Latest Odisha News

BREAKING NEWS

ନିର୍ମଳାଙ୍କ ବଜେଟକୁ ତାଲିବାନ ସରକାରର ଭୁରି ପ୍ରଶଂସା

କାବୁଲ: କେନ୍ଦ୍ର ବଜେଟକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ଘେରିଥିବାବେଳେ ଆଫଗାନିସ୍ତାନର ତାଲିବାନ ସରକାର ଏହାକୁ ଭୁରି ଭୁରି ପ୍ରଶଂସା କରିଛି । କେନ୍ଦ୍ର ବଜେଟ ୨୦୨୩-୨୪କୁ ସ୍ୱାଗତ କରିବା ସହ ତାଲିବାନ ସରକାର କହିଛି ଏହି ବଜେଟରେ ଆଫଗାନିସ୍ତାନ ପାଇଁ ସହାୟତା ଘୋଷଣା କରିଛି ଯାହା ଦୁଇ…

ପଦ୍ମଭୂଷଣ ପାଇଁ ମନୋନୀତ ହୋଇଥିଲେ, ପାଇବା ପୂର୍ବରୁ ଚାଲିଗଲେ ଲୋକପ୍ରିୟ କଣ୍ଠଶିଳ୍ପୀ ବାଣୀ ଜୟରାମ

ଚେନ୍ନାଇ: ଆଉ ନାହାନ୍ତି କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ । ସୁନାମଧନ୍ୟ କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କର ଆଜି  ଚେନ୍ନାଇର ନୁଙ୍ଗାମ୍ବକ୍କମସ୍ଥିତ ତାଙ୍କ  ବାସଭବନରେ ଦେହାନ୍ତ  ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା ।   ପଦ୍ମଭୂଷଣରେ ସମ୍ମାନ ପାଇଁ ମନୋନୀତ  ହୋଇଥିଲେ…

ପାଇଖାନା ଟାଙ୍କି କାଗଜ ପରେ ଏବେ ଡାଏରୀରୁ ହତ୍ୟା ସୁରାକ ଖୋଜିବ କ୍ରାଇମବ୍ରାଞ୍ଚ

ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ଦିନକୁ ଦିନ ଅଡୁଆ ସୁତା ପରି ଗୁଡେଇ ହୋଇଯାଉଛି । ଯେତେ ଫିଟାଇଲେ ସେତେ ଗଣ୍ଠି ବାହାରୁଛି । ଦିନକୁ ଦିନ ସାମ୍ନାକୁ ଆସୁଛି ଚମକାଇ ଦେବା ପରି ଘଟଣା । ଅଭିଯୁକ୍ତ ଗୋପାଳ ଅଳ୍ପ ଅଳ୍ପ କହୁଛନ୍ତି ।  ତାଙ୍କର ଗୋଟିଏ ଗୋଟିଏ…

ବିଧାୟକଙ୍କୁ ଘାରିଲା PSO ଭୟ : ଜୟ ନାରାୟଣଙ୍କ ପରେ ସୌମ୍ୟ ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର: କ୍ଷମତାରେ ଥିବା ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ  ନବ ଦାସଙ୍କୁ ASI ଗୁଳି କରି ହତ୍ୟା କରାଯିବା ଘଟଣା  ନେଇ ସାରା ରାଜ୍ୟରେ ଖାଲି ଚର୍ଚ୍ଚା ନୁହେଁ ଭୟର ବାତାବରଣ ସୃଷ୍ଟି କରିଛି । ବିଶେଷ କରି ଏହି ଘଟଣା ବିଧାୟକମାନଙ୍କ ମନରେ ଛନକା ଭରି ଦେଇଛି । ଜଣେ ଜନ ପ୍ରତିନିଧିଙ୍କର…

ଗୋପାଳଙ୍କ ବାସଭବନରେ କ୍ରାଇମବ୍ରାଞ୍ଚ ଟିମ; ଏଇଠି ଲୁଚିଛି କି ହତ୍ୟା ରହସ୍ୟ ?

ଝାରସୁଗୁଡା: ପୂ୍ର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ତଦନ୍ତ ଜୋରଦାର କରିଛି କ୍ରାଇମବ୍ରାଞ୍ଚ ଟିମ । ଆଜି ଗୋପାଳଙ୍କୁ ଧରି କ୍ରାଇମବ୍ରାଞ୍ଚ ଟିମ ବ୍ରଜ ରାଜରାଜନଗର  ଯାଇଛି । ସେଠାରେ ଗୋପାଳ ଦାସଙ୍କୁ ତାଙ୍କ ସରକାରୀ ବାସଭବନକୁ ନେଇ କ୍ରାଇମବ୍ରାଞ୍ଚ ତନାଘନା  କରିଛି…

