Latest Odisha News

BREAKING NEWS

ଖସିଲେ ଆଦାନୀ, ୧୦ ଧନୀ ତାଲିକାକୁ ଏଣ୍ଟ୍ରି ମାରିଲେ ଅମ୍ବାନୀ

ନୂଆଦିଲ୍ଲୀ:ଖସିଲେ ଅଦାନୀ, ଉଠିଲେ ଅମ୍ବାନୀ । ଧନୀ ତାଲିକାରେ ଗୌତମ ଆଦାନୀ ଯେତିକି ଯେତିକି ଖସିବାରେ ଲାଗିଛନ୍ତି, ମୁକେଶ ଅମ୍ବାନୀ ସେତିକି ଉଠିବାରେ ଲାଗିଛନ୍ତି । ପୁଣି ଥରେ ବିଶ୍ୱ ଧନୀ ତାଲିକାର ୧୦ ଧନୀଙ୍କ ତାଲିକାକୁ ଏଣ୍ଟ୍ରି ମାରିଛନ୍ତି ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀ।…

ସାରା ଦେଶ ଦେଖୁଛି, ଏକୁଟିଆ ଜଣେ କେତେ ଲୋକଙ୍କ ପାଇଁ ଭାରି ପଡୁଛି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରାଜ୍ୟସଭାରେ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ବିରୋଧୀଙ୍କୁ ଟାର୍ଗେଟ କରି  ମୋଦି କହିଛନ୍ତି, ଆଜି ସାରା ଦେଶ ଦେଖୁଛି, ଜଣେ ଏକୁଟିଆ କେତେ ଲୋକଙ୍କ ଉପରେ…

ବେଆଇନ ଗିରଫଦାରୀ ଅଭିଯୋଗ ମାମଲାରେ ହାଇକୋର୍ଟରେ ହାଜର ହେବେ କୋରାପୁଟ ଡିଏସପି, ଆଇଆଇସି 

କଟକ:ହାଇକୋର୍ଟରେ ହାଜର ହେବେ କୋରାପୁଟ ଡିଏସପି  ଓ ଟାଉନ ଥାନା ଆଇଆଇସି । ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବେଆଇନ ଗିରଫଦାରୀ ଅଭିଯୋଗ ନେଇ ଦାୟର ମାମଲାରେ କୋରାପୁଟ ଡିଏସପି ଓ ଟାଉନ ଥାନା ଅଧିକାରୀଙ୍କୁ ହାଜର ହେବା ପାଇଁ କୁହାଯାଇଛି ।…

ବାପାଙ୍କ କଥା ମନେ ପକାଇ ମଞ୍ଚ ଉପରେ କାନ୍ଦିଲେ ନବ ଦାସଙ୍କ ଝିଅ ଦୀପାଳି

ଝାରସୁଗୁଡା: ‘ଯେତେବେଳେ ଷ୍ଟେଜ ଉପରକୁ ଆସୁଥିଲି, କିଛି କହୁଥିଲି,  ସବୁବେଳେ ବାପା  ମୋ ପଛରେ ବସି ମୋତେ ହାତ ଦେଖାଇ ଉତ୍ସାହିତ କରୁଥିଲେ । ହେଲେ ଆଜି ମୁଁ କହୁଛି, କିନ୍ତୁ ପଛରେ ନାହାନ୍ତି…’ଶ୍ରଦ୍ଧାଞ୍ଜଳି ସଭାରେ ବାପାଙ୍କୁ ମନେ ପକାଇ କାନ୍ଦି ପକେଇେଲ ସ୍ୱର୍ଗତ ମନ୍ତ୍ରୀ ନବ ଦାସଙ୍କ…

କଅଁଳ ଦେହ ତଥାପି ମୃତ୍ୟୁ ସହ ଲଢିଲେ, ଭଗ୍ନସ୍ତୁପ ତଳୁ ଜୀବନ ନେଇ ଫେରିଲେ: ଦେଖନ୍ତୁ ଭିଡିଓ

ଧୀରେ ଧୀରେ ଶାନ୍ତ ହେଉଛି ତୁର୍କୀ ଓ ସିରିଆ । ଭଗ୍ନସ୍ତୁପ ତଳୁ ନିରବୀ ଗଲାଣି ଆକୁଳ ଚିତ୍କାର । ଭୟଙ୍କର ଭୂକମ୍ପରେ ୧୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି । ୮୦ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହୁରି ଅନେକ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି । କିଏ ଜାଣେ ମୃତ୍ୟୁ ସଂଖ୍ୟା…

