Latest Odisha News

BREAKING NEWS

ତିନିଦିନ ପାଇଁ କାମାକ୍ଷାନଗର NAC ସଟଡାଉନ୍

ଢେଙ୍କାନାଳ: କରୋନା କବଳକୁ ଆସୁଛି ଢେଙ୍କାନାଳ ଜିଲ୍ଲା । ଅନ୍ୟ ଜିଲ୍ଲା ଗୁଡିକ ଭଳି ଢେଙ୍କାନାଳ ଜିଲ୍ଲାରେ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ରବିବାର ଦିନ ଏଠାରୁ ୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରେ କେବଳ କାମାକ୍ଷାନଗର ଏନଏସିରୁ ଅଛନ୍ତି ୧୯ ଜଣ ଆକ୍ରାନ୍ତ…

ବାଲୁକା କଳାରେ ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ଦେଶର ସମ୍ମାନସ୍ପଦ ନେତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କର ଆଜି ହେଉଛି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ବର୍ଷେ ତଳେ ଆଜିର ଦିନରେ ସୁଷମା ପ୍ରାଣ ହରାଇଥିଲେ । ତାଙ୍କ ବିଦାୟ ସହ ଭାରତ ହରାଇଥିଲା ଏକ ମହାନ ରାଜନେତ୍ରୀ । ଆଜି ତାଙ୍କର…

ପୁଅ ପଜିଟିଭ; ମାଆକୁ ମିଳିଲାନି କାନ୍ଧ !

କୁଜଙ୍ଗ: କରୋନା ଯେତେ ବଢୁଛି ସେତିକି ହଜି ଯାଉଛି ମାନବିକତା । ଏହାର ଆଉ ଏକ ଉଦାହରଣ ସମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ,କରୋନା ସଂକ୍ରମିତ ହୋଇଥିଲେ ସେନାବାହିନୀର ଜଣେ ଯବାନ। ଏହାର କିଛିଦିନ ପରେ ପ୍ରାଣ ହରାଇଥିଲେ ତାଙ୍କ ମାଆ। ମୃତ ମା’ଙ୍କୁ କାନ୍ଧ ଦେବାକୁ ଆଗକୁ ଆସିଲେନି…

କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେ ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ କମଲା ରାଣୀ ବରୁଣ

ଲକ୍ଷ୍ନୌ: ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ କମଲା ବରୁଣଙ୍କର ଦେହାନ୍ତ ଘଟିଛି। ତାଙ୍କର ସମ୍ପୂର୍ଣ୍ଣ ନାମ କମଳା ରାଣୀ ବରୁଣ ଅଟେ । ସେ ୟୁପି ବିଧାନସଭା ସଦସ୍ୟା ଥିଲେ। ଏହାପୂର୍ବରୁ ସେ ସାଂସଦ ମଧ୍ୟ ରହିଛନ୍ତି। କମଲା ବରୁଣ ୟୁପି ସରକାରରେ ଵୈଷୟିକ ଶିକ୍ଷା ମନ୍ତ୍ରୀ ଥିଲେ। କମଲା ବରୁଣ…

ବେଲଗାମ୍ ହେଲାଣି ସଂକ୍ରମଣ: ୨୪ ଘଣ୍ଟାରେ ୫୭ ହଜାର ପାର ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୫୭,୧୧୭ ଜଣ ସଂକ୍ରମିତ ହୋଇଥିବା ବେଳେ ୭୬୪ ଜଣଙ୍କର ଜୀବନ…

[ଦେଖନ୍ତୁ ଭିଡ଼ିଓ]: ଲଗାଣ ବର୍ଷା ପରେ ଉତ୍ତରାଖଣ୍ଡରେ ଭୁସ୍ଖଳନ

ଉତ୍ତରାଖଣ୍ଡ: ଲଗାତାର ବର୍ଷା ହେତୁ ଗତ ସନ୍ଧ୍ୟାରେ ଚାମୋଲି ଜିଲ୍ଲାର କୋଡିଆ ସ୍ଥିତ ବଦ୍ରିନାଥ ଜାତୀୟ ରାଜପଥରେ ଏକ ଭୂସ୍ଖଳନ ହୋଇଛି। ମାଟି ଧସେଇ ପଡ଼ିଥିବାରୁ ଜାତୀୟ ରାଜପଥର ଏକାଧିକ ସ୍ଥାନକୁ ଅବରୋଧ କରାଯାଇଛି। ରାସ୍ତା ସଫେଇ କାର୍ଯ୍ୟ ବର୍ତ୍ତମାନ ଚାଲୁ ରହିଛି । ଦେଖନ୍ତୁ ଭିଡ଼ିଓ:…

