ସାହିତ୍ୟରେ ନୋବେଲ୍; ହଙ୍ଗେରୀ ଲେଖକଙ୍କୁ ପୁରସ୍କାର
ନୂଆଦିଲ୍ଲୀ: ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ତରଫରୁ ଗୁରୁବାର ଦିନ ସାହିତ୍ୟରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି।
ହଙ୍ଗେରୀୟ ଲେଖକ ଲାସ୍ଜଲୋ କ୍ରାସ୍ନାହୋରକାଇଙ୍କୁ ୨୦୨୫ ମସିହା ପାଇଁ ସାହିତ୍ୟରେ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କର ମନମୁଗ୍ଧକର ଏବଂ…