ଅଭିନେତ୍ରୀ ଦିଶା ପଟାନିଙ୍କ ଘରକୁ ଗୁଳିମାଡ଼ ଘଟଣା; ଏନକାଉଣ୍ଟରରେ ଅଭିଯୁକ୍ତ ନିହତ
ମୁମ୍ବାଇ: ଅଭିନେତ୍ରୀ ଦିଶା ପଟାନିଙ୍କ ଘରେ ଗୁଳି ଚଳାଇଥିବା ଦୁଇ ଅପରାଧୀ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସେମାନେ ଗୋଲ୍ଡି ବ୍ରାର ଏବଂ ରୋହିତ ଗୋଦାରା ଗ୍ୟାଙ୍ଗର ସଦସ୍ୟ ଥିଲେ।
ସେପ୍ଟେମ୍ବର ୧୨ ତାରିଖରେ ଅଭିନେତ୍ରୀ ଦିଶା ପଟାନିଙ୍କ ଘରେ ଗୁଳିକାଣ୍ଡ ପାଇଁ ଗୋଲ୍ଡି ବ୍ରାର…