Latest Odisha News

BREAKING NEWS

ଚାଉଳ କାଟକୁ ନେଇ ତାତିଲା ବିଜେଡି; ରାଜରାସ୍ତାରେ ଗର୍ଜିଲା

ଭୁବନେଶ୍ୱର: ରାଜରାସ୍ତାରେ ଗର୍ଜୁଛି ବିଜେଡି ।  କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜୁଛି । ଆଜି ରାଜଭବନ ସମ୍ମୁଖରେ ଧାରଣା ଦେବା ସହ ରାଜ୍ୟବ୍ୟାପୀ ତିନି ଦିନିଆ ପ୍ରତିବାଦ କରିବା ପାଇଁ ଘୋଷଣା କରିଛି ଦଳ । କେନ୍ଦ୍ରର ଧାନ କିଣା ନୀତି ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ…

ଓସିଏସ ମୁଖ୍ୟ ଲିଖିତ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ; ଜାଣନ୍ତୁ, କେବେ ହେବ ପରୀକ୍ଷା

ଭୁବନେଶ୍ୱରୀ:ଓଡ଼ିଶା ସିଭିଲ ସର୍ଭିସ ମୁଖ୍ୟ ଲିଖିତ ପରୀକ୍ଷା (ଓସିଏସ) ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ । ଏ ନେଇ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ (ଓପିଏସସି) ପକ୍ଷରୁ ଗତକାଲି ସୂଚନା ଦିଆଯାଇଛି । ଏକ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରି ଓପିଏସସି ପକ୍ଷରୁ କୁହାଯାଇଛି, ପୂର୍ବରୁ ପ୍ରକାଶ ପାଇଥିବା…

କୁଳପତିଙ୍କ ନିଷ୍ପତ୍ତି:ବାଣୀବିହାର କ୍ୟାମ୍ପସରୁ ତଡ଼ା ହେବେ ଅଣଛାତ୍ର

ଭୁବନେଶ୍ୱର: ବାଣୀବିହାର କ୍ୟାମ୍ପସରୁ ତଡା ହେବେ ଅଣଛାତ୍ର। ଅଣଛାତ୍ର ଛାତ୍ରମାନଙ୍କୁ କ୍ୟାମ୍ପସରେ ରହିବାକୁ ଆଉ ଦିଆଯିବ ନାହିଁ ଅନୁମତି। JNU ପ୍ରଫେସସରଙ୍କୁ ଆକ୍ରମଣ ପରେ ଏମିତି କଡା ନିଷ୍ପତି ନେଇଛନ୍ତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍ ସବିତା ଆଚାର୍ଯ୍ୟ। ଆକ୍ରମଣ ଘଟଣା ପରେ…

ପୁରୀ ପ୍ରବେଶ ପଥରେ ଉଡିଲା ୩୬ ଫୁଟର ଜାତୀୟ ପତାକା

ପୁରୀ(ସନ୍ତୋଷ କୁମାର ଦାସ ): ପୁରୀ ପ୍ରବେଶ ପଥ ବୀର ହରେକୃଷ୍ଣ ପୁର ଛକରେ ଉଡିଲା ବିଶାଳ ଜାତୀୟ ପତାକା ।ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ୧୦୮  ଫୁଟ ଉଚ୍ଚରେ  ଉଡୁଥିବା ଏହି ଜାତୀୟ ପତାକାର ଆଜି ଲୋକାର୍ପଣ କରିଛନ୍ତି ରାଜ୍ୟପାଳ ପ୍ରଫେସର…

‘ନିଜ ଦୁର୍ନୀତିର ଅଠା ଅନ୍ୟ ମୁଣ୍ଡରେ ପୋଛୁଛି ବିଜେଡି’

ଭୁବନେଶ୍ୱର: ନିଜେ କରିଥିବା ଦୋଷ ଓ ପାପକୁ ଅନ୍ୟ ମୁଣ୍ଡରେ ଲଦି ଦେଇ ଓଡିଶାବାସୀଙ୍କୁ ବାରମ୍ବାର ପ୍ରତାରିତ କରିଚାଲିଛି  ବିଜୁ ଜନତା ଦଳ । ନିଜେ କରୁଥିବା ଚଂଚକତା, ଦୁର୍ନୀତି, ଭ୍ରଷ୍ଟାଚାରର ଅଠା ଅନ୍ୟ ମୁଣ୍ଡରେ ପୋଛି ଦେବାରେ ଓସ୍ତାଦ ଶାସକଦଳ । ସଂଘୀୟ ବ୍ୟବସ୍ଥାର ସମସ୍ତ ନୀତି ଓ ନିୟମକୁ…

