Latest Odisha News

BREAKING NEWS

ଜାତୀୟ ଜୁନିୟର ହକି: ଚାମ୍ପିୟନ ହେବା ସୁଯୋଗ ହାତଛଡା କଲା ଓଡିଶା

ଭୁବନେଶ୍ୱର: ୧୫ତମ ଜାତୀୟ ଜୁନିୟର ପୁରୁଷ ହକି ଫାଇନାଲରେ ଓଡିଶା ଟିମ ପ୍ରଶଂସଙ୍କୁ ନିରାଶ କରିଛି । ଆରମ୍ଭରୁ ୨-୦ରେ ଅଗ୍ରଣୀ ରହିବା ସତ୍ୱେ ଓଡିଶା ୩-୨ରେ ହରିୟାଣା ନିକଟରୁ ପରାଜିତ ହୋଇ ରୌପ୍ୟ ପଦକ ହାସଲ କରିଛି । ହରିୟାଣା ଟାଇଟଲ ହାସଲ କରିଥିବା ବେଳେ ପଞ୍ଜାବ ପେନାଲ୍ଟି ଶୁଟଆଉଟରେ…

Minor Daughter Rape Case: ନାବାଳିକା ଝିଅକୁ ଯୌନ ନିର୍ଯାତନା ମାମଲାରେ ଆସିଲା ରାୟ, ବାପକୁ ୭ ବର୍ଷ କାରାଦଣ୍ଡାଦେଶ

ବାଲେଶ୍ୱର: ନିଜ ୧୦ ବର୍ଷର ନାବାଳିକା ଝିଅକୁ ଯୌନ ନିର୍ଯାତନା ମାମଲାରେ ରାୟ ପ୍ରକାଶ କରିଛନ୍ତି ବାଲେଶ୍ୱର ଜିଲ୍ଲା ପୋକ୍ସୋ ଅଦାଲତ । ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ବାପା ବାଦଲ ସିଂକୁ ୭ ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି । ସୂଚନାଯୋଗ୍ୟ ଯେ,…

ଦୀର୍ଘ ଦିନ ପରେ ଏକତ୍ର ଫିଲ୍ମ କରିବେ ଅକ୍ଷୟ, ସୈଫ

ମୁମ୍ବାଇ: ବଲିଉଡର ଦୁଇ ଲୋକପ୍ରିୟ ଷ୍ଟାର ଅକ୍ଷୟ କୁମାର ଓ ସୈଫ ଅଲୀ ଖାଁ ଆରଜୁ, ତୁ ଚୋର ମେଁ ସିପାହୀ ଓ କୀମତ ପରି ଫିଲ୍ମ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ । ଏହା ପରେ ଅବଶ୍ୟ ସେମାନଙ୍କୁ ଆଉ ଏକତ୍ର ଦେଖିବାକୁ ମିିଳି ନ ଥିଲା । ବଲିଉଡରେ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ୧୮ ବର୍ଷ…

Jaishankar Target To America: ଆମେରିକାକୁ କଡା ଜବାବ ଦେଲେ ବୈଦେଶିକ ମନ୍ତ୍ରୀ; ‘ପସନ୍ଦ ନଥିଲେ ଆମ ଜିନିଷ…

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଓ ରୁଷିଆ ତେଲ କ୍ରୟକୁ ନେଇ ଉତ୍ତେଜନା ମଧ୍ୟରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆମେରିକା ଉପରେ ବର୍ଷିଛନ୍ତି । ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ୍ ୨୦୨୫ରେ ଯୋଗ ଦେଇ କହିଛନ୍ତି ଯେ, ପସନ୍ଦ ନଥିଲେ ଆମ ଜିନିଷ କିଣ ନାହିଁ…

Fire service department: ଡିସେମ୍ବର ସୁଦ୍ଧା ପୂରଣ ହେବ ଅଗ୍ନିଶମ ବିଭାଗରେ ଖାଲିଥିବା ୩୦୦ ପଦବୀ

ଭୁବନେଶ୍ବର:ବିପଦରେ ପଡ଼ିଥିବା ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଦେବା ପାଇଁ ପ୍ରଥମେ ପହଞ୍ଚିଥାନ୍ତି ଆମ ଅଗ୍ନିଯୋଦ୍ଧାମାନେ । ସେମାନେ ହେଉଛନ୍ତି ପ୍ରଥମ ରେସ୍ପଣ୍ଡର । ବିପନ୍ନ ଲୋକଙ୍କ ପାଖରେ ସେମାନେ ସରକାରଙ୍କ ଚେହେରା ବୋଲି ଆଜି ଭୁବନେଶ୍ବର ବରମୁଣ୍ଡା ଅଗ୍ନିଶମ ପ୍ରଶିକ୍ଷଣ…

