Asia Cup, IND vs PAK: ‘ତୁମେ ଖାଲି କୁହ…ଆମେ ଜିତିବୁ’: ପୁଣି ମାଟି କାମୁଡିଲା ପାକିସ୍ତାନ, ଅଭିଷେକ ଏବଂ ଗିଲଙ୍କ…
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ସୁପର-୪ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ୬ ୱିକେଟ୍ରେ ପରାସ୍ତ କରି ଏକ ଦମଦାର ବିଜୟ ହାସଲ କରିଛି। ଏହି ବିଜୟର ନାୟକ ଥିଲେ ଯୁବ ଓପନର୍ ଅଭିଷେକ ଶର୍ମା, ଯିଏ ୧୯ତମ ଓଭରରେ ୧୭୨ ରନ୍ର ଲକ୍ଷ୍ୟକୁ ସହଜରେ ହାସଲ କରିବାରେ ୩୯ ବଲ୍ରେ ଦ୍ରୁତ ୭୪ ରନ୍…