୨୪ ତାରିଖରେ ମୃତ୍ୟୁ, ୨୮ ତାରିଖରେ ଜାଣିଲେ ପରିବାର ଲୋକେ

ବ୍ରହ୍ମପୁର : ବାପା କୋଭିଡ କେୟାର ହସ୍ପିଟାଲରେ ଚିକିତ୍ସାଧୀନ । କିନ୍ତୁ ଗତ ୨୪ତାରିଖରୁ ତାଙ୍କ ସହ ଯୋଗାଯୋଗ ହୋଇପାରୁନ ଥିବାରୁ ବ୍ୟସ୍ତ ବ୍ୟବ୍ରତ ହୋଇ ହେଲପ ଲାଇନ ନମ୍ବରକୁ କଲ କରୁଛି ପୁଅ । କେତେବେଳେ ଉତ୍ତର ଆସୁଛି ରୋଗୀ ଆଇସିୟୁରେ ଅଛନ୍ତି ତ କେତେବେଳେ କହୁଛନ୍ତି ୱାର୍ଡକୁ ଆସିଲେଣି ଆଉ…

ଭବାନୀପାଟଣାରେ ୧୦ ପୋଲିସ କର୍ମୀଙ୍କୁ କରୋନା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଭବାନୀପାଟନରୁ ଆଉ ଦଶ ଜଣ ପୋଲିସ କର୍ମଚାରୀ କରୋନାଭାଇରସ୍ ପଜିଟିଭ୍ ବାହାରିଛନ୍ତି। ସରକାରୀ ସୂତ୍ର ଅନୁଯାୟୀ, ପୋଲିସ୍ କର୍ମଚାରୀଙ୍କ ସ୍ବାବ୍ ନମୁନା ପୂର୍ବରୁ ପରୀକ୍ଷା ପାଇଁ ପଠାଯାଇଥିଲା। ପରବର୍ତ୍ତୀ ସମୟରେ ୧୦ ଜଣ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ…

ନଗମାଙ୍କ ମିଛକୁ ସମ୍ପୂର୍ଣ୍ଣ ଷ୍ଟାଇଲରେ ପଦାରେ ପକାଇଲେ କୁଇନ କଙ୍ଗନା

ମୁମ୍ବାଇ:ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣାରେ କୁଇନ କଙ୍ଗନା ରାନାୱତ ଖୋଲାଖୋଲି ଭାବେ ନେପଟୋଜିମକୁ ଏଥିପାଇଁ ଦାୟୀ କରିଛନ୍ତି । ତାଙ୍କର ଏହି ପଦକ୍ଷେପକୁ ଅନେକ ପ୍ରଶଂସା କରୁଥିବା ବେଳେ ବିରୋଧୀ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଦକ୍ଷିଣ ଭାରତ ଅଭିନେତ୍ରୀ ନଗମା…

କୋଭିଡ କଟକଣା ଭାଙ୍ଗି ସିଲ ହେଲା ମାଲକାନଗିରିର ୭ ଟି ଦୋକାନ

ମାଲକାନଗିରି: କୋଭିଡ କଟକଣା ଭାଙ୍ଗିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଦୈନିକ ବଜାରରେ ଥିବା ୭ଟି ଦୋକାନକୁ ସିଲ କରିଛି ଜିଲ୍ଲା ପ୍ରଶାସନ । ତହସିଲଦାର ଟି. ପଦ୍ମନାଭ ଦୋରା ଏବଂ ଅତିରିକ୍ତ ତହସିଲଦାର ଚନ୍ଦ୍ରମଣି ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ୍ ଏହି ମାର୍କେଟକୁ…