ସୁପ୍ରିମକୋର୍ଟକୁ ଖୁବ ଶୀଘ୍ର ମିଳିପାରନ୍ତି ୫ ନୂଆ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ନିଯୁକ୍ତି ପାଇବାକୁ ଥିବା ୫ ଜଣ ଜଜଙ୍କ ନିଯୁ୍କ୍ତିକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇପାରନ୍ତି । ଏହି ୫ ଜଣଙ୍କ ମଧ୍ୟରେ ୩ ଜଣ ହାଇକୋର୍ଟ ମୁଖ୍ୟ ବିଚାରପତି ଥିବାବେଳେ  ୨ ଜଣ ହାଇେକାର୍ଟ ଜଜ ଅଛନ୍ତି । ସୁପ୍ରିମକୋର୍ଟ କଲେଜିୟମ ଗତ ଡିସେମ୍ବର ୧୩ ତାରିଖରେ…

ଘୃଣା ଉଦ୍ରେକକାରୀ ଭାଷଣ ଦେବା ଅଭିଯୋଗରେ ପାକିସ୍ତାନୀ ଆଙ୍କର ଗିରଫ

ଇସଲାମବାଦ: ପାକିସ୍ତାନର ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏଫଆଇଏ ଘୃଣାଭାବ ସୃଷ୍ଟିକାରୀ ଭାଷଣ ଦେବା ତଥା କ୍ଷମତାସୀନ ସରକାରଙ୍କୁ ସମାଲୋନା କରିବା ଅଭିଯୋଗରେ  ଜଣେ ନ୍ୟୁଜ ଆଙ୍କରଙ୍କୁ ଗିରଫ କରିଛି । ନ୍ୟୁଜ ଆଙ୍କର ଇମରାନ ରିଆଜ ଖାନ ପାକିସ୍ତାନ ଶେହବାଜ ସରିଫଙ୍କ ନେତୃତ୍ୱ ନେଉଥିବା…

ଅର୍ଚ୍ଚନା-ଜଗବନ୍ଧୁଙ୍କ ବିରୋଧରେ ୨୪ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ

ଭୁବନେଶ୍ୱର: ଶେଷରେ ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ ମାମଲାରେ ଦାଖଲ ହେଲା ଚାର୍ଜସିଟ୍ । ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ନାଁରେ ଦାଖଲ ହୋଇଛି ୨୪ଶହ ପୃଷ୍ଠାର ଚାର୍ଜସିଟ୍ । ଖଣ୍ଡଗିରି ପୁଲିସ ଜେଏମଏଫସି-୫ କୋର୍ଟରେ ଏହି ଚାର୍ଜସିଟ୍ ଗୁରୁବାର ଦାଖଲ କରିଛି ।…

ଦେଶରେ ୮୭ ପ୍ରତିଶତ ମନ୍ତ୍ରୀ କୋଟିପତି; କର୍ଣ୍ଣାଟକର ମନ୍ତ୍ରୀ ସବୁଠାରୁ ଧନୀ

ନୂଆଦିଲ୍ଲୀ:ଦେଶରେ ଅନକେ ଗରିବ ଅଛନ୍ତିଏକଥା ସତ । ଅନ୍ୟପକ୍ଷେ କୋଟିପତିଙ୍କର ବି ଅଭାବ ନାହିଁ । ଆମ ଦେଶରେ ସବୁ ମନ୍ତ୍ରୀ କୋଟିପତି । ଦେଶର ୮୭ ପ୍ରତିଶତ ମନ୍ତ୍ରୀ କୋଟିପତି । ୨୮ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୫୫୮ ମନ୍ତ୍ରୀଙ୍କ ମଧ୍ୟରୁ ୫୮୬ ଜଣ ମନ୍ତ୍ରୀ କୋଟିପତି ।…

ଆଜିଠୁ ୧୦ ଜିଲ୍ଲାରେ ଖୋଲିବ ଭର୍ଚୁଆଲ ହାଇକୋର୍ଟ

କଟକ : ଆଜି ରାଜ୍ୟରେ ଉଦ୍‌ଘାଟିତ ହେବ ଭର୍ଚୁଆଲ ହାଇକୋର୍ଟ । ରାଜ୍ୟର ପ୍ରାୟ ୧୦ଟି ଜଜ୍‌ସିପରେ ଏହି ଭର୍ଚୁଆଲ ହାଇକୋର୍ଟ ଶୁକ୍ରବାର କାର୍ଯ୍ୟା ଆରମ୍ଭ କରିବ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ୧୦ଟି ଜଜ୍‌ସିପରେ ଭର୍ଚୁଆଲ ହାଇକୋର୍ଟକୁ ଉଦଘାଟନ…