Aadhaar as birth proof: ଆଧାରକାର୍ଡକୁ ନେଇ ବଡ ଘୋଷଣା କଲେ ଯୋଗୀ ସରକାର, କହିଦେଲେ, ହୋଇପାରିବନି ଜନ୍ମ ପ୍ରମାଣ…
ଲକ୍ଷ୍ନୌ: ଆଧାର କାର୍ଡ ସମ୍ପର୍କରେ ଏକ ନୂତନ ଅପଡେଟ୍ ଆସିଛି। ଉତ୍ତର ପ୍ରଦେଶରେ, ଆଧାର କାର୍ଡକୁ ଆଉ ଜନ୍ମ ପ୍ରମାଣପତ୍ର କିମ୍ବା ଜନ୍ମ ତାରିଖର ପ୍ରମାଣ ଭାବରେ ଗ୍ରହଣ କରାଯିବ ନାହିଁ। ଯୋଜନା ବିଭାଗ ଏ ସମ୍ପର୍କରେ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଜାରି କରିଛି। ଯୋଜନା ବିଭାଗର ନିର୍ଦ୍ଦେଶରେ…