ଲଣ୍ଡନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା, ତଦନ୍ତ ଦାବି…
ଲଣ୍ଡନ: ଲଣ୍ଡନର ଟାଭିଷ୍ଟକ୍ ସ୍କୋୟାରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା ଘଟଣା ଭାରତୀୟଙ୍କୁ ମର୍ମାହତ କରିଛି। ଏଥିସହିତ ଭାରତୀୟ ଉଚ୍ଚଆୟୋଗ ଏହି ଲଜ୍ଜାଜନକ କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛି ଏବଂ ଏହାକୁ ଅହିଂସାର ନୀତି ଉପରେ ଆକ୍ରମଣ ବୋଲି କହିିଛି।
ଏହି ଘଟଣା…