Latest Odisha News

BREAKING NEWS

Accident In Nepal: ୭୦୦ ଫୁଟ ଗଭୀର ଘାଟିରେ ଖସିଲା ଜିପ୍ ; ୮ ମୃତ, ଅନେକ ଆହତ

କାଠମାଣ୍ଡୁ: ନେପାଳର ଦୁର୍ଗମ ପାହଡ ଅଞ୍ଚଳରେ ସଡ଼କ ଦୁର୍ଘଟଣା । ଶୁକ୍ରବାର ରାତିରେ କରନାଲି ପ୍ରଦେଶରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ୧୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜିପ୍ ପ୍ରାୟ ୭୦୦ ଫୁଟ ଗଭୀର ଘାଟିରେ ଖସି ପଡ଼ିଥିଲା। ଶନିବାର ପୋଲିସ ଦେଇଥିବା ସୂଚନାନୁସାରେ, ଏହି ଦୁର୍ଘଟଣାରେ…

ଟ୍ରକ୍ ପଛରେ ପିଟିହେଲା ବାଇକ୍;୨ ବାଇକ୍ ଆରୋହୀଙ୍କ ମୃତ୍ୟୁ

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ରାଇଘର ଥାନା କୋରବେଲା ନିକଟରେ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ । ଟ୍ରକ୍ ପଛରେ ପିଟି ହୋଇଥିଲା ବାଇକ୍ । ମୃତକ ୨ ଜଣ ହେଲେ ରୋହିତ ପୂଜାରୀ, ରାଜୁ ପାଣ୍ଡେ । ରାଇଘର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କ ମୃତଦେହ, ଟ୍ରକ ଓ…

ମାଓବାଦୀଙ୍କ ବର୍ବରତା, ଘରେ ପଶି ଗାଁ ଲୋକଙ୍କୁ କଲେ ହତ୍ୟା

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଉସୁର ଥାନା ଅଧୀନସ୍ଥ ନେଲାକାଙ୍କେର ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ମାଓବାଦୀମାନେ ଦୁଇ ଜଣ ଗ୍ରାମବାସୀଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ଏହି ଘଟଣାର ଖବର ପ୍ରସାରିତ ହେବା ମାତ୍ରେ ଅଞ୍ଚଳରେ ଆତଙ୍କର ବାତାବରଣ…

Cyclonic storm: ଏହି ୩ ଦିନ ସମୁଦ୍ରରେ ଗାଧେଇବା ମନା;ସ୍ନାନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ପୁରୀ:ସମ୍ଭାବ୍ୟ ବାତ୍ୟାକୁ ନେଇ ୩ ଦିନ ସମୁଦ୍ରରେ ଗାଧେଇବା ମନା । ୨୭, ୨୮, ୨୯ ତାରିଖରେ ସମୁଦ୍ର ସ୍ନାନ ଉପରେ କଟକଣା ଲାଗିଛି । ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପୁରୀ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅମାନିଆ ହୋଇ ସମୁଦ୍ରରେ ସ୍ନାନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।…

Kota student Death: କୋଟାରେ ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ;ମିଳିନି ସୁଇସାଇଡ୍ ନୋଟ…

ଗଞ୍ଜାମ:କୋଟା(Kota) ର ଏକ ହଷ୍ଟେଲରେ ରହୁଥିବା ଜଣେ ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ମୃତ ଛାତ୍ରଙ୍କ ନାମ ରୋଶନ । ତାଙ୍କ ଘର ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଭୟପୁର ବୋଲି ଜଣାପଡ଼ିଛି। NEET UG ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ହେଉଥିଲେ ପ୍ରସ୍ତୁତ ।…

ଏରିୟର ବିଲ୍‌ କରାଇଦେବାକୁ ୪୭ ହଜାର ଟଙ୍କା ଲାଞ୍ଚ ନେଇ ଫସିଲେ ଟ୍ରେଜେରି ଅଫିସ ପିଅନ

ଜୟପୁର: ଭିଜିଲାନ୍ସ ଜାଲରେ ଟ୍ରେଜେରି ଅଫିସର ପିଅନ । ପେନ୍‌ସନ୍‌ ବାବଦକୁ ଏରିୟର ବିଲ୍‌ କରାଇ ଦେବାକୁ ୪୭ ହଜାର ଟଙ୍କା ଲାଞ୍ଚ ନେଉିଥିବାବେଳେ, ଭିଜିଲାନ୍ସ ଜାଲରେ ଫସିଛନ୍ତି ଜୟପୁର ସରକାରୀ ଟ୍ରେଜେରି ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀ ହରିଶ୍ଚନ୍ଦ୍ର ମହାପାତ୍ର । ସୂଚନା ଅନୁଯାୟୀ, ଭରତ…

ସୂଚନା ଏବଂ ଲୋକସମ୍ପର୍କ ବିଭାଗ ବିଜେପିର ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ ଆଣି ମୁଖ୍ୟନିର୍ବାଚନ ଅଧିକାରୀଙ୍କୁ…

ଭୁବନେଶ୍ୱର: ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ଆଦର୍ଶ ଆଚରଣ ସଂହିତା ଉଲ୍ଲଂଘନ ଏବଂ ନୂଆପଡା ବିଧାନସଭା ଉପନିର୍ବାଚନ ସମୟରେ ସରକାରୀ କଳର ଅପବ୍ୟବହାର ସମ୍ପର୍କରେ ଆଜି ମୁଖ୍ୟନିର୍ବାଚନ ଅଧିକାରୀଙ୍କ ଠାରେ ଫେରାଦ ହେଲା କଂଗ୍ରେସ । ପିସିସି ପକ୍ଷରୁ ଏକ ପ୍ରତିନିଧି ଦଳ…

ରାଜ୍ୟ କ୍ୟାବିନେଟର ୨୯ ତମ ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟର ୨୯ ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା…

ଭ୍ରମିତ କରୁଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା: ବିଜେଡି

ଭୁବନେଶ୍ୱର: ଆଜି ନୂଆପଡାରେ ଆୟୋଜିତ ସୁଭଦ୍ରା ଶକ୍ତି ସମାବେଶରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଭିଭାଷଣକୁ ବିଜୁ ଜନତା ଦଳ ଦୃଢ଼ ନିନ୍ଦା କରିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟସଭା ସାଂସଦ ତଥା ସାଧାରଣ ସମ୍ପାଦିକା ସୁଲତା ଦେଓ କହିଛନ୍ତି ଯେ,…

ସର୍ପ ଦଂଶନରେ ମୃତ ଯୁବକ ୧୩ ବର୍ଷ ପରେ ଫେରିଲେ

ଲକ୍ଷ୍ନୌ: ଉତରପ୍ରଦେଶର ବୁଲନ୍ଦସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ମୁଖକୁ ଆସିଛି । ଔରଙ୍ଗାବାଦର ସୁରଜପୁରରେ ୧୩ ବର୍ଷ ତଳେ ଦୀପୁ ନାମକ ଛୋଟ ପିଲା ସର୍ପ ଦଂଶନରେ ମୃତ୍ୟୁବରଣ କରିଥିଲେ । ପରିବାରବର୍ଗ ତାଙ୍କ ଶବକୁ ବ୍ରଜଘାଟସ୍ଥିତ ଗଙ୍ଗା ନଦୀରେ ଭସେଇ ଦେଇଥିଲେ । ଏବେ ହରିୟାଣାରେ ଉକ୍ତ…