Latest Odisha News

BREAKING NEWS

ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପାଇଁ ହେଲା ତାରିଖ ଘୋଷଣା ।  ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା  ।  ମାର୍ଚ୍ଚ ୧୦ରୁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା  । ଆଜି ଏ ନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି  ବୋର୍ଡ ସଭାପତି । ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ…

ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା: ଜାନୁଆରୀ ୧୩ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଏବଂ ବିର୍ସା ମୁଣ୍ଡା ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ । ଏହାକୁ ଦୃଷ୍ଟିରେ ରଖି ମାତ୍ର ୧୫ ମାସ ମଧ୍ୟରେ ନିର୍ମିତ ହୋଇଛି ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମ । ଭାରତର…

ବୋମା ପକାଇ ଦିଅ ପଛେ ନଷ୍ପତ୍ତି ବଦଳାଇବୁନି-ମହିଳାଙ୍କ ଉଚ୍ଚଶିକ୍ଷାକୁ ନେଇ ଏମିତି କହିଲେ ତାଲିବାନ ମନ୍ତ୍ରୀ

କାବୁଲ: ପୁଣି ମହିଳାଙ୍କୁ ତାଲିବାନ ଶାସନର ନାଲି ଆଖି  । ମିହଳାଙ୍କ ଉଚ୍ଚଶିକ୍ଷାକୁ ପୁଣି କଡା ଭାଷାରେ ବିରୋଧ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ମହିଳାଙ୍କ ଉଚ୍ଚଶିକ୍ଷାକୁ ବିରୋଧ କରି ତାଲିବାନ ସରକାରର ଉଚ୍ଚଶିକ୍ଷା ମନ୍ତ୍ରୀ ନିଦା ମୋହମ୍ମଦ ନଦୀମ କହିଛନ୍ତି, ଆଫଗାନସ୍ତାନରେ ବୋମା…

‘ଟୁନୁ.. ମେରା ବଚ୍ଚା ..’ତୁନିଷାଙ୍କ ଜନ୍ମଦିନରେ ଏମିତି ଭାବବିହ୍ୱଳ ବାର୍ତ୍ତା ଦେଲେ ସୀଜାନଙ୍କ ଭଉଣୀ

ମୁମ୍ବାଇ: “ଟୁନ୍ନୁ ମେରା ବଚ୍‌ଚା ! ମୁଁ କେବେ ବି ଭାବି ନ ଥିଲି ତୋତେ ଏମିତି ଶୁଭେଚ୍ଛା ଜଣାଇବି ବୋଲି । ତୁ ଜାଣିଛୁ, ଆପି ପ୍ଲାନ କରିଥିଲା ତୋ ପାଇଁ ଏକ ସରପ୍ରାଇଜ । ତୁ ସେଦିନ ପ୍ରିନ୍ସେସ ଡ୍ରେସ ପିନ୍ଧିବୁ ବୋଲି ମୁଁ ଚାହୁଁଥିଲି । ମୁଁ ଚାହୁଁଥିଲି, ମୁଁ ତୋତେ ସଜେଇଥାନ୍ତିି । ତୋ ପାଇଁ…

ନୋଏଡାରେ ପୁଣି ହିଟ ଆଣ୍ଡ ରନ୍: ସ୍ୱିଗି ବଏଙ୍କୁ ଧକ୍କା ଦେଇ ୫୦୦ ମିଟର ଘୋଷାଡି ନେଲା କାର

ନୋଏଡା: ଦିଲ୍ଲୀରେ ଜଣେ ଯୁବତୀଙ୍କୁ କାର ତଳେ ୧୨ କିମି ଘୋଷାଡି ନେବା ଘଟଣାକୁ ନେଇ ସାରା ଦେଶ ପଡୁଛି, ଉଠୁଥିବାବେଳେ ପୁଣି ସାମ୍ନାକୁ ଆସିଛି ଏହି ଭଳି ଏକ ହୃଦୟ ବିଦାରକ ଘଟଣା । ନୋଏଡାରେ  ଜଣେ ସ୍ୱିଗି ଏଜେଣ୍ଟଙ୍କୁ ଜଣେ ଅଜ୍ଞାତ ଗାଡିଧକ୍କା ଦେବା ପରେ ତାଙ୍କୁ ୫୦୦ ମିଟର ଘୋଷାଡି ନେଇଛି…

