Liquid ganja seized: ଓଡ଼ିଶାରେ ପ୍ରଥମ; ୮ କୋଟି ମୂଲ୍ୟର ତରଳ ଗଞ୍ଜେଇ ଜବତ
ମାଲକାନଗିରି:ମାଲକାନଗିରି ପୋଲିସ ୬୦ କିଲୋ ଓଜନର ତରଳ ଗଞ୍ଜେଇ ଜବତ କରିଛି, ଯାହାର ମୂଲ୍ୟ ୮ କୋଟି ଟଙ୍କା ହେବ । ଏପଟେ ଚଢ଼ାଉବେଳେ ଖସି ପଳାଇଲେ ବେପାରୀ। ତେବେ ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ।
ରବିବାର ସାମ୍ବାଦିକ ସମ୍ମିଳନୀରେ ଏସପି ବିନୋ ପାଟିଲ ଏଚ୍ ପ୍ରକାଶ…