ଗଳ୍ପ : ନିଷ୍ପତ୍ତି
ଶ୍ୱେତପଦ୍ମା ପାଢ଼ୀ
ରାତି ସାରା କାନ୍ଦି କାନ୍ଦି ମୀରାର ମୁହଁ ଆଖି ଲାଲ ପଡ଼ି ଫୁଲି ଯାଇଛି । ଏଇ ଘନ ଅନ୍ଧକାର ଅମାବାସ୍ୟାରେ ସେ ଖୋଜି ପାଇ ପାରୁନି ଜୀବନର ଗନ୍ତବ୍ୟ ସ୍ଥଳ , ବଞ୍ଚିବାର ଲକ୍ଷ୍ୟ । ଜୀବନର ଗତିପଥ ବଦଳାଇବାକୁ ଯେତେ ଚେଷ୍ଟା କରୁଛି ସମୟର ଚକ୍ରବ୍ୟୁହରେ ସେତେ ଭିତରକୁ ଧସି…