Historic first: ମରକ୍କୋରେ ରାଜନାଥ ସିଂହ; ଭାରତର ପ୍ରଥମ ବିଦେଶ ପ୍ରତିରକ୍ଷା କାରଖାନା କରିବେ ଉଦଘାଟନ
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (ସେପ୍ଟେମ୍ବର ୨୧) ଦୁଇ ଦିନିଆ ସରକାରୀ ଗସ୍ତରେ ମରକ୍କୋର କାସାବ୍ଲାଙ୍କାରେ ପହଞ୍ଚିଛନ୍ତି। ମରକ୍କୋ ଗସ୍ତରେ ଯାଇଥିବା ସେ ପ୍ରଥମ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ। ରାଜନାଥ ସିଂହଙ୍କୁ ମହମ୍ମଦ ଭି ଆନ୍ତର୍ଜାତୀୟ ବିମାନବନ୍ଦରରେ…