ଚଳଚଞ୍ଚଳ ଧବଳେଶ୍ୱର ପୀଠ; ପଞ୍ଚୁକ ଓ ବଡ ଓଷାରେ ୧୫ ପ୍ଲାଟୁନ ଫୋର୍ସ ନିୟୋଜିତ
କଟକ: ପବିତ୍ର ପଞ୍ଚୁକ ବ୍ରତ ସମୟରେ କଟକର ବାବା ଧବଳେଶ୍ୱର ମନ୍ଦିରରେ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହେଉଛି। ଯାହାକୁ ନଜରରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଭକ୍ତମାନଙ୍କ ପାଇଁ ଏକ ସୁଗମ ଏବଂ ସୁରକ୍ଷିତ ଅନୁଭୂତି ସୁନିଶ୍ଚିତ କରିବା ପାଇଁ, ଜିଲ୍ଲା ପ୍ରଶାସନ ଏବଂ କଟକ ଗ୍ରାମୀଣ ପୋଲିସ…