Latest Odisha News

ଘାଟିରେ ଆତଙ୍କୀଙ୍କ ନୂଆ ଷଡଯନ୍ତ୍ର

ଶ୍ରୀନଗର: କାଶ୍ମୀର ଘାଟିରେ ଷଡଯନ୍ତ୍ରର ନୂଆ ତରିକା ତିଆରି କରିଛନ୍ତି ଆତଙ୍କବାଦୀ । ଏହି ନୂଆ ତରିକା ହେଉଛି ସେଣ୍ଟ ବମ  ବା ପରଫ୍ୟୁମ ବମ । ଜାମ୍ମୁ-କଶ୍ମରରେ ପ୍ରଥମ ଥର ପାଇଁ ଏପରି ପରଫ୍ୟୁମ ବମ ଉଦ୍ଧାର କରିଛି ସ୍ଥାନୀୟ ପୋଲିସ । ନରୱାଲରେ ଜାନୁଆରୀ ୨୧ରେ ଜମ୍ମୁର ନରୱାଲରେ  ୨ଟି…

କାହା ଯୋଜନା କେତେ ଭଲ ? ଚାଲିଲା ଆୟୁଷ୍ମାନ ଭାରତ-ବିଏସକେୱାଇ ଲଢେଇ

ଭୁବନେଶ୍ୱର: ଆୟୁଷ୍ମାନ ଯୋଜନାକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ବିଜେଡି ଓ ବିଜେପି  । ଆୟୁଷ୍ମାନ ଭାରତ-ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ନେଇ ତୁଳନାତ୍ମକ ବିଚାର ବିଜେଡି ଆରମ୍ଭ କରିଥିବାବେଳେ ବିଜେପି ବିଜୁ ସ୍ୱାସ୍ଥ୍ୟ କାର୍ଡର ଦୁର୍ନୀତିକୁ ନେଇ ବିଜେଡି ସରକାରକୁ ସମାଲୋଚନା କରିଛି ।…

ଫେବୃୟାରୀ ୨୧ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ୱର:ଫେବୃଆରୀ ୨୧ରୁ ବସିବ ବିଧାନସଭା ବଜେଟ ଅଧିବେଶନ । ୨ଟି ପର୍ଯ୍ୟାୟରେ ଏହି ବଜେଟ ଅଧିବେଶନ ଚାଲିବ । ଫେବୃଆରୀ ୨୧ରୁ ଆରମ୍ଭ ହୋଇ  ଏପ୍ରିଲ ୬ ପର୍ଯ୍ୟନ୍ତ ବଜେଟ ଅଧିବେଶନ ଚାଲିବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ଚାଲିବ । ୨ୟ ପର୍ଯ୍ୟାୟ ମାର୍ଚ୍ଚ…

ନବଙ୍କ ମୃତ୍ୟୁ ଖବର ଜାଣିବା ପାଇଁ ଉତ୍ସୁକ ଥିଲେ ଗୋପାଳ, ସୁରକ୍ଷା କର୍ମୀଙ୍କୁ ପଚାରି ବୁଝିଥିଲେ

ଭୁବନେଶ୍ୱର: ଅନେକ ଦିନରୁ ନବ ଦାସଙ୍କୁ ହତ୍ୟା କରିବା ପାଇଁ ବୋଧହୁଏ ସୁଯାେଗ ଖୋଜୁଥିଲେ  ଅଭିଯୁକ୍ତ ଗୋପାଳ ଦାସ  ।  ସେଥିପାଇଁ ନବଙ୍କ ପାଖେ ପାଖେ ଘୁରି ବୁଲୁଥିଲେ । ନବ ଦାସ ଯେଉଁ କାର୍ଯ୍ୟକ୍ରମକୁ ଯାଉଥିଲେ ସେଠରେ ତାଙ୍କର ପାଖେ ପାଖେ ଦେଖିବାକୁ ମିଳୁଥିବା ଗୋପାଳଙ୍କୁ ।  ତା’ ପୁଣି…

ନବଦାସ ହତ୍ୟା ମାମଲା: ପାଇଖାନା ଟାଙ୍କିରୁ ବାହାରିଲା ଗୋପାଳଙ୍କ ହାତ ଲେଖା କାଗଜ

ଝାରସୁଗୁଡା:ପାଇଖାନା ଟାଙ୍କିରୁ ମିଳିଲା ଗୋପାଳ ପକାଇଥିବା କାଗଜ । ଗତକାଲି ରାତିରୁ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କି ଖୋଜାଖୋଜି ପରେ ପୋଲିସ ହାତରେ ଲାଗିଛି ବଡ ସୁରାକ ।  ସ୍ୱରେଜ ଟାଙ୍କିରୁ ମିଳିଲା ଗୋପାଳଙ୍କ ହାତଲେଖା କାଗଜର ୧୨ଟି ଟୁକୁଡା । ଏସବୁ ଗୋପାଳ ନିଜେ…

