ଆତ୍ମସମର୍ପଣ କଲା ମାଓ ନେତା ରୁବେନ୍;ମୁଣ୍ଡରେ ଥିଲା ୮ଲକ୍ଷ ପୁରସ୍କାର
ହାଇଦ୍ରାବାଦ: ସିପିଆଇର ଜଣେ ବରିଷ୍ଠ ମାଓ ନେତା ମନ୍ଦା ରୁବେନ ମଙ୍ଗଳବାର ତେଲେଙ୍ଗାନାର ୱାରାଙ୍ଗଲ ଜିଲ୍ଲାରେ ଆତ୍ମସମର୍ପଣ କରିଛନ୍ତି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ରୁବେନଙ୍କ ମୁଣ୍ଡରେ ₹୮ ଲକ୍ଷ ପୁରସ୍କାର ରହିଥିଲା । ସେ ଦକ୍ଷିଣ ବସ୍ତରର ବରିଷ୍ଠ ଡିଭିଜନ କମିଟି ସଚିବ ଥିଲେ ଏବଂ…