ମା’ ଓ ଝିଅକୁ ବାନ୍ଧି ବନ୍ଧୁକ ଦେଖାଇ ଲୁଟି ନେଇଗଲେ ୪୦ ଭରି ସୁନା, ୨୫ ଲକ୍ଷ ଟଙ୍କା
ସୁନ୍ଦରଗଡ: ବନ୍ଧୁକ ଦେଖାଇ, ହାତଗୋଡ଼ ବାନ୍ଧି ୪୦ ଭରି ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି l ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ହାଟପଦା ନିକଟରେ ଜଣେ ବ୍ୟବସାୟୀଙ୍କ ଘରେ ପଶି ବନ୍ଧୁକ ଦେଖାଇ ଏହି ଲୁଟ୍ କରିଛନ୍ତି ଦୁର୍ବୃତ୍ତ ମାନେ l
ଗତକାଲି ବିଳମ୍ବିତ ରାତିରେ ୫ ମୁଖାପିନ୍ଧା…