କୁଳାଙ୍ଗାର ଉବାଚ : ମୁଁ ଆଉ କବିତା ଲେଖିବି କ’ଣ ?
କବି କୁଳାଙ୍ଗାର
ସପନ ହଜୁଛି ଜୀବନ ବିନ୍ଧୁଛି
କରୋନା ହସୁଛି ମଣିଷ କାନ୍ଦୁଛି
ମୁଣ୍ଡ ହୋଇଯାଏ ଟିଣ !
ମୁଁ ଆଉ କବିତା ଲେଖିବି କ'ଣ ?
ତଥାପି ଅଛନ୍ତି ଗାଲୁଆ ଅନେକ
ମାନନ୍ତିନି କଟକଣା;
ବୁଲନ୍ତି ନିର୍ଧୁମ ପକେଟରୁ ପଛେ
ଜୋରିମନା ହେଉ ଗଣା !
ଠେଙ୍ଗାକୁ ଚଳାନ୍ତି ମାମୁଁ ଗଣ…