Latest Odisha News

BREAKING NEWS

ଓଡ଼ିଶାରେ ହେବ 6 MTPA ଇସ୍ପାତ କାରଖାନା! JSW ଷ୍ଟିଲ୍ ପୋସ୍କୋ ଗ୍ରୁପ୍ ସହିତ ମିଳାଇଲା ହାତ

ଭୁବନେଶ୍ବର: JSW ଷ୍ଟିଲ୍ ଲିମିଟେଡ୍ ଏବଂ ଦକ୍ଷିଣ କୋରିଆର ପୋସ୍କୋ ଗ୍ରୁପ୍ ଭାରତରେ ବାର୍ଷିକ ୬ ନିୟୁତ ଟନ୍ (MTPA) ଇସ୍ପାତ କାରଖାନା ସ୍ଥାପନ କରିବାର ସମ୍ଭାବନା ଅନୁସନ୍ଧାନ କରିବା ପାଇଁ ହାତ ମିଳାଇଛନ୍ତି।  କମ୍ପାନୀଗୁଡ଼ିକ ଏବେ ପ୍ଲାଣ୍ଟର ସ୍ଥାନ, ନିବେଶ ସର୍ତ୍ତାବଳୀ, ସମ୍ବଳ ଉପଲବ୍ଧତା…

ଇଗ୍ନୋ ଡିଇସିଇ ପାଠ୍ୟକ୍ରମର ଓଡ଼ିଆ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର ବିଭିନ୍ନ ପାଠ୍ୟକ୍ରମକୁ ଓଡ଼ିଆରେ ପ୍ରଚଳନ କରିବା ପାଇଁ ବିଗତ ଜୁନ୍‌ ୯ ତାରିଖରେ ଉଚ୍ଚଶିକ୍ଷା ବିଭାଗ ଓ ଇଗ୍ନୋ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଥିଲା । ଏହି ବୁଝାମଣା ପତ୍ର ଅନୁଯାୟୀ ଇନ୍ଦିରା ଗାନ୍ଧୀ…

ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣା; ୩ ଦିନିଆ ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ ସମୀର ସାହୁ

ବାଲେଶ୍ବର: ବାଲେଶ୍ବର ଫକୀର ମୋହନ ଜଲେଜ ଛାତ୍ରୀ ଆତ୍ମାହୁତି ମାମଲା । ମୁଖ୍ୟ ଅଭିଯୁକ୍ତ ସମୀର ସାହୁକୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ୩ ଦିନିଆ ରିମାଣ୍ଡ ଆବେଦନ ମଞ୍ଜୁର କଲେ ଜିଲ୍ଲା ଦୌରାଜଜ୍‌ । ଅଧ୍ୟାପକ ସମୀର ସାହୁଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ କରିଥିଲେ ଛାତ୍ରୀ ।…

ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ତିରୁଚି ଶିବ!

ନୂଆଦିଲ୍ଲୀ: ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ବିରୋଧୀ ଦଳ ଖୁବ୍ ଶୀଘ୍ର ନିଜର ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି। ତେବେ ଡିଏମକେ ରାଜ୍ୟସଭା ସାଂସଦ ତିରୁଚି ଶିବ ବିରୋଧୀ ଦଳର ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଲେ ପୁଟିନ, ଜାଣନ୍ତୁ କଣ ରହିଛି ଖାସ୍…

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି। ଏହି କଥାବାର୍ତ୍ତା ସମୟରେ ରାଷ୍ଟ୍ରପତି ପୁଟିନ ଗତ ସପ୍ତାହରେ ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ସାକ୍ଷାତ ବିଷୟରେ ନିଜର…

