କୋଭିଡ କଟକଣା ଭାଙ୍ଗି ସିଲ ହେଲା ମାଲକାନଗିରିର ୭ ଟି ଦୋକାନ
ମାଲକାନଗିରି: କୋଭିଡ କଟକଣା ଭାଙ୍ଗିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଦୈନିକ ବଜାରରେ ଥିବା ୭ଟି ଦୋକାନକୁ ସିଲ କରିଛି ଜିଲ୍ଲା ପ୍ରଶାସନ ।
ତହସିଲଦାର ଟି. ପଦ୍ମନାଭ ଦୋରା ଏବଂ ଅତିରିକ୍ତ ତହସିଲଦାର ଚନ୍ଦ୍ରମଣି ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ୍ ଏହି ମାର୍କେଟକୁ…