ଅବସର ଆଲୋଚନା ମଧ୍ୟରେ ଲର୍ଡସରେ ଅଭ୍ୟାସ ଆରମ୍ଭ କଲେ କୋହଲି

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅବସର ନେଇଯିବେ ବୋଲି ଖବରମାନ ପ୍ରକାଶ ପାଇଥିଲା । ତେବେ ଏହି ଖବର ଧୀରେ ଧୀରେ ମିଥ୍ୟା ପ୍ରମାଣିତ ହେବାରେ ଲାଗିଛି । ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ବିରାଟ କୋହଲି ପ୍ରସ୍ତୁତି ଆରମ୍ଭ କରିଛନ୍ତିି । ସେ ଲର୍ଡସରେ…

୨୦୨୭ ଦିନିକିଆ ବିଶ୍ୱକପ କ୍ରିକେଟ: ଘୋଷଣା ହେଲା ଭେନ୍ୟୁ

ନୂଆଦିଲ୍ଲୀ: ୨୦୨୭ ଆଇସିସି ଦିନିକିଆ ବିଶ୍ୱକପ ପାଇଁ ଶନିବାର କ୍ରିକେଟ ଦକ୍ଷିଣ ଆଫ୍ରିକା ଭେନ୍ୟୁ ଘୋଷଣା କରିଛି । ଏହି ବିଶ୍ୱକପ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆ ମିଳିତ ଭାବେ ଆୟୋଜନ କରୁଛନ୍ତି । ୩ ଦେଶରେ ଓଭରାଲ ୫୪ ମ୍ୟାଚ ଖେଳାଯିବ । ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ଦ୍ୱିତୀୟ ଥର…

Heat And Run Case: ହିଟ୍‌ ଆଣ୍ଡ ରନ୍‌ ମାମଲା: ଦିଲ୍ଲୀରୁ ଗିରଫ ‌ହେଲେ ଦୁଇ ଯୁବକ

ଭୁବନେଶ୍ବର: ବହୁଚର୍ଚ୍ଚିତ ପାତ୍ରପଡ଼ା ହିଟ୍‌ ଆଣ୍ଡ ରନ୍‌ ମାମଲା । ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସୋହମ ରାଜ ତ୍ରିପାଠୀ ଓ ରୋହନ ରଞ୍ଜନ ରାଉତ । ଦିଲ୍ଲୀରୁ ଗିରଫ ‌ହେଲେ ଉଭୟ ଯୁବକ । ଏହି ଦୁର୍ଘଟଣା ପରେ ମା’ ଓ ଝିଅଙ୍କୁ ଉଦ୍ଧାର…

Festival Of Japan : ବକୁଳ ପାଠାଗାରରେ “ଜାପାନ୍ ଉତ୍ସବ” ଉଦଘାଟିତ

ଭୁବନେଶ୍ବର: ଆଜି ବକୁଳ ପାଠାଗାରରେ ଜାପାନର କଂଶଲ୍ ଜେନେରାଲ୍ ଇଶିକାୱା ୟୋଷିହିସା 'ଫେଷ୍ଟିଭାଲ ଅଫ ଜାପାନ' ର ଉଦଘାଟନ କରିଛନ୍ତି। ଏକ ବିଶିଷ୍ଟ ଓ ସୁନ୍ଦର ଉପାୟରେ ସେ ଉତ୍ସବକୁ ଆରମ୍ଭ କଲେ, ସେ ଗୋଟିଏ ଓରୀଗାମି କାଗଜ ପଙ୍ଖାକୁ ଖୋଲି ଏହି ଉତ୍ସବଟି କୁ ଆରମ୍ଭ କରିଥିଲେ ଯେଉଁଥିରେ ଇଂରାଜୀରେ…

ଘରୋଇ କ୍ରିକେଟରେ ବଡ ଧରଣର ପରିବର୍ତନ ପାଇଁ ବିସିସିଆଇ ଆରମ୍ଭ କରିଛି ଉଦ୍ୟମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଘରୋଇ କ୍ରିକେଟରେ ଏକ ବଡ ଧରଣର ପରିବର୍ତନ ପାଇଁ ଉଦ୍ୟମ ଆରମ୍ଭ କରିଛି । ଏଥର ଘରୋଇ କ୍ରିକେଟ ଦୁଲୀପ ଟ୍ରଫିରୁ ଆରମ୍ଭ ହେଉଛି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିଜୟ ହଜାରେ ଟ୍ରଫି, ସିନିୟର ମହିଳା ଦିନିକିଆ…