Latest Odisha News

BREAKING NEWS

ଅକ୍ଟୋବର ୯ରୁ ବିଜେଡିର ଏକ ମାସଧରି ଜନସମ୍ପର୍କ ପଦଯାତ୍ରା…

ଭୁବନେଶ୍ୱର: ଚଳିତ ବର୍ଷ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଓ ସାର୍ବଜନୀନ ଦଶହରା ପଡୁଥିବାରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ପାଇଁ ସଂକଳ୍ପ ନିଆଯିବ। ଏହାପରେ ଅକ୍ଟୋବର ୯ ତାରିଖ ଗୋପବନ୍ଧୁ…

କିଟ୍‍ ବିଶ୍ୱବିଦ୍ୟାଳୟର ୨୧ତମ ସମାବର୍ତ୍ତନ ସମାପନ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟର ୨୧ତମ ସମାବର୍ତ୍ତନ ରବିବାର ସମାପନ ହୋଇଛି। ତିନିଦିନ ଧରି ଚାଲିଥିବା ଏହି ସମାବର୍ତ୍ତନ ଉତ୍ସବରେ ୧୯୫ଜଣ ଛାତ୍ରଛାତ୍ରୀଙ୍କୁ ପିଏଚ୍‍ଡି, ୨୦୩୪ଜଣଙ୍କୁ ସ୍ନାତକୋତ୍ତର, ୭୨୩୨ ଜଣଙ୍କୁ ସ୍ନାତକ ଡିଗ୍ରୀ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଶ୍ରୀଲଙ୍କାର…

Bomb Threat: ବିମାନବନ୍ଦର ଏବଂ ସ୍କୁଲଗୁଡ଼ିକୁ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ମେଲ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ ନିରନ୍ତର ବୋମା ଧମକ ପଠାଯାଉଛି। ଏହି ଧାରା ଥମିବାର ନାଁ ଧରୁ ନାହିଁ । ରବିବାର ଦିନ, ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (IGI ବିମାନବନ୍ଦର) ସମେତ ଅନେକ ସ୍କୁଲ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନକୁ ବୋମା ଧମକ ମିଳିଥିଲା। ଏହି ସ୍ଥାନଗୁଡ଼ିକରେ…

ଲାଞ୍ଚ ମାମଲାରେ ଚୀନର ପୂର୍ବତନ କୃଷି ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡାଦେଶ 

ନୂଆଦିଲ୍ଲୀ: ଚୀନର ପୂର୍ବତନ କୃଷି ମନ୍ତ୍ରୀ ଟାଙ୍ଗ ରେଞ୍ଜିଆନଙ୍କୁ ୩୮ ନିୟୁତ ଆମେରିକୀୟ ଡଲାର ଅର୍ଥାତ୍ ପ୍ରାୟ ୨୬୮ ନିୟୁତ ୟୁଆନ ଲାଞ୍ଚ ମାମଲାରେ ରବିବାର ଦିନ ମୃତ୍ୟୁଦଣ୍ଡ ଦିଆଯାଇଥିଲା। କିନ୍ତୁ ବର୍ତମାନ ତାଙ୍କୁ ଚାଙ୍ଗଚୁନ (ଜିଲିନ୍ ପ୍ରଦେଶ) ର ମଧ୍ୟବର୍ତ୍ତୀ ଲୋକ ଅଦାଲତ ମୃତ୍ୟୁଦଣ୍ଡ…

ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗୋବିନ୍ଦ ସାହୁ ପରିବାର; ଦେଲେ ପ୍ରତିଶ୍ରୁତି…

ଭୁବନେଶ୍ବର: ପିତାଙ୍କ ହତ୍ୟାକାରୀକୁ ଧରିବା ପାଇଁ ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦାବିପତ୍ର ଦେଲେ ଗୋବିନ୍ଦ ସାହୁଙ୍କ ପତ୍ନୀ ଓ ଝିଅ। ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ଗୋବିନ୍ଦ ସାହୁ । ୨୦୨୨ ଡିସେମ୍ବର ୨୦ ତାରିଖରେ କଣ୍ଟାବାଞ୍ଜି…

ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ସଫଳତା ପାଇଲେ ଦୃଷ୍ଟିହୀନ ଶିକ୍ଷକ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଜଣେ ଦୃଷ୍ଟିହୀନ ଶିକ୍ଷକ ମହେଶ ପଣ୍ଡା ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ) ପରୀକ୍ଷା ୨୦୨୩ରେ ୩୦୦ ତମ ସ୍ଥାନ ହାସଲ କରିଛନ୍ତି। ତେବେ ଏହା ତାଙ୍କର ତୃତୀୟ ପ୍ରୟାସ ଥିଲା। ସେ କୋରେଇ ବ୍ଲକର ବଡ଼ ବିରୁହାନ ଗାଁର ବାସିନ୍ଦା ଥିବା ନେଇ ଜଣାପଡ଼ିଛି। ତେବେ ସେ…

ଚୟନ କମିଟିରେ ଏବେ ୨ ଓଡିଆ

ଭୁବନେଶ୍ୱର: ବିସିସିଆଇ ପୁରୁଷ ସିନିୟର ଚୟନ କମିଟିରେ ଏବେ ୨ଜଣ ପୂର୍ବତନ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ବାର୍ଷିକ ବୈଠକରେ ପ୍ରଜ୍ଞାନ ଓଝା ଓ ଆରପି ସିଂଙ୍କୁ ଚୟନ କମିଟିରେ ସାମିଲ କରାଯାଇଛି । ସେମାନେ ଏସ.ଶରଥ ଓ ସୁବ୍ରତ ବାନାର୍ଜୀଙ୍କ ସ୍ଥାନରେ ସୁଯୋଗ ପାଇଛନ୍ତି । ଅଜିତ ଅଗରକରଙ୍କ…

୧୦ମ କ୍ରିକେଟର ଭାବେ ମିଥୁନ ହେଲେ ବିସିସିଆଇ ସଭାପତି

ନୂଆଦିଲ୍ଲୀ: ବିସିସିଆଇ ଏବେ ବିଶ୍ୱ କ୍ରିକେଟରେ ବିତଶାଳୀ ବୋର୍ଡ ଭାବେ ପରିଗଣିତ । ଏହାର ସଭାପତି ହେବା ନିଶ୍ଚିତ ଭାବେ ଗର୍ବ ତଥା ଦାୟିତ୍ୱର ବିଷୟ । ରାଜନେତା, ଆଡମିିନଷ୍ଟ୍ରେଟରଙ୍କଠାରୁ ଆରମ୍ଭ କରି ପୂର୍ବତନ କ୍ରିକେଟରମାନେ ଏହି ଦାୟିତ୍ୱ ତୁଲାଇ ସାରିଛନ୍ତି । ଏବେ ନୂତନ ଭାବେ ସଭାପତି…

Nuapada Bypoll: ଏହି ଦିନ ହେବ ନୂଆପଡ଼ା ଉପନିର୍ବାଚନ…

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ନେଇ ସୂଚନା ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ବିହାର ବିଧାନସଭା ସହ ୭ଟି ରାଜ୍ୟର ୮ଟି ବିଧାନସଭା ଆସନରେ ହେବ ଉପନିର୍ବାଚନ । ୭ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ମଧ୍ୟରେ ଓଡ଼ିଶାର ନୂଆପଡ଼ା ଆସନ ରହିଛି । ରାଜ୍ରେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ…

ଛତିଶଗଡ଼ରେ ଏନକାଉଣ୍ଟର, ୩ ମାଓବାଦୀ ନିହତ

କାଙ୍କେର: ଛତିଶଗଡ଼ର କାଙ୍କେର ଜିଲ୍ଲାରେ ରବିବାର ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଏରିଆ କମିଟି ସଦସ୍ୟଙ୍କ ସମେତ ତିନି ଜଣ ମାଓବାଦୀ ନିହତ ହୋଇଛନ୍ତି। ଏହାକୁ ମିଶାଇ ଚଳିତ ବର୍ଷ ରାଜ୍ୟରେ ନିହତ ମାଓବାଦୀଙ୍କ ସଂଖ୍ୟା ୨୫୨କୁ ବୃଦ୍ଧି ପାଇଛି। ପୋଲିସ ଅନୁଯାୟୀ, କାଙ୍କେର ଏବଂ ଗାରିଆବନ୍ଦ…