ନିଜ କାରର କାଚ ଭାଙ୍ଗିଦେଲେ ରୋହିତ ଶର୍ମା
ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଜୋରଦାର ଅଭ୍ୟାସ ଜାରୀ ରଖିଛନ୍ତି । ମୁମ୍ବାଇରେ ସେ ଅଭ୍ୟାସ କରୁଥିବା ବେଳେ ପ୍ରଶଂସକମାନେ ଏହାର ମଜା ମଧ୍ୟ ଉଠାଉଛନ୍ତି । ଶିବାଜୀ ପାର୍କ ନେଟ୍ସରେ ହିଟମ୍ୟାନ ଅଭ୍ୟାସ ଅବସରରେ…