ମାଲବାହୀ ଟ୍ରେନ ଲାଇନଚ୍ୟୁତ: ଟ୍ରାକରୁ ବାହାରିଗଲା ୧୨ ବଗି

କୋରାପୁଟ:  ଓଡ଼ିଶା-ଆନ୍ଧ୍ର  ସୀମା  ବିଶାଖାପାଟଣାର ଶିବଲିଙ୍ଗପୁରଠାରେ ଏକ  ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଗୁୁରୁବାର ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଛି ।  ବିଶାଖାପାଟଣା କିରଣ୍ଡୁଲ ଟ୍ରେନର ୧୧ ଟି ବଗି ଲାଇନ୍ଚ୍ୟୁତ୍ ହୋଇଥିବା ଜଣାଯାଇଛି।  ବଗିଗୁଡିକ ଟ୍ରେନ୍ ଲାଇନରୁ ବାହାରି…

ଏଥର ବି ଚର୍ଚ୍ଚାରେ ନିର୍ମଳାଙ୍କ ନାଲି ରଙ୍ଗର ଶାଢୀ

ନୂଆଦିଲ୍ଲୀ: ଏଥର ବି ଅର୍ଥମନ୍ତ୍ରୀଙ୍କ ଶାଢୀକୁ ନେଇ ଚର୍ଚ୍ଚା ।  ଦେଶୀ ଶାଢୀକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ନିର୍ମଳା । ଏଥର ବଜେଟରେ ମଧ୍ୟ ନିର୍ମଳାଙ୍କ ଶାଢୀକୁ ନେଇ ଚର୍ଚ୍ଚା । ଏଥର ଲାଲ ରଙ୍ଗର ଶାଢୀରେ କୁମ୍ଭପକା ବର୍ଡର ଥିବା ଶାଢୀ ପିନ୍ଧି ବଜେଟ ଉପସ୍ଥାପନ କରିଛନ୍ତି…

କେନ୍ଦ୍ର ବଜେଟ: କାହାର ଥିଲା ସବୁଠାରୁ ଲମ୍ବା, କାହାର ଛୋଟ

ନୂଆଦିଲ୍ଲୀ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବଜେଟ ସଂସଦରେ ଉପସ୍ଥାପନ କରିଛନ୍ତି । କେବଳ ଭାରତ ନୁହେଁ, ସାରା ଦେଶର ଦୃଷ୍ଟି ଥିଲା ଏହି ବଜେଟ ଉପରେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ ଥିଲା  ସବୁଠାରୁ ଲମ୍ବା ବଜେଟ ଭାଷଣ । ଆଜି ସୁଦ୍ଧା କୌଣସି ବଜେଟ ଏତେ ଲମ୍ବା ନ ହୋଇ…

ବଜେଟରେ ଆୟକର ଛାଡ: କାହାକୁ ମିଳିବ କେତେ ଫାଇଦା ?

ନୂଆଦିଲ୍ଲୀ:  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ମୋଦି ସରକାରଙ୍କ ୨ୟ ପାଳିର ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ ଅର୍ଥମନ୍ତ୍ରୀ ଆୟକରକୁ ନେଇ ବଡ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ବାର୍ଷିକ ଆୟକର ସୀମା ସ୍ଲାବ ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି…

ବଜେଟରେ ଅର୍ଥମନ୍ତ୍ରୀଙ୍କ ପ୍ରତିଶ୍ରୁତି: ସବୁ ଗରିବଙ୍କୁ ମିଳିବ ଘର

 ଭୁବନେଶ୍ୱର: କେନ୍ଦ୍ର ବଜେଟକୁ ଆଜି ସଂସଦରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ । ମୋଦି ସରକାରଙ୍କ ୨ୟ ପାଳିର ଶେଷ ବଜେଟରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏହି ବଜେଟ ଆଗାମୀ ବର୍ଷର ବ୍ଲୁ ପ୍ରିଣ୍ଟ ହେବ ବୋଲି କହିଛନ୍ତି ନିର୍ମଳା । ଅର୍ଥମନ୍ତ୍ରୀ…