ସର୍ବକାଳୀନ ରେକର୍ଡ଼ ଛୁଇଁଲା ସୁନା ଦର, ଜାଣନ୍ତୁ କେତେ…
ନୂଆଦିଲ୍ଲୀ: କିଛି ଦିନ ହେବ ସୁନା ଦରରେ ତୀବ୍ର ବୃଦ୍ଧି ହେବାରେ ଲାଗିଛି। ବର୍ତ୍ତମାନ ଦିଲ୍ଲୀର ସୁନା ବଜାରରେ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୯,୭୦୦ ଟଙ୍କା ବୃଦ୍ଧି ପାଇ ଏହା ୧୩୦,୩୦୦ ଟଙ୍କାରେ ପହଞ୍ଚିଛି।
ତେବେ ପ୍ରବଳ ସ୍ପଟ୍ ଚାହିଦା ମଧ୍ୟରେ, ସୋମବାର ଦିନ ନୂତନ କାରବାର…