କାଲି ଲଞ୍ଚ ହେବ 5G: କେତେ ରହିଛି ପ୍ରାଇସ ଏବଂ କେମିତି ପାଇବେ ସୁବିଧା

ଭୁବନେଶ୍ଠର: ଆସନ୍ତାକାଲିଠାରୁ ଓଡ଼ିଶାରେ ଲାଗି ହେବ ୫ଜି ସେବା । 5G ସେବା ପାଇବା ପାଇଁ ଚାହିଁ ରହିଥିବା ଉପଭୋକ୍ତାମାନଙ୍କ ସ୍ୱପ୍ନ ପୂରଣ ହେବ । ଆସନ୍ତାକାଲି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭୁବନେଶ୍ୱର ସୋଆ କ୍ୟାମ୍ପସ-୨ରେ ଏହାର ଉଦ୍ଘାଟନ…

ସର୍କସରେ ଚାଲିଥିଲା ବାଘଖେଳ, ପଛପଟୁ ଟ୍ରେନରଙ୍କୁ ମାଡ଼ି ବସିଲା ଆଉ ଏକ ବାଘ

ଚାଲିଥିଲା ସର୍କସ  । ଦର୍ଶକ ମଜ୍ଜି ଯାଇଥିଲେ । ତାଳିମାଡରେ କମ୍ପୁଥିଲା ପରିବେଶ । ହଠାତ୍ ଘଟିଲା ଭୟଙ୍କର କାଣ୍ଡ । ବାଘକୁ ନେଇ ଖେଳ ଦେଖାଉଥିଲେ ଜଣେ ଟ୍ରେନର । ହଠାତ ବାଘଟି  ଆସିଲା ଆଉ ଟ୍ରେନରଙ୍କ ଗୋଡକୁ କାମୁଡି ଧରିଲା । ଆଉତା ପରେ ହସଖୁସିରେ ଉଛୁଳି ପଡୁଥିବା ପଡିଆ ଥରି ଉଠିଲା…

‘ରତ୍ନଭଣ୍ଡାର ଲୁଟ ହୋଇଛି ଜାଣି ସରକାର ମରାମତି କରୁନାହାନ୍ତି’

ପୁରୀ: ରତ୍ନ ଭଣ୍ଡାର ଲୁଟ ହୋଇଛି । ଏକଥା ସରକାର ଜାଣିଛନ୍ତି । ତେଣୁ ମରାମତି କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏମିତି କହି ସରକାରଙ୍କ ଉପରେ ବର୍ଷିଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ପୁଣି ତେଜିଛି ରତ୍ନଭଣ୍ଡାର ପ୍ରସଙ୍ଗ। ଆସନ୍ତାକାଲି ହାଇକୋର୍ଟରେ…

ମୁଁ ତୋ ଭାଇ..ମୁଁ ଥିଲେ ତୋର ଚିନ୍ତା ନାହିଁ.. ଭାଇରାଲ ହେଲା ଭାଇଭଉଣୀ ସ୍ନେହର ଭାବବିହ୍ୱଳ ଭିଡିଓ

ମୁଁ ତୋ ଭାଇ…କେବେ ଖରା କେବେ ଛାଇ । ମୁଁ ଥିଲେ ତୋର ଭୟ ନାହିଁ । ଭାଇ ସବୁବେଳେ ଏମିତି । ରାଗିଗଲେ ଗାଳି ଦି ସିନା, କୁନି ଭଉଣୀର ଶୁଖିଲା ମୁହଁ ଦେଖିଲେ କୋଳେଇ ନିଏ । ଏ ବି ଭାଇଟିଏ । ବୟସ ବହୁତ ବେଶି ନ ହେଲେ ବି କୁନି ଭଉଣୀର ସେ ବଡ ଭାଇ ।ତେଣୁ  କୁନି ଭଉଣୀକୁ ଆଞ୍ଚ ଆଣିବାକୁ ସେ ଦେବ…

ଜାହାଜରେ ରୁଷ ନାଗରିକଙ୍କ ମୃତ୍ୟୁ: ରହସ୍ୟରୁ ପରଦା ହଟାଇବ ଶବ ବ୍ୟବଚ୍ଛେଦ ରିପୋର୍ଟ

ପାରାଦୀପ( କର୍ମଜିତ୍ ଜେନା ) : ଜାହାଜରେ ରୁଷ ନାଗରିକଙ୍କ ମୃତ୍ୟୁ ଘଟଣା ଉପରୁ ଏବେ ହଟିନି ରହସ୍ୟର ପରଦା । ରୁଷ ନାଗରିକ ତଥା  'ଏମ୍ .ଭି. ଅଲଦାନା'  ଜାହାଜର ଚିଫ ଇଞ୍ଜିନିୟର 'ମିଲ ଯିକୁବ ସର୍ଜିଇ' (୫୨)ଙ୍କj ମୃତ୍ୟୁ କିପରି ପରିସ୍ଥିତିରେ ଘଟିଲା ତାହା ସ୍ପଷ୍ଟ ହୋଇ ପାରୁନି । ପୂର୍ବରୁ ୨…