ଗବେଷକଙ୍କ ଚାଞ୍ଚଲ୍ୟକର ବୟାନ: ଭୂକମ୍ପ ପରେ ୫ରୁ ୬ ମିଟର ଘୁଞ୍ଚିଯାଇଛି ତୁର୍କୀ

ଇସ୍ତାନବୁଲ: ଭୂକମ୍ପ ପରେ ୫ରୁ ୬ ମିଟର ଘୁଞ୍ଚି ଯାଇଛି ତୁର୍କୀ ।  ଭୂକମ୍ପ ଗବେଷକ କାର୍ଲୋ ଡୋଗ୍ଲିୟୋନୀଙ୍କ କହିବା ଅନୁଯାୟୀ, ଭୂକମ୍ପ ପରେ ତୁର୍କୀ ୫ରୁ ୬ ମିଟର ପର୍ଯ୍ୟନ୍ତ ଖସି ଯାଇଛି । ସୁରିଆ ତୁଳନାରେ ତୁର୍କୀର ଟେକ୍ଟୋନିକ ପ୍ଲେଟ ୫ରୁ ୬ ମିଟର ପର୍ଯ୍ୟନ୍ତ ଖସି ଯାଇଛି । ପ୍ରକୃତରେ…

ଫେବୃଆରୀରେ ଜଳିଲା ରାଜଧାନୀ;  ୩୫ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର: ଆଜିଠାରୁ ବଢିଲାଣି ତାପମାତ୍ରା  । ଜଳିଲାଣି ସହର । ଗତକାଲି ଭୁବନେଶ୍‌୰ର ତାପମାତ୍ରା ୩୫ ଡିଗ୍ରୀ ଟପିଥିଲା । ଗତକାଲି ରାଜଧାନୀର ତାପମାତ୍ରା ୩୫.୪ ଡିଗ୍ରୀ ଥିବା ରେକର୍ଡ କରାଯାଇଛି । ଖାଲି ରାଜଧାନୀ ନୁହେଁ, ନୟାଗଡ ତାପମାତ୍ରା ମଧ୍ୟ ୩୫ ଡିଗ୍ରୀ ଛୁଇଁଛି ।   ଦାରିଂବାଡି,…

ୱେବସାଇଟରେ ଅପଲୋଡ ହେଲା ମାଟ୍ରିକ ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ

କଟକ:ୱେବ ସାଇଟରେ ମିଳିଲା ମାଟ୍ରିକ ପରୀକ୍ଷା ସମ୍ପର୍କିତ ସମସ୍ତ ସୂଚନା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ୱେବସାଇଟରେ ଅପଲୋଡ କରାଯାଇଛି । ବୋର୍ଡ ଦ୍ୱାରା ପରିଚାଳିତ ନବମ ଓ ଦଶମ ଶ୍ରେଣୀ ୨ୟ ସବମେଟିଭ ଆସେସମେଣ୍ଟ  (ଏସଏ-୨)ପରୀକ୍ଷା ସମ୍ପର୍କିତ ସମସ୍ତ ତଥ୍ୟ ଏଣିକି ୱେବ…

ବ୍ରିଟେନ ସଂସଦରେ ଜେଲେନସ୍କିଙ୍କ ଦମ୍ଭୋକ୍ତି: ଯୁଦ୍ଧରେ ରୁଷ ହାରିବ

ଲଣ୍ଡନ:ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମାର ଜେଲେନସ୍କି ବୁଧବାର ବିସ୍ଫୋରକ ବୟାନ ଦେଇ କହିଛନ୍ତି ରୁଷ ତାଙ୍କ ଦେଶ ସହ ଯୁଦ୍ଧ କରି ହାରି ଯାଇଛି । ମସ୍କୋ ସୈନ୍ୟ ଆକ୍ରମଣ କରିବାର ପ୍ରଥମ ଦିନରୁ ଯୁଦ୍ଧଗ୍ରସ୍ତ ଦେଶ ୟୁକ୍ରେନକୁ ବ୍ରିଟେନ ସମର୍ଥନ କରିଥିବାରୁ ଜେଲେନସ୍କି କୃତଜ୍ଞତା ପ୍ରକାଶ…

ହୀନ ରାଜନୀତି ଛାଡୁନି ପାକିସ୍ତାନ: ୱାଘା ସୀମାରେ ୧୯୦ ହିନ୍ଦୁଙ୍କୁ ଅଟକାଇଲେ ପାକ ଅଧିକାରୀ

ଇସଲାମବାଦ: ଗୋଟିଏ ପଟେ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ଦେଶର ଆର୍ଥିକ ସଙ୍କଟରୁ ମୁକ୍ତି ପାଇଁ ଅନ୍ୟ ରାଷ୍ଟ୍ର ପାଖରେ ହାତ ପତଉଛି । ଦେଶ ଭିକାରୀ ହୋଇଗଲାଣି କହି ମୁଣ୍ଡ ପିଟୁଛନ୍ତି ପାକ ପ୍ରଧାନମନ୍ତ୍ରୀ  । ହେଲେ ଭାରତ ବିରୋଧୀ ବୟାନବାଜିରୁ କିନ୍ତୁ ଓହରି…