Latest Odisha News

BREAKING NEWS

Weather Update: ଆସନ୍ତାକାଲି ସୃଷ୍ଟି ହେବ ଆଉ ଏକ ଲଘୁଚାପ, ଆଜି ବର୍ଷାରେ ଭିଜିବ ଅଧା ଓଡିଶା…

ଭୁବନେଶ୍ବର: ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଅଞ୍ଚଳରେ ଥିବା ଲଘୁଚାପ ସକ୍ରିୟ ରହିଛି । ଆସନ୍ତାକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଫଳରେ ଆଜି ବି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦିନସାରା ଲାଗି…

Nonstick pan:ନନ୍-ଷ୍ଟିକ୍ ବାସନ ବ୍ୟବହାର କରୁଥିଲେ ସାବଧାନ; ସ୍ୱାସ୍ଥ୍ୟ ଉପରେ ପକାଏ ଗମ୍ଭୀର ପ୍ରଭାବ

ଭୁବନେଶ୍ବର:ଆଜିକାଲି ଘରେ ନନ୍-ଷ୍ଟିକ୍ ବାସନ ବହୁତ ବ୍ୟବହାର ହେଉଛି। କଢେଇ ଠାରୁ ଆରମ୍ଭ କରି ପ୍ରେସର କୁକର, ତାୱା ପର୍ଯ୍ୟନ୍ତ, ନନ୍-ଷ୍ଟିକ୍ ବାସନ ବ୍ୟବହାର କରାଯାଉଛି। ଏଗୁଡ଼ିକ ଏପରି ବାସନ ଯେଉଁଥିରେ ଖାଦ୍ୟ ଲାଗିବାର କୌଣସି ଟେନସନ୍ ନଥାଏ । ଏହି ପାତ୍ରଗୁଡ଼ିକ ପଲିଟେଟ୍ରାଫ୍ଲୋରୋଇଥିଲିନ୍…

Baitarani River: ବିପଦ ସଂକେତ ଉପରେ ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ଭଦ୍ରକ: ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଥିବା ସୂଚନା ରହିଛି । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ, ବ୍ରାହ୍ମଣୀ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ନଦୀର ଜଳସ୍ତର । ଆଖୁଆପଦା ଠାରେ ବିପଦ ସଂକେତ ୧୮.୩୩ ମି.; ଜଳସ୍ତର ୧୮.୪୨ ମି. ରହିଛି ।…

Lionel Messi:୧୪ ବର୍ଷ ପରେ ଭାରତ ଆସିବେ ମେସି ! ଆର୍ଜେଣ୍ଟିନା ଦଳ କେରଳରେ ଖେଳିବ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍

ନୂଆଦିଲ୍ଲୀ: ଲିଓନେଲ ମେସି(Lionel Messi)ଙ୍କ ଆର୍ଜେଣ୍ଟିନା ଦଳ(Argentina football team)ର ଭାରତ ଗସ୍ତକୁ ନେଇ ଅନିଶ୍ଚିତତା ଏବଂ କଳ୍ପନାଜଳ୍ପନା ଶେଷ ହୋଇଛି । ଆର୍ଜେଣ୍ଟିନା ଫୁଟବଲ୍ ଦଳ କେରଳ ଗସ୍ତକୁ ନିଶ୍ଚିତ କରିଛି। ଆର୍ଜେଣ୍ଟିନା ଫୁଟବଲ୍ ଆସୋସିଏସନ୍ (AFA) ଶନିବାର, ଅଗଷ୍ଟ ୨୩…

Renewal Fees: ୨୦ ବର୍ଷରୁ ପୁରୁଣା ଗାଡ଼ି ରଖିବା ଏବେ ହେବ ମହଙ୍ଗା; ସରକାର ରିନ୍ୟୁଅଲ ଶୁଳ୍କ କଲେ ବୃଦ୍ଧି

ନୂଆଦିଲ୍ଲୀ:ଯଦି ଆପଣଙ୍କର ଏକ ପୁରୁଣା ଗାଡ଼ି ଅଛି ଓ ଯାହାର ପଞ୍ଜିକରଣ ରିନ୍ୟୁ କରିବାକୁ ଚାହୁଁଛନ୍ତି, ତେବେ ଏବେ ଆପଣଙ୍କୁ ଏକ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ହଁ, ଆଜ୍ଞା ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ୨୦ବର୍ଷରୁ ଅଧିକ ପୁରୁଣା ଗାଡ଼ି ପାଇଁ ପଞ୍ଜିକରଣ ରିନ୍ୟୁଅଲ ଶୁଳ୍କକୁ…

Army Jawan assault: ସେନା ଯବାନଙ୍କ ଉପରେ ଆକ୍ରମଣ ଘଟଣା..NHAIର ବଡ଼ କାର୍ଯ୍ୟାନୁଷ୍ଠାନ, ଟୋଲ୍ କମ୍ପାନୀର…

