Latest Odisha News

BREAKING NEWS

ବିମାନରେ ସହଯାତ୍ରୀଙ୍କୁ ଏମିତି ସାହାଯ୍ୟ ଅନିଲ କପୁର, ଭାବୁକ ହେଲେ ଯୁବତୀ

ନୂଆଦିଲ୍ଲୀ: ବେଳେବେଳେ ଛୋଟ ଛୋଟ ଘଟଣା ସୁନ୍ଦର ସ୍ମୃତି ହୋଇ ମନରେ ରହିଯାଏ । ଯେତେବେଳେ ଏହି ସ୍ମୃତି ମନେ ପଡେ ତାହାର ମହକ ମୁହୂର୍ତ୍ତକ ପାଇଁ ହେଉ ପଛେ ମନକୁ ମହକାଇ ଦିଏ । ସୋସିଆଲ ମିଡିଆରେ ଜଣେ ମହିଳା ଏମିତି ଏକ ଅନୁଭୂତି ସେୟାର କରିଛନ୍ତି । ସେ କହିଛନ୍ତି, ଛୋଟ ଛୋଟ କାମ…

ରୋଗ ଛଡ଼ାଇବା ପାଇଁ ଦେଢ ବର୍ଷର ଶିଶୁର ଦାନ୍ତ ଭାଙ୍ଗି କଚାଡ଼ି ଦେଲା ତାନ୍ତ୍ରିକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବୁଲନ୍ଦ ସହର ଜିଲ୍ଲାରେ ଘଟିଯାଇଛି ଚାଞ୍ଚଲ୍ୟକର ଘଟଣା । ରୋଗ ଭଲ କରିବା  ନାଁରେ ଜଣେ ତାନ୍ତ୍ରିକ ଛୋଟ ଶିଶୁର ଦାନ୍ତ ଭାଙ୍ଗି ଦେବା ସହ ତାଙ୍କୁ କଚାଡି ମାରିଦେଇଛି । ଅଭିଯୋଗ ପାଇବା ପରେ ପୋଲିସ ସଂପୃକ୍ତ ତାନ୍ତ୍ରିକକୁ ଗିରଫ କରିଛି । ଘଟଣାର ଛାନଭିନ ବି…

ଭାରତରେ ପ୍ରଥମ: ଜମ୍ମୁ କଶ୍ମୀରରେ ମିଳିଲା ଲିଥିୟମ ଖଣିର ସନ୍ଧାନ

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ଠାବ ହୋଇଛି ଲିଥିୟମ ଭଣ୍ଡାର । ଏହି ଲିଥିୟମ ଖଣି ଜମ୍ମୁ କଶ୍ମୀରରେ ଠାବ ହୋଇଛି । ଏଠାରେ ପ୍ରାୟ ୫୯ ଲକ୍ଷ ଟନ ଲିଥିୟମ ଥିବା ଅନୁମାନ କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ସୂଚନା ମିଳିଛି  । ଲିଥିୟମ ଏକ ଅଣ ଲୌହ ଧାତୁ ଯାହା…

ବିଧାନସଭାରେ ମୁଖ୍ୟମନ୍ତ୍ରୀ ପଢିଲେ ଗତବର୍ଷର ବଜେଟ; ତାତିଲେ ବିରୋଧୀ

ଜୟପୁର:ରାଜସ୍ଥାନ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି ବଜେଟ ଉପସ୍ଥାପନ କରୁଥିଲେ । ବିଜେଟ ଉପସ୍ଥାପନ ସମୟରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଛନ୍ତି ।  ଏଥିଯୋଗୁ ଗୃହକୁ ଅଧଘଣ୍ଟାଏ ପାଇଁ ମୁଲତବୀ ରଖାଯାଇଥିଲା । ବିପକ୍ଷ ଅଭିଯୋଗ ଥିଲା ଯେ, ମୁଖ୍ୟମନ୍ତ୍ରୀ ପୁରୁଣା ବଜେଟ…

ଭୁବନେଶ୍ୱରରେ ମହାମହିମ: କ’ଣ ରହିଛି ରାଷ୍ଟ୍ରପତିଙ୍କ ୨ ଦିନିଆ କାର୍ଯ୍ୟକ୍ରମ, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱରରେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି   ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଓହ୍ଲାଇଛନ୍ତି । ବିମାନ ବନ୍ଦରରେ ରାଜ୍ୟପାଳ ଓ  ମୁଖ୍ୟମନ୍ତ୍ରୀ   ତାଙ୍କୁ ସ୍ୱାଗତ କରିଛନ୍ତି । ବିମାନବନ୍ଦରରୁ ସିଧାସଳଖ ରାଜଧାନୀର ଉତ୍କଳ ମଣ୍ଡପରେ…

