ବିରଳ ଗୋଧି ମାଂସ ରାନ୍ଧି ଖାଇବା ଅଭିଯୋଗରେ ୟୁଟ୍ୟୁବର ଗିରଫ
ଭୁବନେଶ୍ୱର: ଏକ ବିରଳ ପ୍ରଜାତିର ବଡ ଗୋଧିର ମାଂସ ରାନ୍ଧି ଖାଇବା ଏବଂ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲାର ଜଣେ ୟୁଟ୍ୟୁବରଙ୍କୁ ଗିରଫ କରାଯାଇଛି।
ଅଭିଯୁକ୍ତଙ୍କୁ ଅସନବଣୀ ଗ୍ରାମର ବାସିନ୍ଦା ରୂପ ନାୟକ ବୋଲି ଚିହ୍ନଟ କରାଯାଇଛି।
ସୂଚନା…