India-Russia Oil Trade: କେମିତି ୟୁକ୍ରେନ ଯୁଦ୍ଧରେ ରୁଷକୁ ସାହାଯ୍ୟ କରୁଛି ଭାରତ?, ତେଲ କିଣା ବନ୍ଦ ଭାରତକୁ କେତେ…
ନୂଆଦିଲ୍ଲୀ: ତେଲକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ବିବାଦ ଚାଲିଛି। ଆମେରିକା ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ହ୍ବାଇଟ୍ ହାଉସ୍ ପ୍ରେସ ସଚିବ, ଆଉ ଏବେ ଉପରାଷ୍ଟ୍ରପତି ଜେଡି ଭାନ୍ସ ବି ଦାବି କରିଛନ୍ତି ଯେ, ଭାରତ ରୁଷରୁ ତେଲ କିଣି, ରୁଷ ଏବଂ ୟୁକ୍ରେନ ଯୁଦ୍ଧକୁ ଇନ୍ଧନ ଦେଉଛି । ଯାହାକୁ…