Latest Odisha News

BREAKING NEWS

‘ସୁଚରିତା’ ପତ୍ରିକାର ବିନ୍ଧାଣି ହରିହର ପଣ୍ଡାଙ୍କ ପରଲୋକ

ଭୁବନେଶ୍ବର: ସୁସାହିତ୍ଯିକ, ପ୍ରଶାସକ, ଅଧ୍ୟାପକ ତଥା ଅତୀତର ସୁବିଖ୍ୟାତ ପତ୍ରିକା ‘ସୁଚରିତା’ର ମୁଖ୍ୟ ପ୍ରେରଣାସ୍ରୋତ ହରିହର ପଣ୍ଡାଙ୍କ ପରଲୋକ । ଗତକାଲି (ଅଗଷ୍ଟ ୨୭ ତାରିଖ ) ଭୁବନେଶ୍ବରରେ ଦେହାବସାନ ଘଟିଛି। ମୃତ୍ୟୁ ବେଳକୁ ତା’ଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ନିଜର ଧର୍ମପତ୍ନୀ…

Weather update: ରାଜ୍ୟରେ ୟେଲୋ ୱାର୍ଣ୍ଣିଂ;୩୦ ଯାଏଁ ଛେଚିବ ବର୍ଷା

ଭୁବନେଶ୍ବର:ଓଡ଼ିଶା ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ରହିଛି । ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ତେବେ ଆଗାମୀ ୨୪ଘଣ୍ଟା ପାଇଁ ରାଜ୍ୟକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଆଗାମୀ ୨୪ଘଣ୍ଟାରେ…

Naxal Encounter: ଏନକାଉଣ୍ଟରରେ ୪ ନକ୍ସଲ ନିହତ; ବହୁ ଅସ୍ତ୍ରଶସ୍ତ୍ର ଉଦ୍ଧାର

ନୂଆଦିଲ୍ଲୀ:ପୂର୍ବ ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ନକ୍ସଲ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ତିନି ଜଣ ମହିଳା ନକ୍ସଲ ସମେତ ଅତି କମରେ ଚାରି ଜଣ ନକ୍ସଲ ନିହତ ହୋଇଛନ୍ତି। ପୋଲିସର ଏକ ବିବୃତ୍ତିରେ…

No-fly zone: ଶ୍ରୀମନ୍ଦିର ନୋ ଫ୍ଲାଇଙ୍ଗ ଜୋନ୍‌ରେ ପୁଣି ଉଡ଼ିଲା ଡ୍ରୋନ୍

ପୁରୀ:ଶ୍ରୀମନ୍ଦିର ଉପରେ ବୁଧବାର ସନ୍ଧ୍ୟାରେ ନୋ ଫ୍ଲାଇଙ୍ଗ ଜୋନ୍‌ରେ ଡ୍ରୋନ୍‌ ଉଡ଼ିଥିବା ଦେଖିବାକୁ ମିଳିଛି। ମାର୍କେଟ ଛକରୁ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ନିକଟରୁ ଡ୍ରୋନ୍‌ଟି ଦୋଳମଣ୍ଡପ ସାହି ପର୍ଯ୍ୟନ୍ତ ଉଡୁଥିବାର ଦେଖିବାକୁ ମିଳିଥିଲା। ମାର୍କେଟ ଛକଠାରୁ ଡ୍ରୋନ୍‌ଟି ଅପରେଟ୍‌…

Cuttack railway station: ପ୍ଲାଟଫର୍ମ ଛାତ ଭୁଶୁଡିବା ଘଟଣା; ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ…

ଭୁବନେଶ୍ୱର: କଟକ ରେଲୱେ ଷ୍ଟେସନର ପ୍ଲାଟଫର୍ମ-୧ରେ ଥିବା ଛାତ ଭୁଶୁଡିପଡିବା ଦୁର୍ଭାଗ୍ୟଜନକ ବୋଲି ବିଜୁ ଜନତା ଦଳ କହିଛି । ରେଲୱେ ବିଭାଗ ଓ ଠିକା ସଂସ୍ଥାର ଦାୟିତ୍ଵହୀନତା ଓ ସୁରକ୍ଷା ପ୍ରତି ଧ୍ୟାନ ନଦେବା ଫଳରେ ଏଭଳି ଦୁର୍ଘଟଣା ଘଟିଛି । କଟକ ଭଳି ବ୍ୟସ୍ତବହୁଳ ରେଲୱେ ଷ୍ଟେସନର ମରାମତି…