ରାଜଧାନୀରେ ଚାଞ୍ଚଲ୍ୟ: ଯୁବକଙ୍କୁ ଅପହରଣ କରି ନେଉଥିଲେ, ଚଳନ୍ତା କାରରୁ ଡେଇଁ ଜୀବନ ହାରିଲେ

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଚାରଆଡେ କଡା ସୁରକ୍ଷା ବ୍ୟବସ୍ଥା । ତଥାପି ପୋଲିସକୁ ଚାଲେଞ୍ଜ ଦେଇ କିଛି  ଦୁର୍ବୃତ୍ତ  ଗତକାଲି ରାତି ୯ଟା ୩୦ରେ ଜଣେ ଯୁବକଙ୍କୁ ଅପହରଣ କରି ନେଉଥିଲେ । ତେବେ ଚଳନ୍ତାକାରରୁ ତଳକୁ ଡେଇଁପଡି ଖସି ଆସିବାକୁ ଚେଷ୍ଟା କରିଥିଲେ ଯୁବକ ଜଣକ । ଥାନାରେ…

ଦୁର୍ଘଟଣାରେ ଚାଲିଗଲେ ବାପା, ମା ଓ ଝିଅ : ହସ୍ପିଟାଲ୍‌ ବେଡ୍‌ରେ ମୃତ୍ୟୁ ସହ ଲଢ଼ୁଛି ୧୫ ମାସର ପୁଅ

ବଲାଙ୍ଗୀର: ବଲାଙ୍ଗୀରରେ ଏକ ଭୟଙ୍କର ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି । ଗୋଟିଏ ପରିବାର ପୁରା ଛାରଖାର ହୋଇଯାଇଛି। ସ୍ୱାମୀ, ସ୍ତ୍ରୀ ଓ ଝିଅର ମୃତ୍ୟୁ ହୋଇଥିବା ବେଳେ ୧୫ ମାସର ଜୀବନ ସହ ସଂଘର୍ଷ କରୁଛି। ବଲାଙ୍ଗିର ଜିଲ୍ଲା ଦେଓଗାଁ ରାସ୍ତା ସିଂହଖମନ ଛକ ନିକଟରେ…

ମେ’ରେ ଓଜେଇଇ, ଆଜିଠୁ କରିବାକୁ ହେବ ଆବେଦନ

ଈୁବନେଶ୍‌:ର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଜାରି ହେଲା ସୂଚନା । ଆସନ୍ତା ମେ’ ପ୍ରଥମ ଓ ୨ୟ ସପ୍ତାହରେ ଅନୁଷ୍ଠିତ ହେବ ଓଜେଇଇ ପରୀକ୍ଷା । ରାଜ୍ୟରେ ଥିବା ସମସ୍ତ ସରକାରୀ ଏବଂ ଘରୋଇ ବିଶ୍‌:ବିଦ୍ୟାଳୟ ଓ କଲେଜରେ ବି.ଫାର୍ମା, ବି.କାର୍ଟ, ଏମ.ଏସସି(କମ୍ପ୍ୟୁଟର ସାଇନ୍ସ),…

ଆଜି ଗୋପାଳର ନାର୍କୋ ଟେଷ୍ଟ; ପଚରା ଯାଇପାରେ ଏହି ସବୁ ପ୍ରଶ୍ନ

ଭୁବନେଶ୍ୱର :ନବଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ଆଜି ହେବ ନାର୍କୋ ଟେଷ୍ଟ । ଗତକାଲି ଗୁଜରାଟର ଗାନ୍ଧିନଗରଠାରେ ତାର ପଲିଗ୍ରାଫି ଟେଷ୍ଟ ହୋଇଥିବାବେଳେ ଆଜି ନାର୍କୋ ଟେଷ୍ଟ କରାଯିବ । ତେବେ ନାର୍କୋ ଟେଷ୍ଟରେ କି କି ପ୍ରଶ୍ନ ପଚରାଯିବ ଗୋପାଳକୁ ? ଗୋପାଳକୁ କି ପ୍ରଶ୍ନ…

ଆଜି ଭୁବନେଶ୍ୱର ଆସିବେ ରାଷ୍ଟ୍ରପତି; କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକଙ୍କୁ ମନା

ଭୁବନେଶ୍ୱର:ଆଜି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ଦୁଇଦିନିଆ ଓଡ଼ିଶା ଗସ୍ତରେ ଗସ୍ତରେ ଆସି ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଦିନ ୧୧ଟା ୫୫ରେ ରାଷ୍ଟ୍ରପତି ବାୟୁସେନାର ଏକ ସ୍ଵତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିବେ । ରାଜ୍ୟପାଳ…