ଜନ୍ମଦିନ ପାଳନ କରିବେନି ସଚିନ
ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଚଳିତ ବର୍ଷ ତାଙ୍କ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି । ୨୪ ଏପ୍ରିଲରେ ସେ ୪୭ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି । ସାରା ବିଶ୍ୱ କରୋନା ମହାମାରୀ ସହ ଲଢ଼ୁଥିବା ବେଳେ ଜନ୍ମଦିନ ପାଳନ କରିବା ଠିକ୍ ହେବ ନାହିଁ ବୋଲି ସେ…