ନୟାଗଡ଼ ଜିଲ୍ଲା ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ନୟାଗଡ଼: ଜିଲ୍ଲା ବିକାଶ ସମ୍ମିଳନୀ (ଟ୍ରଷ୍ଟ) ପକ୍ଷରୁ,  ନୟାଗଡ ଜିଲ୍ଲାର ବହୁମୁଖୀ ବିକାଶ ଉଦ୍ଦେଶ୍ୟରେ କିଛି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନାକରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସମ୍ମିଳନୀର ସଦସ୍ୟଗଣ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ନୟାଗଡ଼…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: ୪ ବର୍ଷ ପରେ ପ୍ରି କ୍ୱାର୍ଟରରେ ସିନ୍ଧୁ

ନୂଆଦିଲ୍ଲୀ: ଭାରତର ୨ ଥର ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ ଭଲ ଫର୍ମକୁ ଫେରିଛନ୍ତି । ଚଳିତ ବ୍ୟାଡମିଂଟନ ବିଶ୍ୱ ଚାମ୍ପିୟନଶିପରେ ସିନ୍ଧୁ ପ୍ରଭାବୀ ପ୍ରଦର୍ଶନ କରି ପ୍ରି କ୍ୱାର୍ଟରରେ ପ୍ରବେଶ କରିଛନ୍ତି । କ୍ରମାଗତ ଖରାପ ପ୍ରଦର୍ଶନ ପରେ ଭାରତର ଏହି ଷ୍ଟାର ଅଭିଜ୍ଞ ଏବେ ଦକ୍ଷତା ମୁତାବକ…

ବୈଜ୍ଞାନିକଙ୍କ ନୂଆ ଆବିଷ୍କାର: ବରଫ ସହଜରେ ତରଳିବନି

ନୂଆଦିଲ୍ଲୀ: ବରଫର ପ୍ରକୃତି ତରଳିବା । ଏଥିପାଇଁ ସର୍ବଦା ଏହାକୁ ଶୂନ ଡିଗ୍ରୀ ତଳେ ରଖାଯାଇଥାଏ । ଏବେ ବୈଜ୍ଞାନିକମାନେ ଏ ଭଳି ଏକ ବରଫ ପ୍ରସ୍ତୁତ କରିଛନ୍ତି ଯାହା କି ସହଜରେ ତରଳିବ ନାହିଁ । କାଲିଫୋର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଗବେଷକ ଜିହାନ ଝୋଉଙ୍କ ଅଧ୍ୟକ୍ଷତାରେ ଏହାକୁ ପ୍ରସ୍ତୁତ…

ସ୍କୁଟି ଭିତରୁ ମିଳିଲା ବାଘ ଛାଲ, ଜଣେ ଗିରଫ

ନୂଆପଡା: ଚୋରାରେ ବାଘ ଛାଲ ବେପାର। ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ବନବିଭାଗ। ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ ଚଟିଆଗୁଡା ନିକଟରେ ବାଘ ଛାଲ ଜବତ କରିଛି ବନବିଭାଗ। ସୂଚନା ଅନୁସାରେ ଜଣେ ବ୍ୟକ୍ତି ବାଘ ଛାଲ ଚୋରାଚାଲାଣ କରୁଥିଲା ବୋଲି ବନ ବିଭାଗ ଖବର ପାଇଥିଲା। ଏହା ପରେ ଡିଏଫଓ ଅଜିଜ…

ବସ୍ ଓଲଟି ଚାଲିଗଲା ୨୫ ଜୀବନ, ଗୋଟେ ସପ୍ତାହରେ ସଡ଼କ ଦୁର୍ଘଟଣାରେ ଗଲାଣି…

ନୂଆଦିଲ୍ଲୀ:ଆଫଗାନିସ୍ତାନରରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଅତି କମରେ ୨୫ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ସକାଳେ ଆଫଗାନିସ୍ତାନ ରାଜଧାନୀ କାବୁଲର ପଶ୍ଚିମ ଦିଗରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଅତି କମରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୨୭ ଜଣ ଆହତ ହୋଇଥିବା ତାଲିବାନର…