ନୂଆଦିଲ୍ଲୀ:ଉତ୍ତରପ୍ରଦେଶ ମିରଟର ଏକ ଟୋଲ୍ ପ୍ଲାଜାରେ ଜଣେ ଭାରତୀୟ ସେନା ଯବାନଙ୍କ ଉପରେ ଆକ୍ରମଣର ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁ ଯବାନଙ୍କ ସହ ଦୁର୍ବ୍ୟବହାର କରାଯାଇଥିଲା ସେ ଅପରେସନ ସିନ୍ଦୂରରେ ସାମିଲ ଥିଲେ। ଅଗଷ୍ଟ ୧୭ ତାରିଖରେ କରନାଲ ହାଇୱେ (NH-709A) ସ୍ଥିତ ଭୁନି ଟୋଲ୍…

Police raid: ସ୍ପା’ରେ ପୋଲିସର ରେଡ୍; ୯ ବଙ୍ଗୀୟ ଦେହଜୀବୀ ଉଦ୍ଧାର

ଜଗତସିଂହପୁର:ଦେହ ବ୍ୟବସାୟର ଚେର ଲମ୍ବିଛି କଲିକତାରୁ ପାରାଦ୍ଵୀପ । ଶନିବାର ଦିନ ପାରାଦୀପରେ ଏକ ବଡ଼ଧରଣର ସେକ୍ସ ରାକେଟ୍ ଠାବ। ତାରିଣୀଗଡ଼ା ଠାରେ ଏକ ସ୍ପାରେ ସେକ୍ସ ରାକେଟ ଚାଲୁଥିବା ବେଳେ ପୋଲିସ ଚଢ଼ଉ କରି ୯ ଜଣ ବଙ୍ଗୀୟ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ୪ ଜଣ ଗ୍ରାହକଙ୍କୁ ଗିରଫ…

Yes Bank:ୟେସ୍ ବ୍ୟାଙ୍କର ୨୪.୯୯% ସେୟାର କିଣିବ ଜାପାନର ଏକ ବ୍ୟାଙ୍କ, ଆରବିଆଇ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ: ଜାପାନର ଦ୍ୱିତୀୟ ସର୍ବବୃହତ ବ୍ୟାଙ୍କିଙ୍ଗ ଗୃପ SMFGର ଏକ ସହାୟକ କମ୍ପାନୀ, ସୁମିତୋମୋ ମିତ୍ସୁଇ ବ୍ୟାଙ୍କିଙ୍ଗ କର୍ପୋରେସନ (SMBC) ଘରୋଇ କ୍ଷେତ୍ରର ୟେସ୍ ବ୍ୟାଙ୍କର ୨୪.୯୯ପ୍ରତିଶତ ସେୟାର କିଣିବ । ଏହାକୁ କିଣିବାକୁ SMBC ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଠାରୁ ଅନୁମୋଦନ…

Dhenkanal SP: ଏସ୍‌ପି ଅଫିସ୍‌ ପରିସରରେ ଆତ୍ମାହୁତି ଉଦ୍ୟମ ଘଟଣା; ୨ ଏସ୍‌ଆଇ ନିଲମ୍ବିତ

ଢେଙ୍କାନାଳ:ଶନିବାର ଢେଙ୍କାନାଳ ଏସ୍‌ପି ଅଫିସ ପରିସରରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ ଅଘଟଣ ପୂର୍ବରୁ ପୋଲିସ ମହିଳାଙ୍କୁ କାବୁ କରିବା ସହ ପେଟ୍ରୋଲ ବୋତଲ ଏବଂ ଦିଆସିଲି ଜବତ କରିଛି। ଏସ୍‌ପିଙ୍କ ଉପସ୍ଥିତିରେ ମହିଳାଙ୍କୁ ପଚରାଉଚରା କରାଯାଇଛି । ପଚରାଉଚରା ସମୟରେ ସଦର…

15 Pakistanis Arrested: ଗୁଜୁରାଟ କଚ୍ଛରେ ଅନୁପ୍ରବେଶ ଉଦ୍ୟମ ବିଫଳ,୧୫ ପାକିସ୍ତାନୀ ଗିରଫ

ଅହମଦାବାଦ: ଗୁଜୁରାଟର କଚ୍ଛ ଜିଲ୍ଲାର କୋରି କ୍ରିକ୍ ଅଞ୍ଚଳରୁ ୧୫ ଜଣ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଗିରଫ କରିଛି ସୀମା ସୁରକ୍ଷା ବଳ (BSF) । କ୍ରିକ୍ ଅଞ୍ଚଳରେ ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ବିଏସଏଫ୍ ପାଟ୍ରୋଲିଂ କରିବାବେଳେ ଜାଣିବାକୁ ପାଇଥିଲା ଏହି ସମୟରେ ଯବାନମାନେ ଏକ…