ମାତିଲେ ମାଓବାଦୀ; ଦନ୍ତେୱାଡାରେ ଇନଫର୍ମର ସନ୍ଦେହରେ ହତ୍ୟା, ବିଜାପୁରରେ ବିଛାଇଲେ ଲାଣ୍ଡମାଇନ

ମାଲକାନଗିରି : ସୀମାନ୍ତରେ ପୁଣି ମାତିଲେ ମାଓବାଦୀ । ଛତିଶଗଡରେ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କରିଥିବାବେଳେ ଯବାନଙ୍କୁ ଟାର୍ଗେଟ କରି ଲାଣ୍ଡମାଇନ ବିଛାଇଥିଲେ । ମାଲକାନଗିରି ଛତିଶଗଡ ସିମାନ୍ତ  ଦନ୍ତେୱାଡା ଜିଲ୍ଲାରେ ଦେଖା ଦେଇଛି ମାଓ ହିଂସା । ପୋଲିସ ଇନଫର୍ମର ସନ୍ଦେହରେ ଜଣେ…

ବୋଧହୁଏ ମନ୍ତ୍ରୀଙ୍କୁ ASI ଗୋପାଳ ଦାସ ମାରିନି- ବିଜୟ ପଟ୍ଟନାୟକ

ଭୁବନେଶ୍ୱର:ମନ୍ତ୍ରୀ ନବ ଦାସଙ୍କୁ ASI  ଗୋପାଳ ଦାସ ବୋଧହୁଏ ହତ୍ୟା କରିନି । ଏହା ପଛରେ ଆଉ କାହାର ହାତ ଅଛି । ଜଣେ ଏଏସଆଇ ଏତେ ପାଖକୁ ଯାଇ ଗୁଳି କରିପାରିବନି । ଏକଥା କହିଛନ୍ତି କଂଗ୍ରେସରେ ସାମିଲ ହୋଇଥିବା ପୂ୍ର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ପୂର୍ବତନ ମୁଖ୍ୟ ଶାସନ…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ; ଜିଲ୍ଲାବାସୀଙ୍କୁ ଦେଲେ ୪,୭୦୩ କୋଟିର ଭେଟି

କେନ୍ଦୁଝର: କେନ୍ଦୁଝରବାସୀଙ୍କୁ ୪,୭୦୩ କୋଟିର ଭେଟି ଦେଲେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ମୁଖ୍ୟମନ୍ତ୍ରୀ  ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ଅନେକ ବିକାଶ ମୂଳକ କାମର ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଜିଲ୍ଲା ପାଇଁ  ୪୭୦୩କୋଟି ମୂଲ୍ୟର ୨୫୯ଟି…

ସାରା ବିଶ୍ୱ ଦେଖିଲା ଭାରତୀୟ ବାୟୁସେନାର ପରାକ୍ରମ

ବେଙ୍ଗାଲୁର: ଆକାଶରେ ବୀରତ୍ୱ ଦେଖାଇଲା ବାୟୁସେନା । ସାରା ବିଶ୍ୱ ଦେଖୁଥିଲା ଭାରତୀୟ ବାୟୁସେନାର ପରାକ୍ରମ । ଆଖି ପିଛୁଳାକେ ଏକାଧିକ ଲଢୁଆ ବିମାନ ପଇଁତରା ମାରୁଥିଲେ । ଆଜି ବେଙ୍ଗାଲୁରରେ ଆରମ୍ଭ ହୋଇଛି ଏସିଆର ସବୁଠାର ବଡ ଏରୋ ଇଣ୍ଡିଆ-୨୦୨୩ ଶୋ  । ୟେଲାହାଙ୍କା ଏୟାର ଫୋର୍ସ ଷ୍ଟେସନରେ…

କେଉଁ ଜେଲରେ ରହିବ ଗୋପାଳ ? ଜେଲ କର୍ତ୍ତୃପକ୍ଷଙ୍କୁ ଘାରିଲା ଅଭିଯୁକ୍ତର ସୁରକ୍ଷା ଚିନ୍ତା

ଝାରସୁଗୁଡା: ତୃତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ଆଜି ଜେଲ ଯାଇଛି ନବ ଦାସଙ୍କ ହତ୍ୟାକାରୀ ଗୋପାଳ ଦାସ । ଆଜି ଝାରସୁଗୁଡା ଜେଏମଏଫସି କୋର୍ଟରେ ହାଜର ହେବା ପରେ ତାକୁ ଝାରସୁଗୁଡା ଜେଲକୁ ପଠାଇ ଦିଆଯାଇଛି । ତେବେ ସେ ଝାରସୁଗୁଡା ଜେଲରେ ରହିବ ନାଁ ଚୌଦ୍ୱାର ଜେଲରେ ତାହା ସ୍ଥିର…