ଦକ୍ଷିଣ କୋରିଆରେ ତାଲିମ ନେବେ ଓଡ଼ିଶା ତୀରନ୍ଦାଜ
ରାଉରକେଲା: ସୁନ୍ଦରଗଡ଼ ସ୍ଥିତ ସାଇ ତାଲିମ କେନ୍ଦ୍ରର ଦୁଇଜଣ ଯୁବ ତୀରନ୍ଦାଜ ଖେଳାଳି ସ୍ୱତନ୍ତ୍ର ତାଲିମ ପାଇଁ ଦକ୍ଷିଣ କୋରିଆ ଯିବେ। ଏହି ସମୟରେ ସେମାନଙ୍କ ପ୍ରଶିକ୍ଷକ ମଧ୍ୟ ସେମାନଙ୍କ ସହିତ ରହିବେ।
ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ) ଦେଶର ବିଭିନ୍ନ କେନ୍ଦ୍ରରୁ ୨୦ ଜଣ ଯୁବ ତୀରନ୍ଦାଜ…