିଁ। ସ୍ଥାନୀୟ ସମୟ ଅନୁସାରେ ଭୋର…

ୟୁକ୍ରେନ୍‌ରେ ସେନା ପ୍ରତ୍ୟାହାର ପାଇଁ ମିଳିତ ଜାତିସଂଘରେ ପ୍ରସ୍ତାବ ପାରିତ; ଭୋଟ୍‌ରୁ ବିରତ ରହିଲେ ଭାରତ-ଚୀନ

ନୂଆଦିଲ୍ଲୀ: ଋଷକୁ ପୁଣି  ଭାରତ ଓ ଚୀନର ସମର୍ତନ। ମିଳିତ ଜାତୀସଂଘ ସାଧାରଣର ସଭାରେ ହୋଇଥିବା ଭୋଟିଂରେ ପୁଣିତରେ ଭାରତ ଓ ଚୀନ ଦୂରେଇ ରହିଛନ୍ତି। ଋଷ ୟୁକ୍ରେନ୍‌ ଆକ୍ରମଣକୁ ବର୍ଷେ ପୂରୁଥିବାରୁ ସନ୍ଧ୍ୟାରେ ମିଳିତ ଜାତିସଂଘର ସାଧାରଣ ସଭା(UNGA)ରେ ଏକ ପ୍ରସ୍ତାବ ପାରିତ ହୋଇଛି। ଋଷ ୟୁକ୍ରେନ୍…

କାନାଡ଼ା ନାଗରିକତା ତ୍ୟାଗ କରିବେ ଅକ୍ଷୟ କୁମାର; କହିଲେ, ଭାରତ ମୋ ପାଇଁ ସବୁକିଛି

ମୁମ୍ବାଇ: କାନାଡ଼ା ନାଗରିକତା ତ୍ୟାଗ କରିବେ ବଲିଉଡ୍‌ ଷ୍ଟାର୍ ଅକ୍ଷୟ କୁମାର। ଭାରତୀୟ ନାଗରିକତା ପାଇଁ ସେ ଆବେଦନ କରିସାରିଛନ୍ତି ବୋଲି ଅକ୍ଷୟ ନିଜେ ସୂଚନା ଦେଇଛନ୍ତି। ଜାତୀୟ ଗମଣାଧ୍ୟମରେ ଏକା କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଦେଶ ପ୍ରତି ଥିବା ତାଙ୍କର ଭଲପାଇବାକୁ ସେ ପ୍ରମାଣିତ…

ଦିଲ୍ଲୀ ଆମ୍ ଆଦ୍‌ମୀ ପାର୍ଟିକୁ ଧୋକା; ଦଳ ଛାଡ଼ି ବିଜେପିରେ ଯୋଗ ଦେଲେ କାଉନସିଲର

ନୂଆଦିଲ୍ଲୀ: ଦିଲ୍ଲୀ ଆମ୍ ଆଦ୍‌ମୀ ପାର୍ଟିକୁ ଧୋକା। ଦଳ ଛାଡ଼ି ବିଜେପିରେ ଯୋଗ ଦେଲେ ଆପ କାଉନସିଲର ପୱନ ସେରାୱତ।  ଶୁକ୍ରବାର ସେ ବିଜେପିରି ଯୋଗ ଦେବା ସହ ସହ ସଂଗୀନ ଅଭିଯୋଗ ଆଣିଛନ୍ତି। ମ୍ୟୁନିସିପି ପାଲଟି କୋରପୋରେସନ ହାଉସ୍‌ରେ ମିଛଟାରେ  ହାଲ୍ଲା ମଚାଇବାକୁ ଆପ୍‌ ତାଙ୍କୁ ବାଧ୍ୟ…