ସୁସ୍ଥ ହେଉଛନ୍ତି ନବୀନ ପଟ୍ଟନାୟକ: ପୁଣି ମେଡିକାଲ ବେଡରୁ ବାର୍ତ୍ତା ଦେଲେ…

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୋମବାର ଅପରାହ୍ନରେ ସମ୍ ଅଲ୍ଟିମେଟ ମେଡିକେୟାରର ଅବଜରଭେସନ୍ ରୁମ୍‌ରୁ କ୍ୟାବିନ୍‌କୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି ଏବଂ ତାଙ୍କ କଣ୍ଡିସନ୍…

ଲଣ୍ଡନରେ କୋହଲି-ଅନୁଷ୍କା କରୁଛନ୍ତି ମଜା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମା ଏବେ ଲଣ୍ଡନରେ ଛୁଟି କାଟୁଛନ୍ତି । ବିରୁଷ୍କା ଭାବେ ପରିଚିତ ଏହି ଯୋଡି ନିଜର ୨ଟି ସନ୍ତାନ ସହ ଲଣ୍ଡନରେ ମଜା କରୁଛନ୍ତି । ନିକଟରେ ସେମାନେ ୱିମ୍ବେଲଡେନ ଟେନିସ ଟୁର୍ଣ୍ଣାମେଂଟ ଦେଖିବାକୁ…

ଜନ୍ମାଷ୍ଟମୀ ଶୋଭାଯାତ୍ରା ବେଳେ ଅଘଟଣ; ବିଦ୍ୟୁତ୍ ଆଘାତରେ ୫ ମୃତ

ହାଇଦ୍ରାବାଦ: ରାମନ୍ଥପୁରରେ ଜନ୍ମାଷ୍ଟମୀ ଶୋଭାଯାତ୍ରା ସମୟରେ ରଥଟି ବିଦ୍ୟୁତ୍ ତାରରେ ସଂସ୍ପର୍ଶରେ ଆସିବାରୁ ବିଦ୍ୟୁତ୍ ଆଘାତରେ ୫ ଜଣଙ୍କର ଚାଲିଗଲା ଜୀବନ । ଏଥିସହ ୪ ଜଣ ଗୁରୁତର ହୋଇଛନ୍ତି। ରବିବାର ରାତି ପ୍ରାୟ ୧୨ଟା ସମୟରେ ରାମନ୍ଥପୁରର ଗୋପାଳନଗର ଅଞ୍ଚଳରେ ଏହି ଘଟଣା ଘଟିଛି।…

୪୮ ଲକ୍ଷ ଠକେଇ ଅଭିଯୋଗରେ ପୂର୍ବତନ ମନ୍ତ୍ରୀଙ୍କ ପୁଅ ଓ ଝିଅ ଅଟକ

କେନ୍ଦ୍ରାପଡା: କଟକର ଏକ ସଂସ୍ଥା ଏସଏସବି ଇଲେକ୍ଟ୍ରିକାଲ୍ସ ୪୮ ଲକ୍ଷ ଟଙ୍କାର ଠକେଇ ନେଇ ଟାଉନ୍ ଥାନାରେ ବିଜେଡି ନେତା ଅଙ୍କିତ ପ୍ରତାପ ଜେନା ଏବଂ ତାଙ୍କ ଭଉଣୀ ଐଶ୍ୱର୍ଯ୍ୟା ପ୍ରତାପ ଜେନାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ୨୦୨୪…

ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡକୁ ଯିଏ ଭାଇରାଲ କରିଛି ତା’ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ପୁରୀ…

ପୁରୀ: ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ ବେଳର ଭିଡିଓ ଭାଇରାଲ ଘଟଣା ଉପରେ ପୁଣି ପ୍ରତିକ୍ରିୟା ରଖିଲେ ପୁରୀ ଏସପି । ସେ କହିଛନ୍ତି ଯେ, ଯିଏ ବଳଙ୍ଗା ପୀଡ଼ିତାଙ୍କ ବୟାନ ସମୟ ଭିଡିଓ ଭାଇରାଲ୍‌ କରିଛନ୍ତି ତାଙ୍କ ବିରିଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏନେଇ କଡ଼ା ଚେତାବନୀ ଶୁଣାଇଲେ ପୁରୀ…